ପ୍ରତିଦିନ ଏହି ବିଧିରେ କରନ୍ତୁ ସୂର୍ଯ୍ୟଙ୍କ ପୂଜା, ମାନ ସମ୍ମାନ ସହ ଶିଖର ଛୁଇଁବ ସଫଳତା
ନୂଆଦିଲ୍ଲୀ: ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବଙ୍କୁ ପୂଜ୍ୟ ସ୍ଥାନ ପ୍ରାପ୍ତ ହୋଇଛି । କଳିଯୁଗରେ ଏକମାତ୍ର ଦେବତା ଭାବେ ଭକ୍ତଙ୍କୁ ପ୍ରତିଦିନ ସାକ୍ଷାତ୍ ନିଜ ରୂପରେ ଦର୍ଶନ ଦିଅନ୍ତି ଭଗବାନ…