ମୁଁ T-20 WC ଖେଳିବିନି… ବିଶ୍ୱକପ ପୂର୍ବରୁ ବଡ଼ ଘୋଷଣା କଲେ ଷ୍ଟାର ଖେଳାଳି: IPLରେ ଦମଦାର ଶତକ

ନୂଆଦିଲ୍ଲୀ: ଜୁନ୍ ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଲାଣି । ବିଶ୍ୱକପ ପାଇଁ କେଉଁ ଖେଳାଳି ସୁଯୋଗ ପାଇବେ ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି । କିନ୍ତୁ ଏହାଭିତରେ…

(Video) ମଝି ଆକାଶରେ ଦୁଇ ବିମାନ ମଧ୍ୟରେ ଧକ୍କା: ଫ୍ଲାଇଟ କ୍ରାସରେ ୧୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ନୌସେନା ପରେଡ ସମୟରେ ଦୁଇଟି ବିମାନ ମଧ୍ୟରେ ଘଟିଯାଇଛି ଏକ ଭୟଙ୍କର ଦୁର୍ଘଟଣା । ମଝି ଅକାଶରେ ଦୁର୍ଘଟଣା ଯୋଗୁଁ ଦୁଇଟି ବିମାନ କ୍ରାସ ହୋଇଥିବା ଜଣାଯାଇଛି । ତେବେ ଏହି ଦୁର୍ଘଟଣାରେ ୧୦ଜଣରୁ ଅଧିକ ଯାତ୍ରୀ…

Defenceରେ କେତେ ଖର୍ଚ୍ଚ କରୁଛି ଭାରତ? ଚୀନ ରହିଛି ଖୁବ ଆଗରେ… ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

ଓଡ଼ିଶା ଭାସ୍କର: ବର୍ତ୍ତମାନ ବିଶ୍ୱର ବିଭିନ୍ନ ରାଷ୍ଟ୍ର ନିଜ ସୈନ୍ୟବଳକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି । ପ୍ରାୟ ସମସ୍ତ ଦେଶ ଡିଫେନ୍ସ ଉପରେ ହେଉଥିବା ଖର୍ଚ୍ଚର ପରିମାଣକୁ ବୃଦ୍ଧି କରିବାରେ ଲାଗିଛି ।…

Breaking News; ପୁଣି ତାଣ୍ଡବ କରିବ କାଳବୈଶାଖୀ, ୧୫ ଜିଲ୍ଲାକୁ ହାଇ ଆଲର୍ଟ ଜାରି

ଭୁବନେଶ୍ୱର: ଆଜିଠାରୁ ଓଡ଼ିଶାରେ ଦେଖାଦେବ କାଳବୈଶାଖୀର ପ୍ରଭାବ । ଏହା ବିଶେଷ କରି ରାଜ୍ୟର ପଶ୍ଚମ ଓ ଦକ୍ଷିଣ ପଟେ ହେବାର ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ: ଦେଉଳ ଭିତରେ ରକ୍ତଛିଟା ପଡ଼ିବାରୁ ବଡ଼ ମହାସ୍ନାନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ କରାଯାଇଛି । ମନ୍ଦିର ଭିତରେ ଭକ୍ତଙ୍କ ରକ୍ତଛିଟା ପଡ଼ିବାରୁ ପ୍ରଭୁଙ୍କୁ ମହାସ୍ନାନ କରାଯାଇଛି । ଭିତରକାଠ ନିକଟରେ କେହି ଭକ୍ତ ଆହତ ହେବାରୁ ନିକଟରେ ରକ୍ତଛିଟା…

(Video) ଇତିହାସ ଲେଖିଲେ ୟୁଜବେନ୍ଦ୍ର ଚହଲ: IPLରେ ହାସଲ କଲେ ‘Double Centrury’

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଏବେ ୟୁଜବେନ୍ଦ୍ର ଚହଲଙ୍କ ପାଇଁ ଏକ ଇତିହାସର ମୁକସାକ୍ଷୀ ପାଲଟିଛି । ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି ରଜସ୍ଥାନର ଷ୍ଟାର ବୋଲର…

(Video) ଟିକେଟ ନ ମିଳିଲା ନାହିଁ… ଶ୍ରୀମୟୀଙ୍କୁ ଗୁରୁଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ: ଦଳରେ ରହି କରିବେ ଏହି କାର୍ଯ୍ୟ

ଓଡ଼ିଶା ଭାସ୍କର: ବିଜୁ ଜନତା ଦଳର ଖୁବ ଲୋକପ୍ରିୟ ଚେହେରା, ଶ୍ରୀମୟୀ ମିଶ୍ରଙ୍କ ଭୂମିକା ଏବେ ଖୁବ ଚର୍ଚ୍ଚାରେ । ଦିନେ ଲୋକସଭା ସାଂସଦ ପ୍ରାର୍ଥୀ ଭାବରେ ଦଳର ଅନ୍ୟ ନେତାମାନଙ୍କ ଅପେକ୍ଷା ଖୁବ ଆଗରେ ତାଙ୍କ ନାମ ରହିଥିଲା…

ଭୁପଷ୍ଠରୁ କେତେ କିଲୋମିଟର ଉଚ୍ଚତାରେ ଉଡ଼େ ବିମାନ? ଜାଣନ୍ତୁ କାହିଁକି ରହିଥାଏ ଏହି ଦୂରତା

ଓଡ଼ିଶା ଭାସ୍କର: ବିମାନ ଚଳାଚଳ ମନ୍ତ୍ରାଳୟ ଅନୁସାରେ ଭାରତରେ ଦୈନିକ ପ୍ରାୟ ୬ ହଜାରରୁ ଅଧିକ ବିମାନ ଚଳାଚଳ ହେଉଛି । ଏକକାଳୀନ ୩ ହଜାର ୬୧ ବିମାନ ପ୍ରସ୍ଥାନ କରୁଥିବା ବେଳେ , ୩ ହଜାର ୫୮ ବିମାନ ଦେଶ ଭିତରକୁ ଆସିଥାଏ ।…

T-20 WCରୁ ବାଦ୍ ପଡ଼ିବେ ହାର୍ଦ୍ଦିକ ପାଣ୍ଡ୍ୟା? ରାହୁଲଙ୍କୁ ବି ସୁଯୋଗ ଦେଇ ନପାରେ ବୋର୍ଡ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆସନ୍ତା ଜୁନରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଅପେକ୍ଷା କରି ରହିଛନ୍ତି ସମସ୍ତ କ୍ରିକେଟପ୍ରେମୀ । ତେବେ ମେ’୧ ତାରିଖ ସୁଦ୍ଧା ସମସ୍ତ ଦେଶକୁ ନିଜ ଦଳ ଘୋଷଣା କରିବାର ଶେଷ ତାରିଖ ଦିଆଯାଇଛି । ତେବେ…

ବନବାସୀ କଲ୍ୟାଣ ଆଶ୍ରମରେ ଚିତ୍ରାଙ୍କନ ପ୍ରତିଯୋଗିତା: ଖୋଜା ଚାଲିଛି ନୂଆ ପ୍ରତିଭା

ଭୁବନେଶ୍ୱର: ରସୁଲଗଡ଼ ସ୍ଥିତ ବନବାସୀ କଲ୍ୟାଣ ଆଶ୍ରମ ଠାରେ ଚିତ୍ରାଙ୍କନ ପ୍ରତିଯୋଗିତ। ଅନୁଷ୍ଠିତ ହୋଇଯାଇଛି । ନୂଆ ପ୍ରତିଭା ଅନ୍ୱେଷଣରେ ଏହି ସ୍ଵତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ…