କିଏ ନେବେ ଅଶ୍ୱୀନଙ୍କ ସ୍ଥାନ? ତୃତୀୟ ଟେଷ୍ଟ ଅଧାରୁ ଘରକୁ ଫେରିଲେ ଭେଟେରାନ ସ୍ପିନର

ନୂଆଦିଲ୍ଲୀ: ତୃତୀୟ ଟେଷ୍ଟ ଅଧାରୁ ଟିମ ଇଣ୍ଡିଆକୁ ଏଣ୍ଟ୍ରି କରିଛନ୍ତି ଷ୍ଟାର କ୍ରିକେଟର । ଦଳର ଭେଯେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ମ୍ୟାଚ ମଝିରେ ଘରକୁ ଫେରିଛନ୍ତି । ଅଶ୍ୱୀନଙ୍କ ମା' ଅୁସ୍ଥ ଥିବାବେଳେ ତାଙ୍କୁ…

ଦଶମ, ITI ପିଲାଙ୍କୁ BSFରେ ମିଳିବ ଚାକିରି: ୬୯,୦୦୦ ପର୍ଯ୍ୟନ୍ତ ଦରମା

ନୂଆଦିଲ୍ଲୀ: ଦଶମ କିମ୍ବା ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭାରତୀୟ ସୀମା ସୁରକ୍ଷା ବଳ(BSF)ରେ ସାମିଲ ହେବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏଥିପାଇଁ…

PayTM ପେମେଣ୍ଟସ ବ୍ୟାଙ୍କରୁ କପିରି ଡିଲିଟ ହେବ FasTag Account? ଜାଣି ରଖନ୍ତୁ ପ୍ରସେସ୍

ଓଡ଼ିଶା ଭାସ୍କର: ଟୋଲ ପ୍ଲାଜାରେ ପୈଠ କରିବା ପାଇଁ ପେଟିଏମ ଫାଷ୍ଟାଗ୍ ସୁବିଧା ଖୁବ ସହାୟକ ହୋଇଥାଏ । କିନ୍ତୁ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଦ୍ୱାରା ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ଲାଗୁ ହୋଇଥିବା ବ୍ୟାନ୍ ଆଦେଶ…

ମାହାଲ ମାଣ୍ଡା ପରେ ସନ୍ନି ଲିଓନି… ପୋଲିସ ଭର୍ତ୍ତି ପରୀକ୍ଷା ଆଡମିଟ କାର୍ଡର ଫଟୋ ଭାଇରାଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କନଷ୍ଟେବଳ ପାଇଁ ୬୦,୨୪୪ ପଦରେ ନିଯୁକ୍ତି ପାଇଁ ୨ ଦିନିଆ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୮ ଲକ୍ଷରୁ ଅଧିକ ଆଶାୟୀ ପ୍ରାର୍ଥି ପରୀକ୍ଷା ଦେଉଛନ୍ତି । ଆଜି ପ୍ରଥମ ଦିନରେ ଅନେକ…

ଶ୍ରୀମନ୍ଦିରରେ ଲୁଚିଛି ଏହିସବୁ ରହସ୍ୟ: ଜାଣନ୍ତୁ ପୁରୀ ଜଗନ୍ନାଥ ମନ୍ଦିରର ଅଲୌକିକ କାହାଣୀ

ଓଡ଼ିଶା ଭାସ୍କର: ଭାରତର ସବୁଠାରୁ ‘ରହସ୍ୟମୟୀ’ ମନ୍ଦିର ଭିତରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନ୍ୟତମ । ହଜାର ହଜାର ବର୍ଷ ପୁରୁଣା ଏହି ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଛି । ଏହି ମନ୍ଦିର ସହ ଜଡ଼ିତ ଇତିହାସ ମଧ୍ୟ ଖୁବ…

Breaking; କୃଷକ ସାଥୀଙ୍କୁ ମିଳିବ ୧୮ ହଜାର ଟଙ୍କା: ସହାୟତା ରାଶିରେ ବୃଦ୍ଧି କଲେ ସରକାର

ଭୁବନେଶ୍ୱର: କୃଷକ ସାଥୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି କୃଷକ ସାଥୀଙ୍କ ସହାୟତା ରାଶିରେ ବୃଦ୍ଧି ହେବା ନେଇ ସରକାର ଘୋଷଣା କରିଛନ୍ତି । କୃଷକ ସାଥୀମାନଙ୍କ ସହାୟତା ରାଶି ବାବଦରେ…

(Video) ସଂକଟରେ ‘ଶତକବୀର’ ଜଏସ୍ୱାଲ! ଶତକ ପରେ ମଇଦାନ ଛାଡ଼ି ଫେରିଗଲେ ଯଶସ୍ୱୀ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଦମଦାର ଶତକ ଅର୍ଜନ କରିଛନ୍ତି ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ । ୧୨୨ ବଲରୁ ୯ଟି ଚୌକା ଏବଂ ୫ଟି ଛକା ସହ ଟେଷ୍ଟ କ୍ୟାରିୟରର ତୃତୀୟ ଶତକ ନିଜ ନାମରେ କରିଛନ୍ତି…

Big Breaking; ମାଟ୍ରିକ ପରୀକ୍ଷାର୍ଥିଙ୍କ ଉପରେ ନଜର ରଖିବ CCTV: ସବୁ ସେଣ୍ଟରରେ ଲାଗିବ AI ଆଧାରିତ କ୍ୟାମେରା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ମାଟ୍ରିକ ପିଲାଙ୍କ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ ନିଜର ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ପ୍ରସ୍ତୁତ ହୋଇଛି । ତେବେ ଏଥର…

(Video) ଇସ୍ରୋକୁ ଆଉ ଏକ ବଡ଼ ସଫଳତା: ଡିଜାଷ୍ଟର ୱାର୍ଣ୍ଣିଙ୍ଗ ସାଟେଲାଇଟ INSAT-3DSର ଲଞ୍ଚ୍ ସଫଳ

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ଆଉ ଏକ ବଡ଼ ସଫଳତା ହାସଲ କରିଛି ଇସ୍ରୋ । ଜିଓସିନକ୍ରୋନସ ଲଞ୍ଚ୍ ଭେହିକିଲ (GSLV) ରକେଟରୁ ଇନସେଟ-୩ଡିଏସ ମୌସୂମୀ ସାଟେଲାଇଟକୁ ପ୍ରକ୍ଷେପଣ କରିବାରେ ସଫଳତା ହାସଲ କରିଛି ଭାରତର ଅନ୍ତରୀକ୍ଷ…

Badminton Asia Team Championships; ଇତିହାସ ରଚିଲା ଭାରତୀୟ ମହିଳା ଦଳ: ପ୍ରଥମ ଥର ଫାଇନାଲରେ ଏଣ୍ଟ୍ରି

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଇତିହାସରେ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଛନ୍ତି ଦେଶର ନାରୀଶକ୍ତି । ଇତିହାସରେ ପ୍ରଥମ ଥର ପାଇଁ ବ୍ୟାଡମିଣ୍ଟନ ଏସିଆ ଟିମ ଚମ୍ପିଆନସିପ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଟିମ…