UPI ପେମେଣ୍ଟ କରୁଥିଲେ ସାବଧାନ୍! ଟଙ୍କା ପଠାଇବା ପୂର୍ବରୁ ମନେ ରଖନ୍ତୁ ଏହି ୫ଟି କଥା
ଓଡିଶା ଭାସ୍କର: ଆଜିର ଦିନରେ ୟୁପିଆଇ ବା ଡିଜିଟାଲ ପେମେଣ୍ଟ ଚାହିଦା ଅନେକ ମାତ୍ରାରେ ବଢ଼ିବାରେ ଲାଗିଛି। ଶିକ୍ଷାଗତ ଯୋଗ୍ୟତା ନ ଥିଲେ ମଧ୍ୟ ସମସ୍ତେ ୟୁପିଆଇ ବ୍ୟବହାର କରୁଛନ୍ତି। କାରଣ ସଉଦା କିଣିବା ଦୋକନ ହେଉ…