fbpx

ଖୁବଶୀଘ୍ର ଫେରୁଛନ୍ତି ଋଷଭ: ପନ୍ତଙ୍କୁ ଭେଟିଲେ ରାଇନା, ହରଭଜନ ଓ ଶ୍ରୀସନ୍ଥ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇ ଏବେ ବି ଚିକିତ୍ସାରତ ଅଛନ୍ତି । ସର୍ଜରୀ ପରେ ବର୍ତ୍ତମାନ ସେ ଧିରେ ଧିରେ ସୁସ୍ଥ ହେଉଥିବା ବେଳେ ଖୁବଶୀଘ୍ର ଦଳକୁ କମବ୍ୟାକ କରିବେ ବୋଲି…

କ୍ରିଜ ବାହାରେ ଥିଲେ ବ୍ୟାଟ୍ସମ୍ୟାନ, ରନ ଆଉଟ ପରେ ବି ମାନିଲେନି ଅମ୍ପାୟାର: କାହିଁକି ଏମିତି ନିଷ୍ପତ୍ତି?

ନୂଆଦିଲ୍ଲୀ: କ୍ରିକେଟକୁ ଅନିଶ୍ଚିତତାର ଖେଳ ବୋଲି କୁହାଯାଏ । କାରଣ ଅଧିକାଂଶ ମ୍ୟାଚରେ କିଛି ନା କିଛି ଅଜବ ଘଟଣା ଘଟୁଥିବାର ଦେଖିବାକୁ ମିଳେ । ତେବେ ଏମିତି ଏକ ଅଜବ ଘଟଣା ଦେଖାଯାଇଛି ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା…

ମୋବାଇଲ ଚୋରି ହୋଇଯାଇଛି କି? ଏପରି ସୁରକ୍ଷିତ ରଖିପାରିବେ ନିଜର UPI I’d

ନୂଆଦିଲ୍ଲୀ: ଆଜିକାଲିର ନୂତନ ପୀଢ଼ି ପାଇଁ ମୋବାଇଲ ଫୋନ ଏକ ନିହାତି ଆବଶ୍ୟକୀୟ ଜିନିଷ ପାଲଟିଯାଇଛି । ହାତରେ ସ୍ମାର୍ଟ ଫୋନଟେ ନଥିଲେ ଜୀବନ ଅନ୍ଧକାରମୟ ଲାଗିଥାଏ । ଏହା ସହିତ ପୋନରେ ଗୁଗୁଲ ପେ, ଫୋନ ପେ ଓ ପେଟିଏମ…

କମିଶନରେଟ ଅଫିସ ହୋଇଗଲା ଅନ୍ଧାର: ପୋଲିସ କାର୍ଯ୍ୟାଳୟରେ ‘Earth Hour’ ପାଳନ

ଭୁବନେଶ୍ୱର: କଟକ-ଭୁବନେଶ୍ୱର କମିସନରେଟ ପୋଲିସ କାର୍ଯ୍ୟାଳୟରେ ପାଳନ ହୋଇଛି ଆର୍ଥ ଆୱାର । ଶକ୍ତି ସଞ୍ଚୟ ସହ ପରିବେଶ ସଚେତନତା ପାଇଁ ସାରା ବିଶ୍ୱରେ ଆଜି ଏହି ସମୟ ପାଳନ କରାଯାଇଛି । ଭାରତ ସମତେ ବିଶ୍ୱର ଅନେକ…

