fbpx

ଟ୍ରେନରେ ସବୁଠୁ ଅଧିକ କ’ଣ ଚୋରି ହୁଏ? ଏହି ଦାମୀ ଜିନିଷକୁ କିପରି ଚୋରି ହେବାରୁ ବଞ୍ଚାଇବେ…

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ଏବେ ସାଧାରଣ କଥା ହୋଇଯାଇଛି । କିନ୍ତୁ ଟ୍ରେନରେ ଯାତ୍ରା କରିବା ବେଳେ ଚୋରି ସମସ୍ୟା ବୃଦ୍ଧି ପାଇବାରେ ପାଇବାରେ ଲାଗିଛି । ଅନେକ ସମୟରେ ଯାତ୍ରୀମାନଙ୍କର କିଛି ଦାମୀ ଜିନିଷ ଚୋରି…

(Video) ଚନ୍ଦ୍ରପୃଷ୍ଠରେ ‘ବିକ୍ରମ-ପ୍ରଜ୍ଞାନ’କୁ ଦେଖିବେ ସାଧାରଣ ଲୋକେ: ଏହି ଚଷମା ଦେଖାଇବ ମାମୁଁଘର ଇଲାକା

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଘୋଟି ଆସୁଛି କଳା ଅନ୍ଧାର । ଆଉ କେଇଟା ଘଣ୍ଟା ଭିତରେ ଜହ୍ନ ରାଇଜରେ କିଟି କିଟି ଅନ୍ଧାର ହୋଇଯିବ । ଏହାପରେ ସେଠାରେ ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନକୁ ଦେଖିବା ପାଇଁ କାଠିକର ପାଠ…

ଏହି ପିଲାମାନଙ୍କୁ ସ୍କୁଲ ପଠାଇବା ବି ଏକ ଅପରାଧ: ପିତାମାତାଙ୍କୁ ହାଇକୋର୍ଟଙ୍କ ଚେତାବନୀ

ଅହମ୍ମଦାବାଦ: ପିଲାମାନଙ୍କ ପାଠପଢା ଏବଂ ସ୍କୁଲ ଯିବାକୁ ନେଇ କଡ଼ା ନିର୍ଦ୍ଦେଶ ନେଇଛନ୍ତି ହାଇକୋର୍ଟ । ଏଣିକି ଏହି ପିଲାମାନଙ୍କୁ ସ୍କୁଲ ପଠାଇବା ବି ପିତାମାତାଙ୍କ ଦ୍ୱାରା ହେଉଥିବା ଅପରାଧ ଭାବରେ ଗଣାଯିବ । ତେବେ ବୟସ…

(Video) କୁଆଡ଼େ ଗଲେ ‘ମାନ୍ୟବର’? ଆଜି ଜନ୍ମାଷ୍ଟମୀ, କିନ୍ତୁ ଆଶ୍ରମରେ ନାହାନ୍ତି ବାବା ସାରଥୀ

କେନ୍ଦ୍ରାପଡ଼ା: ଦିନେ ଘଣ୍ଟ-ଘଣ୍ଟା ଭଜନ କୀର୍ତ୍ତନରେ କମ୍ପି ଉଠୁଥିଲା ବାବା ସାରଥୀଙ୍କ ବାରିମୂଳ ଆଶ୍ରମ । କିନ୍ତୁ ଆଜି ଏହି ଆଶ୍ରମ ଖାଁ ଖାଁ ମନେ ହେଉଛି । ଦିନେ ଯେଉଁଠି ଧୂମଧାମରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା…

