fbpx

IPL-2024; ICCର ଏହି ନିୟମକୁ ମାନିବନି BCCI: ଫିଲ୍ଡିଙ୍ଗ ଟିମକୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ଆଇପିଏଲ-୨୦୨୪ । ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ ।…

ଏ କି ବିଡ଼ମ୍ବନା! ନିଜ ପାର୍ଟିକୁ ଭୋଟ୍ ଦେଇ ପାରିବେ ନାହିଁ ସୋନିଆ-ରାହୁଲ ଗାନ୍ଧୀ! ଦିଲ୍ଲୀ ରାଜନୀତିରେ ନୂଆ ମୋଡ଼

ନୂଆଦିଲ୍ଲୀ: ରାଜନୀତିରେ କଂଗ୍ରେସ ନିଜ ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଛି । କିନ୍ତୁ ସମସ୍ୟା ଦଳର ପିଛା ଛାଡ଼ୁନି । ବର୍ତ୍ତମାନ ଦିଲ୍ଲୀର ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ବଦଳିଯାଇଛି । ଯାହା ଫଳରେ ନିର୍ବାଚନରେ…

ନବଜୋତ ସିଦ୍ଧୁ-ଆକାଶ ଚୋପ୍ରା, ରବି ଶାସ୍ତ୍ରୀ…. ଏଥର IPLରେ ଶୁଭିବ ଏହି ଯାଦୁଗରୀ କମେଣ୍ଟ୍ରି

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ପୁଣିଥରେ କମେଣ୍ଟ୍ରି ପ୍ୟାନେଲକୁ କମବ୍ୟାକ କରୁଛନ୍ତି ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ । ଆଇପିଏଲ-୨୦୨୪ରୁ ପୁଣିଥରେ କମେଣ୍ଟ୍ରି ବକ୍ସରେ ସିଦ୍ଧୁ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ…

ଭିସୁଟ କଲେଜରେ Western Dress ଉପରେ କଟକଣା: କୁଳପତିଙ୍କ କଡ଼ା ନୋଟିସ

ସମ୍ବଲପୁର: ସମ୍ବଲପୁରର ଭିସୁଟ କଲେଜରେ ଜାରି ହୋଇଛି କଡ଼ା ନୋଟିସ । ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ନୂଆ ନିୟମ । ଏଣିକି ଆଧୁନିକ ପୋଷାକ ପିନ୍ଧି କଲେଜ ଆସିବାକୁ ଶିକ୍ଷାନୁଷ୍ଠାନ ତରଫରୁ ବାରଣ କରାଯାଇଛି । ଏ ନେଇ…

ଏଥର ମୁଖ୍ୟମନ୍ତ୍ରୀ ପଦରେ ବସିବେ ଅନୀଲ କପୁର? ‘ନାୟକ’ରୁ ମିଳିପାରେ ବଡ଼ ସୁଯୋଗ

ମୁମ୍ବାଇ: ନିକଟରେ ବଲିଉଡ ଜଗତରେ ସୁନ୍ଦର ପ୍ରଦର୍ଶନ କରିଛି 'ଆନିମଲ' ଏବଂ 'ଫାଇଟର' ଭଳି ସିନେମା । ଉଭୟ ଚଳଚ୍ଚିତ୍ରରେ ଭେଟେରାନ ଆକ୍ଟର ଅନୀଲ କପୁରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ତେଣୁ ଅନୀଲଙ୍କ ଫ୍ରଶଂସକ ଏବେ…

Gujarat Titansକୁ ମିଳିଲେ ଶାମୀଙ୍କ ବିକଳ୍ପ ଖେଳାଳି: ମୁମ୍ବାଇରେ ସାମିଲ ହେଲେ ୧୭ ବର୍ଷୀୟ କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରୁ ବାଦ୍ ପଡ଼ିଛନ୍ତି ଗୁଜୁରାଟ ଟାଇଟନ୍ସର ଷ୍ଟାର ବୋଲର ମହମ୍ମଦ ଶାମୀ । ଆହତ ସମସ୍ୟାରେ ସର୍ଜରୀ ଯୋଗୁଁ ସେ ଆଇପିଏଲରେ ସାମିଲ ହୋଇପାରିବେ ନାହିଁ । ତେଣୁ ତାଙ୍କ ସ୍ଥାନରେ ଗୁଜୁରାଟ ଟାଇଟନ୍ସ…

କେବେ ଆରମ୍ଭ ହେବ ଅମରନାଥ ଯାତ୍ରା? ୪୫ ଦିନ ପାଇଁ ମିଳିବ ବାବାଙ୍କ ଦର୍ଶନ

ନୂଆଦିଲ୍ଲୀ: ଚଳିତବର୍ଷ ଜୁନ୍ ୨୯ ତାରିଖରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଏଥର ମୋଟ ୪୫ ଦିନ ପର୍ଯ୍ୟନ୍ତ ବାବାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଅର୍ଥାତ୍ ଅଗଷ୍ଟ ୧୯ ତାରିଖରେ ଏହି ଯାତ୍ରା ଶେଷ ହେବ । ଚଳିତବର୍ଷ…

ରାତି ଅଧିଆ ଚଢାଉରେ ଫସିଗଲେ ଶିକାରୀ: ବନ୍ଧୁକ ସହ ୬ ଜଣଙ୍କୁ ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଅଚାନକ ରାତି ଅଧରେ ଚଢାଉ କରିଛି ପୋଲିସ । ସ୍ଥାନୀୟ ବାହାବନ୍ଧ ନିକଟ ଡେଉଁଚଖାଲ ଗାଁରେ ପୋଲିସର ଏହି ଚଢାଉ କରାଯାଇଛି । ନୀଳଗିରି ପୋଲିସ ଏବଂ ବନ ବିଭାଗର ଏହି ମିଳିତ ଚଢାଉରେ ୬…

MS Dhoniଙ୍କୁ ମିଳିଛି ବଡ଼ ଧୋକା! କୋର୍ଟଙ୍କ ରାୟ ପରେ ମାମଲାରେ ନୂଆ ମୋଡ଼

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ସହ ବିଶ୍ୱାସଘାତକତା ମାମଲାରେ ରାଞ୍ଚି ସିଭିଲ କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଧୋନୀଙ୍କ ପୂର୍ବ ସାଥୀ ଖେଳାଳି ମିହିର ଦିବାକର, ସୌମ୍ୟା ଦାସ ଏବଂ ଆରକା…

ଆଜି ବି ବର୍ଷାରେ ଭିଜିବ ସାରା ଓଡ଼ିଶା? ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଭୁବନେଶ୍ୱର: ଦେଶର ଅଧିକାଂଶ ଅଞ୍ଚଳରେ ବର୍ତ୍ତମାନ ରବି ଫସଲ କଟା ଚାଲିଛି । କିନ୍ତୁ ଅନ୍ୟ ପକ୍ଷରେ ଅଦିନିଆ ବର୍ଷା କୃଷକଙ୍କ ସହ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ସମସ୍ୟା ବଢାଇ ଦେଇଛି । ଓଡ଼ିଶା ଏବଂ ବିହାର ସମେତ…