fbpx

IPL-2024କୁ ଫେରୁଛନ୍ତି ସୂର୍ଯ୍ୟକୁମାର ଯାଦବ: MI ପାଇଁ ବଡ଼ ଅପଡେଟ ଦେଲେ ଷ୍ଟାର ବ୍ୟାଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ବଡ଼ ଅପଡେଟ ଦେଇଛନ୍ତି ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ଟିମ ଇଣ୍ଡିଆ ତଥା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ନିଜ…

(Video) ଉଡ଼ନ୍ତା ପ୍ଲେନ ଉପରେ ଖସିଲା ବିଜୁଳି: ପ୍ରକୃତିର ତାଣ୍ଡବରେ ଏମିତି ରହିଲା ପରିଣାମ

ନୂଆଦିଲ୍ଲୀ: ଅନେକ ସମୟରେ ପ୍ରକୃତି ଏମିତି ତାଣ୍ଡବ ରଚିଯାଏ, ଯାହାକୁ କଳ୍ପନା କରିବା ପାଇଁ ବି ସାହସ ହୋଇ ନଥାଏ । ଠିକ୍ ସେହିଭଳି ଏକ ଘଟଣା ଏବେ କ୍ୟାମେରାରେ କଏଦ ହୋଇଛି । ଯାହାକୁ ହୁଏତ ଅନେକ ଲୋକ ବିଶ୍ୱାସ ବି କରି ନ…

Big Breaking… ୧୫ ଦିନ ସାମୟିକ ଛୁଟିକୁ ମଞ୍ଜୁରୀ: ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି କର୍ମଚାରୀଙ୍କୁ ବାର୍ଷିକ ୧୫ ଦିନର ସାମୟିକ ଛୁଟିକୁ ସରକାର ମଞ୍ଜୁରୀ ପ୍ରଦାନ…

(Video) ୨ ଦିନ ପର୍ଯ୍ୟନ୍ତ ମିଳିବନି ପେଟ୍ରୋଲ-ଡିଜେଲ: ଏବେ ହିଁ ଭରି ନିଅନ୍ତୁ ଗାଡ଼ିର ଟ୍ୟାଙ୍କ

ନୂଆଦିଲ୍ଲୀ: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଆସୋସିଏସନ୍ ପକ୍ଷରୁ ହଡ଼ତାଳ ଆରମ୍ଭ ହୋଇଯାଇଛି । ଯାହା ଫଳରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ଏବଂ ଗାଡ଼ି ଚାଳକ ପେଟ୍ରୋଲ ପାଇଁ ଅସୁବିଧାର…

Don’t Panic Bengaluru… ସହରରେ ଯଥେଷ୍ଟ ପାଣି ମହଜୁଦ ରହିଛି, ଜୁଲାଇ ପର୍ଯ୍ୟନ୍ତ ହେବନି ସମସ୍ୟା

ବେଙ୍ଗଲୁରୁ: କର୍ଣ୍ଣାଟକର ବେଙ୍ଗଲୁରୁ ସହରରେ ଜଳ ସଂକଟକୁ ନେଇ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାମଧ୍ୟରେ ବେଙ୍ଗଲୁରୁ ୱାଟର ସପ୍ଲାଏ ଆଣ୍ଡ ସ୍ୱେରେଜ ବୋର୍ଡ(BWSSB) ପକ୍ଷରୁ ଏକ ବଡ଼ ବୟାନ ଜାରି…

ରାଜନୀତି ଦୁନିଆରେ ଡେବ୍ୟୁ କରିବେ ଶାମୀ! ନିର୍ବାଚନରେ ବିଜେପି ଦେଇପାରେ ପ୍ରାର୍ଥି ଟିକେଟ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଏହି ନିର୍ବାଚନ ଜରିଆରେ ଭାରତୀୟ ଜନତା ପାର୍ଟି ତରଫରୁ ସେ ଡେବ୍ୟୁ କରିପାରନ୍ତି ବୋଲି ଅନୁମାନ କରାଯାଉଛି…

WTC ଟେଷ୍ଟ ମାନ୍ୟତାରେ ଭାରତର ରାଜୁତି: ଇଂଲଣ୍ଡକୁ ହରାଇ ଶୀର୍ଷରେ ରୋହିତ ସେନା

ନୂଆଦିଲ୍ଲୀ: ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏଥିସହିତ ଭାରତ ଟେଷ୍ଟ ସିରିଜକୁ ୪-୧ରେ କବଜା କରିଛି । ତେବେ ଏହି ବିଜୟ ସହ ଭାରତୀୟ ଦଳକୁ ଆହୁରି ୨ଟି ଉପହାର ମଧ୍ୟ ମିଳିଛି ।…

ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥି ଘୋଷଣା କରିବ ବିଜେପି! ତାଲିକାରେ ୧୫୦ ଆଶାୟୀଙ୍କ ନାମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏବେ ନିଜ ଗଡ଼ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ଏହି ଦୌଡ଼ରେ ବିଜେପି ଖୁବ ଆଗରେ ରହିଛି । ପ୍ରଥମ ପର୍ଯ୍ୟାୟରେ ୧୯୫ ଆସନ ପାଇଁ ପ୍ରାର୍ଥି ଘୋଷଣା କରିଛି ଭାରତୀୟ…

ରିସର୍ଚ୍ଚରୁ ଖୁଲାସା; Bread ଖାଇଲେ ହୋଇପାରେ କ୍ୟାନ୍ସର! ଏବେଠୁ ହୋଇଯାଆନ୍ତୁ ସାବଧାନ୍

ଓଡ଼ିଶା ଭାସ୍କର: ଅଧିକାଂଶ ଲୋକେ ସକାଳ ଜଳଖିଆରେ ବ୍ରେଡ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଯଦି ଆପଣ ବି ବ୍ରେଡ ଖାଇବା ପାଇଁ ଭଲ ପାଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ୍ । କାଣ ବ୍ରେଡ ଖାଇବା କ୍ୟାନ୍ସର ଭଳି ରୋଗର କାରଣ…

ବଡ଼ ଖବର… ଶ୍ରୀମନ୍ଦିର ପରିସରରେ ଅଗ୍ନିକାଣ୍ଡ: ବଡ଼ ଦେଉଳରେ ବାରମ୍ବାର ଘଟୁଛି ଅଘଟଣ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଅଗ୍ନିକାଣ୍ଡ ଘଟିଛି । ବଡ଼ ଦେଉଳ ଭିତର ବେଢାର ମା କାଳୀଙ୍କ ମନ୍ଦିରରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ସର୍ଟ ସର୍କିଟ ଯୋଗୁଁ ମନ୍ଦିରରେ ନିଆଁ ଲାଗିଥିବା…