ପାଣିପାଗ ବିଭାଗ କଲା ସତର୍କ, ଦିନ ୧୦ଟାରୁ ଅପରାହ୍ନ ୩ଟା ଯାଏ ପିକ୍ ଆୱାର ଘୋଷଣା

ଭୁବନେଶ୍ୱର:ଆଜି ସାରା ରାଜ୍ୟରେ ଭୀଷଣ ରୌଦ୍ରତାପ ଅନୁଭୂତ ହେଉଛି । ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଆଜି ସ୍ୱଭାବିକ ଠାରୁ ବହୁତ ଅଧିକ ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ସ୍ୱଭାବିକ ଠାରୁ ପାରଦ ୩ରୁ ୪…

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜାତିସଂଘ ରଖିଲା ଏପରି ମତ, ଆମେରିକା ଓ ଜର୍ମାନୀ ପରେ ଏବେ ଜାତିସଂଘରେ ଉଠିଲା ସ୍ୱର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଓ କଂଗ୍ରେସର ଆକାଉଣ୍ଟ ଫ୍ରିଜ୍ କରାଯିବା ଘଟଣା ଉପରେ ଏବେ ଜାତିସଂଘ ବି ଟିପ୍ପଣୀ କରିଛି । ଜାତିସଂଘ କହିଛି ଆଶା ରହିଛି କି ଭାରତରେ ସମସ୍ତେ ଏକ…

ହ୍ୱାଟସଆପ୍ ନମ୍ବର ଦେଇ ଆଶୀର୍ବାଦ ମାଗିଲେ ସୁନୀତା କେଜ୍ରିୱାଲ, ଆଜିଠୁ ଆରମ୍ଭ କଲେ ଆପ୍‌ର ନିର୍ବାଚନୀ ଅଭିଯାନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଲୋକସଭା ନିର୍ବାଚନକୁ ନେଇ ନିର୍ବାଚନ ଅଭିଯାନ ଆରମ୍ଭ କରି ଦେଇଛନ୍ତି । ଆଜିଠାରୁ ଆପ୍ ନିଜର ନୂଆ ନିର୍ବାଚନୀ ଅଭିଯାନ ଆରମ୍ଭ…

ବିଜେପି ଛାଡିଲେ ନୀଳଗିରି ବିଧାୟକ, ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର

ଭୁବନେଶ୍ୱର: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜ୍ୟରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଆଜି ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ ବିଜେପି ସଭାପତିଙ୍କ…

ଦେଶରେ ବହୁ ସଂଖ୍ୟାରେ ସୃଷ୍ଟି ହେବ ରୋଜଗାର ସୁଯୋଗ, ଆଉ ଏକ ନୂଆ ସେକ୍ଟରରେ ଏଣ୍ଟ୍ରୀ କଲେ ଆଦାନୀ

ନୂଆଦିଲ୍ଲୀ: ଆଦାନୀ ଏଣ୍ଟରପ୍ରାଇସେସ୍‌ର ମାଲିକାନା ବିଶିଷ୍ଟ କମ୍ପାନୀ କଚ୍ଛ କପର ଗୁଜରାଟ ମୁନ୍ଦ୍ରାରେ ଏକ ନୂଆ କାରଖାନାର ଶୁଭାରମ୍ଭ କରିଛନ୍ତି । ଆଦାନୀଙ୍କ କମ୍ପାନୀ ନିଜର ଗ୍ରୀନଫିଲ୍ଡ କପର ରିଫାଇନାରୀ ପ୍ରୋଜେକ୍ଟର…

ସୁନା ଦର ଗୋଟିଏ ଦିନରେ ବଢିଗଲା ୧୩ ଶହ ଟଙ୍କା, ଆଉ କିଛି ଦିନରେ ୭୦ହଜାର ଟପିପାରେ

ଭୁବନେଶ୍ୱର:  ଦିନକୁ ଦିନ ବଢି ଚାଲିଛି ସୁନା ଦର । ଏବେ ବିବାହ ଋତୁ ଚାଲିଥିବାରୁ ସୁନା ଦର ପ୍ରତିଦିନ ବଢିଚାଲିଛି । ଗୋଟିଏ ଦିନରେ ସୁନା ଦର ବଢିଗଲା ୧୩ ଶହ ଟଙ୍କା । ଯାହା ଫଳରେ ଏବେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ…