ଏହି ମନ୍ଦିରକୁ ଗଲେ ଭକ୍ତ ହୋଇଯାଏ କୋଟିପତି: ପ୍ରସାଦ ବଦଳରେ ମିଳିବ ଟଙ୍କା ସୁନା ଅଳଙ୍କାର

ନୂଆଦିଲ୍ଲୀ: ମନ୍ଦିର ଏମିତି ଏକ ପବିତ୍ର ସ୍ଥାନ ଯେଉଁଠିକୁ ଭକ୍ତମାନେ ଭଗବାନଙ୍କୁ ପ୍ରାର୍ଥନା କରିବା ସହ ଭଗବାନଙ୍କର ପ୍ରସାଦ ପାଇ ଆତମତୃପ୍ତି କରିଥାଆନ୍ତି । ପ୍ରତ୍ୟକ ମନ୍ଦିରରେ ହିଁ ଭୋଗ ଅକାରରେ ପ୍ରସାଦ ମିଳିଥାଏ,…

ଚିହ୍ନାଇ ଦେଲା NASA: ଚନ୍ଦ୍ରମାର ଏହି ଜାଗାରେ Land କରିଥିଲା ଭାରତର ଲାଣ୍ଡର ‘ବିକ୍ରମ’

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ରେ ଏକ ବିରାଟ ସଫଳତା ହାସଲ କରିଛି ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବା ପରେ ସେଠାକାର ଅନେକ ତଥ୍ୟ ପଠାଇ ଚାଲିଛି । ଚନ୍ଦ୍ରରେ ବିଭିନ୍ନ ଜୈବ ପଦାର୍ଥର…

(Video) ବିଶ୍ୱକପ୍ ଦଳରେ Bhubaneswarଙ୍କୁ ମିଳିଲାନି ସୁଯୋଗ: ମ୍ୟାଚ ଫିନିଶ କରି BCCIକୁ ଦେଲେ ଜବାବ

ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ଭାରତର ୧୫ ଜଣିଆ ଟିମ ଘୋଷଣା ହୋଇ ସାରିଛି । ତେବେ ଏଥିରେ ଭାରତର ଷ୍ଟାର ପେସ ବୋଲର ଭୁବନେଶ୍ୱର କୁମାରଙ୍କୁ ଦଳରୁ ବାଦ୍ ଦେଇଛି ବିସିସିଆଇ । ସ୍ୱିଙ୍ଗ ଏବଂ ପେସ ଯାଦୁରେ…

ହାଟପାଟଣାରେ ହରଗୌରୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ

ପଟ୍ଟାମୁଣ୍ଡାଇ: ପାଖେଇ ଆସୁଛି ଦୁର୍ଗାପୂଜା । ସେଥିପାଇଁ ସାରା ଦେଶରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ସାରିଲାଣି । ବିଭିନ୍ନ କାରୁକାର୍ଯ୍ୟରେେ ପୂଜାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଅନେକ ସ୍ଥାନରେ ଲୋକେ ପ୍ରସ୍ତୁତି…

ମ୍ୟାଚ ଫିକ୍ସିଙ୍ଗ ମାମଲାରେ ଗିରଫ ହେଲେ କ୍ରିକେଟର: ଆତ୍ମସମର୍ପଣ କଲେ ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସଚିତ୍ରା ସେନାନାୟକେଙ୍କୁ ଗିରଫ କରିଛି ଭ୍ରଷ୍ଟାଚାର କମିଟି । ମ୍ୟାଚ ଫିକ୍ସିଙ୍ଗ ଭଳି ଏକ ସଙ୍ଗୀନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜାଣିବାକୁ ମିଳିଛି । ଆଜି ସକାଳେ…

Big Breaking… ‘INDIA’ ବଦଳରେ ଲେଖାହେବ ‘ଭାରତ’: ଜି-୨୦ ସମ୍ମିଳନୀର ID Cardରେ ବଦଳିଲା ଦେଶର ନାଁ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ନାଁ ପରିବର୍ତ୍ତନ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦେଶର ଇଂରାଜୀ ନାମ ‘ଇଣ୍ଡିଆ’କୁ ପରିବର୍ତ୍ତନ କରି ‘ଭାରତ’ ରଖିବା ପାଇଁ କୁହାଯାଉଛି । ତେବେ ଏହା ଭିତରେ ଆସନ୍ତା ଜି-୨୦…