fbpx

ଭୋଟିଂ ପୂର୍ବରୁ ଆସିଲା ନିର୍ବାଚନ କମିଶନଙ୍କ ବଡ ଆଦେଶ, ଭୋଟରଙ୍କ ପାଇଁ ରହିଛି ସର୍ବାଧିକ ଗୁରୁତ୍ୱ

ନୂଆଦିଲ୍ଲୀ: ନିର୍ବାଚନ ଅଧିକାରୀ ସେହି ଭୋଟରଙ୍କ ଉପରେ ଭୋଟ ଦେବା ପାଇଁ ଚାପ ପକାଇ ପାରିବେ ନାହିଁ ଯେଉଁମାନେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ ମନା କରିବେ । ଯେତେବେଳେ ନିର୍ବାଚନ କମିଶନ ଯୋଗ୍ୟ ମତଦାତାଙ୍କୁ…

କେଜ୍ରିୱାଲଙ୍କ ପାଇଁ ଭଲ ଖବର, ତାଙ୍କ ବିରୁଦ୍ଧରେ ଏହି ଆବେଦନକୁ ହାଇକୋର୍ଟ କଲେ ଖାରଜ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପଦରୁ ହଟାଇବା ଲାଗି ହୋଇଥିବା ଜନହିତ ଯାଚିକା ଉପରେ ଶୁଣାଣୀ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି ଓ ଏହାସହ ଯାଚିକାକୁ ଖାରଜ କରି ଦେଇଛନ୍ତି । ଏହି…

(Video)ନିର୍ବାଚନୀ ଚିହ୍ନକୁ ସାଷ୍ଟାଙ୍ଗ ଦଣ୍ଡବତ କଲେ ଏହି ପ୍ରାର୍ଥୀ, ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ: ଭୂପତିରାଜୁ ଶ୍ରୀନିବାସ ବର୍ମା ବିଜେପିରେ ଗତ ୩୦ ବର୍ଷ ଧରି କାମ କରୁଛନ୍ତି । ଚଳିତ ବର୍ଷ ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ତାଙ୍କୁ ଆନ୍ଧ୍ରପ୍ରଦେଶ ନରସାପୁରମ୍‌ରୁ ଲୋକସଭା ଟିକେଟ ମିଳିଛି । ଟିକେଟ୍…

ବି-ଟାଉନର ସବୁଠାରୁ ଧନୀ ଷ୍ଟାରକିଡ୍ ହେବେ ରାହା, ଝିଅକୁ ରଣବୀର ଦେବେ ଏହି ବଡ ଉପହାର

ନୂଆଦିଲ୍ଲୀ:ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ କନ୍ୟା ରାହା ଜନ୍ମ ହେଉ ହେଉ ପାଲଟିଯାଇଛନ୍ତି ଷ୍ଟାର । ରାହାଙ୍କ କ୍ୟୁଟନେସ୍ ସମସ୍ତଙ୍କୁ ଆକର୍ଷିତ କରିଛି । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ କପୁର ବଂଶର ଲାଡ୍‌ଲୀ ରାହା…

ଟୋଲ୍ ପ୍ଲାଜା ରହିବନି କି ଫାଷ୍ଟଟ୍ୟାଗ ବି ରହିବନି: ଏହିପରି ହେବ ଟୋଲ୍ ସଂଗ୍ରହ, କେନ୍ଦ୍ରମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଟୋଲ୍ କଲେକ୍ସନ ସିଷ୍ଟମକୁ ନେଇ ବଡ ଘୋଷଣା କରିଛନ୍ତି । ଏକ ପୋଷ୍ଟରେ ସେ କହିଛନ୍ତି ଖୁବ୍ ଶୀଘ୍ର ଟୋଲ୍ ସିଷ୍ଟମ ଉଠିଯିବ । ନୂଆ ସାଟେଲାଇଟ୍ ବେସଡ୍ ଟୋଲ୍…

ଗୁରୁଦ୍ୱାର ଡେରା ପ୍ରମୁଖଙ୍କୁ ହତ୍ୟା, ସକାଳୁ ଦୁଇ ଅଜ୍ଞାତ ବାଇକ୍ ଆରୋହୀ ଚଳାଇଥିଲେ ଗୁଳି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଉଦ୍ଧମସିଂହ ନଗର ନାନକମତ୍ତା ଗୁରୁଦ୍ୱାରର ପ୍ରମୁଖ ବାବା ତରସେମ୍ ସିଂହଙ୍କୁ ହତ୍ୟା କରାଯାଇଛି । ବାବାଙ୍କୁ କେହି ଅଜ୍ଞାତ ବ୍ୟକ୍ତି ବାଇକ୍‌ରେ ଆସି ଗୁଳିକରି ହତ୍ୟା କରିଛି । ଆଜି ସକାଳେ ଏହି…

ତଳେ ଖସି ପଡିଲେ ଲଡ୍ଡୁ ଗୋପାଳ, ଚିକିତ୍ସା କରାଇବାକୁ ଆମ୍ବୁଲାନ୍ସରେ ଧରି ହସ୍ପିଟାଲ ପହଞ୍ଚିଲେ ଭକ୍ତ

ଶାହାଜାହନପୁର:ଉତ୍ତରପ୍ରଦେଶ ଶାହାଜାହାନପୁରରୁ ଚକିତ କରିଦେବା ଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ସରକାରୀ ଆମ୍ବୁଲାନ୍ସରେ ଭଗବାନ ଗିରିଧର ଗୋପାଲଙ୍କ ମୂର୍ତ୍ତିକୁ ଧରି ହସ୍ପିଟାଲରେ ପହଞ୍ଚିଥିଲେ । ସୁଜାନପୁର…

କେଜ୍ରିୱାଲ ମାମଲାରେ ଆମେରିକାକୁ କଡା ଜବାବ ଦେଲା ଭାରତ, ଆମେରିକା ଉପରାଜଦୂତଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପରେ ଦେଶରେ ରାଜନୈତିକ ବାତାବରଣ ଉଷ୍ମ ହୋଇଛି । ବିଭିନ୍ନ ରାଜନୈତିକ ଦଳ ଓ ନେତାଙ୍କ ପକ୍ଷରୁ ପ୍ରତିଦିନ ବିଭିନ୍ନ ପ୍ରକାର ବୟାନ ସାମ୍ନାକୁ…

ପଞ୍ଜାବରେ ଆପ୍‌କୁ ପୁଣି ଏକ ବଡ ଧକ୍କା, ବିଜେପିରେ ମିଶିଲେ ସାଂସଦ ସୁଶୀଲ ଓ ବିଧାୟକ ଶୀତଲ ଅଙ୍ଗୁରାଲ

ନୂଆଦିଲ୍ଲୀ:ଆମ ଆଦ୍‌ମୀ ପାର୍ଟି (ଆପ୍‌)କୁ ବୁଧବାର ପୁଣି ଏକ ଶକ୍ତ ଧକ୍କା ଲାଗିଛି । ପଞ୍ଜାବରେ ଦଳର ଜଳନ୍ଧର ସାଂସଦ ସୁଶୀଲ କୁମାର ରିଙ୍କୁ ଓ ଜଳନ୍ଧର ପଶ୍ଚିମ ବିଧାନସଭା ବିଧାୟକ ଶୀତଲ ଅଙ୍ଗୁରାଲ ବିଜେପିରେ ସାମିଲ…

ଗରିବଙ୍କୁ ବଣ୍ଟାଯିବ ଇଡି ଦ୍ୱାରା ଜବତ ଅର୍ଥ, ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଚାଲିଛି କାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କହିଛନ୍ତି କି ସେ ଏହା ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି କି ପଶ୍ଚିମବଙ୍ଗରେ ଗରିବଙ୍କ ଠାରୁ ଲୁଟ୍ ହୋଇଥିବା ଅର୍ଥ ଓ ଇଡି ଦ୍ୱାରା ଜବତ ଧନ ଗରିବଙ୍କୁ…