ରାମଭକ୍ତଙ୍କ ପାଇଁ ଖୁସି ଖବର: ରାମନବମୀରେ ରାମଲାଲାଙ୍କ ଦର୍ଶନ ପାଇଁ କରାଯିବ ଖାସ୍ ବ୍ୟବସ୍ଥା

ଅଯୋଧ୍ୟା:ଅଯୋଧ୍ୟାରେ ଏଥର ରାମନବମୀ ଉତ୍ସବ ସବୁଠାରୁ ଖାସ୍ ରହିବ । ଏହି ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟା ଆସିବେ । ଏହାକୁ ଲକ୍ଷ୍ୟରେ ରଖି ୧୫ ଏପ୍ରିଲରୁ ରାମନବମୀ ଅର୍ଥାତ୍ ୧୭ ଏପ୍ରିଲ ପର୍ଯ୍ୟନ୍ତ ଶ୍ରୀରାମ…

ଏହି ୩ ଭୁଲ୍ ଯୋଗୁଁ ଯେତେ ରୋଜଗାର କଲେ ବି ଅଭାବ ଲାଗି ରହେ, ଆଜି ହିଁ ସୁଧାରି ନିଅନ୍ତୁ

ଓଡ଼ିଶା ଭାସ୍କର: ବହୁ ସମୟରେ ଘରକୁ ପଇସା ତ ଆସିଥାଏ କିନ୍ତୁ କେଉଁବାଟେ ଖର୍ଚ୍ଚ ହୋଇଯାଏ ତାହା ଜଣାପଡି ନ ଥାଏ । ଫଳରେ ଘରେ ସର୍ବଦା ଅଭାବ ଅସୁବିଧା ଲାଗି ରହେ । ତେବେ ଏପରି ଘଟିବା ପଛରେ ଘରେ କିଛି ବାସ୍ତୁ ଦୋଷ ଦାୟୀ…

ବିବାହ ପୂର୍ବରୁ ଭାବି ଲାଇଫ୍ ପାର୍ଟନରଙ୍କୁ ଜରୁର କରନ୍ତୁ ଏପରି ପ୍ରଶ୍ନ, ମଜଭୁତ ହେବ ସଂପର୍କ

ଓଡ଼ିଶା ଭାସ୍କର: ବିବାହ ପୂର୍ବରୁ ଏକ ନିର୍ବନ୍ଧ ଉତ୍ସବ ଆୟୋଜନ ହୋଇଥାଏ । ଏହାକୁ କେତେକ ରିଙ୍ଗ୍ ସେରିମନି ବି କହିଥାନ୍ତି । ଏହାପରେ ଯୁବକ ଓ ଯୁବତୀଙ୍କ ଜୀବନ ପୁରା ବଦଳି ଯାଏ । କାରଣ ଉଭୟଙ୍କ ଉପରେ ବିଭିନ୍ନ ପ୍ରକାର…

ଭାରତୀୟ ବଜାର ପାଇଁ ଟେସଲାର ବଡ ଘୋଷଣା, ଅଧା ଦାମ୍‌ରେ ବିକିବ ଇ-ବାହାନ ବ୍ୟାଟେରୀ

ନୂଆଦିଲ୍ଲୀ: ଆମେରିକାର ଏକ କମ୍ପାନୀ ଧୀରେ ଧୀରେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଆମେରିକୀୟ କମ୍ପାନୀ ଟେସଲା ପାୱାର ଇଣ୍ଡିଆ ଭାରତୀୟ ଗ୍ରାହକଙ୍କ ମଧ୍ୟରେ ନିଜ ବଜାର ଖୋଲିବାକୁ ଯାଉଛି । କମ୍ପାନୀ ଘୋଷଣା…