fbpx

ସୂର୍ଯ୍ୟକୁମାରଙ୍କ IPL ଖେଳିବା ନେଇ ବଢିଲା ଆଶଙ୍କା: ହାର୍ଦ୍ଦିକ ସେନାକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପ୍ରତ୍ୟେକ ଦଳ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ଏହାମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାମ୍ପରେ ଯୋଗ…

ଏଣିକି ୨୫ ଦିନ ଛୁଟିରେ ରହିପାରିବେ ମହିଳା କର୍ମଚାରୀ: ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର: ମହିଳା ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାର୍ଷିକ ସାମୟିକ ଛୁଟିରେ ମହିଳା କର୍ମଚାରୀଙ୍କୁ ଅଧିକ ୧୦ ଦିନ ଛୁଟି ଦେବା ପାଇଁ ଘୋଷଣା କରିଛନ୍ତି…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମନୋହରଲାଲ ଖଟ୍ଟର: ନିଜ ଶକ୍ତିରେ ନିର୍ବାଚନ ଲଢିବ ବିଜେପି

ନୂଆଦିଲ୍ଲୀ: ରାଜ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ବିଧାୟକ ଦଳର ମିଟିଙ୍ଗ ପରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ହରିୟାଣାରେ ନିଜ ଶକ୍ତି ବଳରେ ହିଁ…

ଖୁସି ଖବର, GSTରେ ମିଳିବ ୫୦ ପ୍ରତିଶତ ରିହାତି: କେବେ ଲାଗୁ ହେବ ନୂଆ ନିୟମ?

ନୂଆଦିଲ୍ଲୀ: ଗଣପର୍ବ ହୋଲି ପୂର୍ବରୁ କେନ୍ଦ୍ର ସରକାର ଏକ ଉପହାର ଭେଟି ଦେଇଛନ୍ତି । ଅର୍ଦ୍ଧସୈନିକ ବଳ(CAPF)ର ଯବାନ୍ ମାନଙ୍କ ପାଇଁ ଜିଏସଟିରେ ୫୦% ରିହାତି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସିଏପିଏଫର…

T-20 World Cupରୁ ବାଦ୍ ପଡ଼ିବେ ମହମ୍ମଦ ଶାମୀ: ଟିମ ଇଣ୍ଡିଆକୁ ଶକ୍ତ ଝଟକା

ନୂଆଦିଲ୍ଲୀ: ମହମ୍ମଦ ଶାମୀଙ୍କୁ ନେଇ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ଟି-୨୦ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିପାରେ ଶକ୍ତ ଝଟକା । ଆସନ୍ତା ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିବେ ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ…

Big Breaking; ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍: ପୁରୀ-ବିଶାଖାପାଟଣାକୁ ଯୋଡ଼ିବ ଟ୍ରେନ

ଭୁବନେଶ୍ୱର: ଓଡ଼ିଶା ପାଇଁ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀକ୍ଷେତ୍ର ପୁରୀ-ବିଶାଖାପାଟଣାକୁ ସଂଯୋଗ କରିବ ଏହି ବନ୍ଦେ ଭାରତ ଟ୍ରେନ । ଖୋର୍ଦ୍ଧା ରୋଡ,…

T-20 ବିଶ୍ୱକପରେ ଦଳକୁ ମିଳିବେ ନୂଆ ଅଧିନାୟକ: ଏହି ଖେଳାଳି ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ଆଗକୁ ଆସୁଛି ଟି-୨୦ ବିଶ୍ୱକପ । ଆଇପିଏଲ-୨୦୨୪ ଶେଷ ହେବା ପରେ ୟୁଏସଏ ଏବଂ ୱେଷ୍ଟଇଣ୍ଡିଜରେ ଏହି ଟି-୨୦ ମେଗା ଇଭେଣ୍ଟ ଖେଳାଯିବାର ସୂଚୀ ରହିଛି । ତେବେ ଏହି ବିଶ୍ୱକପରେ ନୂଆ ଅଧିନାୟକଙ୍କ ସହ ମଇଦାନକୁ…

ଆଜି ଶେଷ ସମୟ, ଦାଖଲ କରିବାକୁ ହେବ ‘ନିର୍ବାଚନୀ ବଣ୍ଡ’ ତଥ୍ୟ: ଷ୍ଟେଟ ବ୍ୟାଙ୍କକୁ ‘ସୁପ୍ରିମ’ ନିର୍ଦ୍ଦେଶ

ନୂଆଦିଲ୍ଲୀ: 'ନିର୍ବାଚନୀ ବଣ୍ଡ'କୁ ନେଇ ଷ୍ଟେଟ ବ୍ୟାଙ୍କକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଆଜି ସନ୍ଧ୍ୟା ୫ଟା ସୁଦ୍ଧା 'ନିର୍ବାଚନୀ ବଣ୍ଡ'ର ସମସ୍ତ ତଥ୍ୟ ଦାଖଲ କରିବାକୁ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ…

Indian Armyର ଶକ୍ତି ଦେଖାଇବ ‘ଭାରତ ଶକ୍ତି’: ପୋଖରାନରେ ଯୁଦ୍ଧାଭ୍ୟାସ ଦେଖିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସାମରିକ ଦୃଷ୍ଟିରୁ ଭାରତକୁ ଆତ୍ମନିର୍ଭର କରାଇବା ପାଇଁ ମୋଦୀ ସରକାର ତତ୍ପର ରହିଛନ୍ତି । ସେନାର ଶକ୍ତି ତଥା ଆତ୍ମବିଶ୍ୱାସକୁ ଉଚ୍ଚ ସ୍ତରରେ ପହଞ୍ଚାଇବାରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା…

11kv ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବରଯାତ୍ରୀ ଗାଡ଼ି: ୬ ଯାତ୍ରୀ ଜୀବନ୍ତ ଦଗ୍ଧ, ବଢିପାରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ମରଦହ ଅଞ୍ଚଳର ମହାହରଦାମ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ବରଯାତ୍ରୀ ଯିବା ସମୟରେ ଏକ ମିନି ବସ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସମ୍ପୂର୍ଣ୍ଣ ଜଳି ଯାଇଛି । ୧୧ ହଜାର ଲାଇନ୍ ତାର ସହ ସଂସ୍ପର୍ଶରେ…