fbpx

ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ଲାଗିବନି ପ୍ରତିବନ୍ଧ; ସୁପ୍ରିମକୋର୍ଟ କହିଲେ ଅବ୍ୟବସ୍ଥା ବ୍ୟାପିଯିବ

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ପ୍ରତିବନ୍ଧ ଲଗାଇବାକୁ ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରାଯାଇଥିଲା ତାହାକୁ କୋର୍ଟ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟ ନିର୍ବାଚନ…

breaking news;ଦାମୋଦର ରାଉତ ଗୁରୁତର, ବ୍ରେନ୍ ଡେଡ୍ ହୋଇଥିବାର ସୂଚନା

ଭୁୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଗୁରୁତର ହୋଇଛନ୍ତି । ତାଙ୍କ ବ୍ରେନ୍ ଡେଡ୍ ହୋଇଥିବାର ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଏବେ ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା…

କେଜ୍ରିୱାଲଙ୍କୁ ଡରାଉଛି ଇଡିର ଗିରଫଦାରୀ ଭୟ, ନେଲେ ଏପରି ପଦକ୍ଷେପ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏବେ ଗିରଫ ହେବାର ଭୟ ଘାରିଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଲଗାତର କେଜ୍ରିୱାଲଙ୍କ ପଛରେ ପଡିଛି । ଗୋଟିଏ ପଟେ ଇଡି ବାରମ୍ବାର କେଜ୍ରିୱାଲଙ୍କୁ…

ଅଟଳ ସେତୁରୁ ଡେଇଁ ଜୀବନ ହାରିଲେ ମହିଳା ଡାକ୍ତର, ସୁଇସାଇଡ୍ ନୋଟ୍‌ରେ ଲେଖିଲେ ଏପରି କାରଣ

ଥାନେ:ମହାରାଷ୍ଟ୍ର ଥାନେ ଜିଲ୍ଲାର ଜଣେ ମହିଳା ଡାକ୍ତର ଦକ୍ଷିଣ ମୁମ୍ବାଇକୁ ନାଭି ମୁମ୍ବାଇ ସହ ଯୋଡୁଥିବା ସବୁଠାରୁ ଦୀର୍ଘ ସମୁଦ୍ର ସେତୁ ଅଟଳ ସେତୁରୁ ଡେଇଁ ଜୀବନ ହାରିଛନ୍ତି । ଏହି ଘଟଣା ଗତ ସୋମବାର ଘଟିଛି । ଥାନେ…

ଓଡ଼ିଶାରେ ୭୮୬ ଅଧ୍ୟାପକ ପଦବୀ ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ, ଏଠାରେ ସିଧା ଲିଙ୍କ୍ କରି କରନ୍ତୁ ଆବେଦନ

ଓଡ଼ିଶା ଭାସ୍କର:ଓଡ଼ିଶାରେ ଚାକିରୀ ସନ୍ଧାନରେ ଥିବା ଆଶାୟୀ ପ୍ରାର୍ଥୀଙ୍କ ଲାଗି ଆସିଲା ଖୁସି ଖବର । ରାଜ୍ୟ ଚୟନ ବୋର୍ଡ ଓଡ଼ିଶା(SSB) ପକ୍ଷରୁ ଅଣସରକାରୀ ସହାୟତାପ୍ରାପ୍ତ କଲେଜରେ ଅଧ୍ୟାପକ ପଦ ଲାଗି ଆବେଦନ ପ୍ରକ୍ରିୟା…

୫୮ ବର୍ଷରେ ସିଦ୍ଧୁ ମୁସେୱାଲାଙ୍କ ମା’ କିପରି ଦେଲେ ସନ୍ତାନ ଜନ୍ମ, କେନ୍ଦ୍ର ସରକାର ପଠାଇଲେ ନୋଟିସ୍

ନୂଆଦିଲ୍ଲୀ:ପଞ୍ଜାବୀ ଗାୟକ ସ୍ୱର୍ଗତଃ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର ୫୮ ବର୍ଷ ବୟସରେ ଗତ ୨ ଦିନ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ବହୁ ଲୋକ ଚକିତ ହୋଇ ଯାଇଥିଲେ ।…

(video)ପୁଣି ହୃଦୟ ଜିଣିଲେ ଦେଶୀ ଗାର୍ଲ, ପୁରା ପରିବାର ସହ ପାରମ୍ପରିକ ଲୁକ୍‌ରେ କଲେ ରାମଲାଲାଙ୍କ ଦର୍ଶନ

ଓଡ଼ିଶା ଭାସ୍କର: ବଲିଉଡ୍ ପରେ ହଲିଉଡ୍‌ରେ ନିଜ ପ୍ରଭାବ ବିସ୍ତାର କରିଥିବା ପ୍ରିୟଙ୍କା ଚୋପ୍ରା ବିଭିନ୍ନ କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକ୍ ଜୋନସ୍‌ଙ୍କୁ ବିବାହ ପରେ ପ୍ରିୟଙ୍କା ଆମେରିକା ସିଫ୍ଟ…

ଲିିଭର-କିଡ୍‌ନୀ ହୋଇଯିବ ଖରାପ, ମସ୍ତିଷ୍କ ଉପରେ ବି ପଡିବ ପ୍ରଭାବ, ଭେଜାଲ ଲୁଣକୁ ଏହିପରି ଚିହ୍ନନ୍ତୁ

ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ଖାଦ୍ୟପଦାର୍ଥ ଭେଜାଲ ମିଳୁଛି । ଲୁଣ ବି ଏଥିରୁ ବାଦ୍ ପଡିନାହିଁ । ତେବେ ବଜାରରେ ମିଳୁଥିବା ଭେଜାଲ ଲୁଣକୁ ଖାଲି ଆଖିରେ ଚିହ୍ନିବା ଏତେ ସହଜ ନୁହେଁ । ଲୁଣ ବିନା ଖାଦ୍ୟ ପୁରା…

(Video) ୧୫ଟଙ୍କା ପାଇଁ ହତ୍ୟା, ଗ୍ରାହକଙ୍କ ମାଡରେ ଦୋକାନୀଙ୍କ ମୃତ୍ୟୁ ଅଭିଯୋଗ

ଭୁୁବନେଶ୍ୱର:୪୦ ଟଙ୍କା ମାଗିବାରୁ ଦୋକାନୀଙ୍କୁ ହତ୍ୟା ଅଭିଯୋଗ । ବାକି ୧୫ ଟଙ୍କା ମାଗିବାରୁ ଦୋକାନୀଙ୍କୁ ପିଟିଥିଲେ ଗ୍ରାହକ । ଗ୍ରାହକଙ୍କ ମାଡରେ ଦୋକାନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଦୋକାନୀଙ୍କ ନାମ…

ସ୍ଥଗିତ ଚାଟାର୍ଡ ଆକାଉଣ୍ଟାଣ୍ଟ(CA )ପରୀକ୍ଷାର ନୂଆ ତାରିଖ ଘୋଷଣା: ଏପରି ଚେକ୍ କରନ୍ତୁ ସେଡ୍ୟୁଲ

ନୂଆଦିଲ୍ଲୀ: ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୪ ପରେ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷା (CA) କୁ ମଧ୍ୟ ସ୍ଥଗିତ କରି ଦିଆଯାଇଛି । ଇନଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉଣ୍ଟାଣ୍ଟସ୍…