ଶ୍ରୀମନ୍ଦିରର ଅଭ୍ୟର୍ଥନା କକ୍ଷ ହେବ ସମ୍ରାଟ ହୋଟେଲ: ହାଇକୋର୍ଟଙ୍କୁ ନ୍ୟାୟ ମାଗିଲେ କୋଠା ମାଲିକ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଥିବା 'ସମ୍ରାଟ ହୋଟେଲ'କୁ ନେଇ ଏକ ବଡ ଯୋଜନା ଚିନ୍ତା କରୁଛି ଶ୍ରୀମନ୍ଦିର ପ୍ରଶାସନ । ନିକଟରେ ଅଗ୍ନିକାଣ୍ଡର ଶିକାର ହୋଇଥିବା ଏହି କୋଠା ଆଗକୁ ଶ୍ରୀମନ୍ଦିର ଅଭ୍ୟର୍ଥନା କକ୍ଷରେ ପରିଣତ…

ଆହତ ଖେଳାଳିଙ୍କୁ ନେଇ BCCIର ଚିନ୍ତା: ବିଶ୍ୱକପ ପୂର୍ବରୁ ନେଲା ଏହି କଠୋର ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଆରମ୍ଭ ହେବାକୁ ଯରାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏହାର ଆୟୋଜନ ଭାରତରେ ହେଉଥିବା ବେଳେ ଟିମ ଇଣ୍ଡିଆ ପାଇଁ ଚିନ୍ତା ଲଗାତାର ବଢିବାରେ ଲାଗିଛି । ଜଣକ ପରେ ଜଣେ ଭାରତୀୟ କ୍ରିକେଟ ଦଳର…

ସୁଶାନ୍ତଙ୍କୁ ମନେ ପକାଇ କାନ୍ଦିଲେ ସ୍ମୃତି ଇରାନୀ: ଅଭିନେତାଙ୍କୁ କହିଥିଲେ ଏମିତି କଥା

ମୁମ୍ବାଇ: ବଲିଉଡ ଜଗତର ଦିବାଙ୍ଗତ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଆଜି ସ୍ମୃତି ଇରାନୀଙ୍କ ଆଖିରେ ଲୁହ । ସେଦିନର ସେହି ଛାତିଥରା ଘଟଣାକୁ ମନେ ପକାଇ ହଠାତ କାନ୍ଦି ପକାଇଛନ୍ତି ସ୍ମୃତି । ଗୋଟିଏ…

ଶିକ୍ଷକ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ: ଉଲ୍ଲଙ୍ଘନ କଲେ ନିଆଯିବ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ଓଡିଶାର ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ଚେତାବନୀ ଜାରି କରାଯାଇଛି । ଏଣିକି ଡ୍ରେସ କୋଡ(ୟୁନିଫର୍ମ) ବିନା ସ୍କୁଲକୁ ଆସିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏ ନେଇ ସମସ୍ତ ସରକାରୀ…

ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି: ପ୍ରଧାନମନ୍ତ୍ରୀଙ୍କ ଆଡକୁ ଧାଇଁ ଆସିଲେ ଜଣେ ଯୁବକ

କର୍ଣ୍ଣାଟକ: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ଦେଖାଦେଲା ତ୍ରୁଟି । ପ୍ରଧାନମନ୍ତ୍ରୀଙ୍କ ରାଲୀ ସମୟରେ ଜଣେ ଯିୁବକ ମୋଦିଙ୍କ ଆଡକୁ ଧାଇଁ ଆସିଥିବା ଦେଖିବାକୁ ମିଳିଛି । ମାତ୍ର ୩ ମାସରେ…

BJP ନୂଆ ପାର୍ଟି ଅଫିସ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି: ଜାଣନ୍ତୁ କ’ଣ ରହିବ ପରିବର୍ତ୍ତନ

ଭୋପାଳ: ନୂଆ ପାର୍ଟି ଅଫିସ ଖୋଲିବ ଭାରତୀୟ ଜନତା ପାର୍ଟି । ପଞ୍ଚ ତାରକା ହୋଟେଲର ଢାଞ୍ଚାରେ ଏହି ପାର୍ଟି ଅଫିସ ପ୍ରସ୍ତୁତ ହେବା ନେଇ ଯୋଜନା କରୁଛି ବିଜେପି । ଏଥିପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇସାରିଛି ।…