ସିଧିରେ ଭୟଙ୍କର ବସ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ, ୫୦ ଆହତ

ସିଧି: ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଘଟିଯାଇଛି ଏକ ଭୟଙ୍କର ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଲଗାତାର ୩ଟି ବସକୁ ଧକ୍କା ଦେଇଛି । ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ବ୍ୟକ୍ତି ଆହତ…

ଭୁଲରେ ଅନ୍ୟ ଆକାଉଣ୍ଟକୁ ପେମେଣ୍ଟ କରିଦେଇଛନ୍ତି: ଜାଣନ୍ତୁ କେମିତି ଫେରିପାଇବେ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଡିଜିଟାଲ ପେମେଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ୟୁପିଆଇ ମାଧ୍ୟମରେ ଟଙ୍କା ନେଣଦେଣ ଖୁବ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ବେଳେବେଳେ…

Presentationରେ କଳା ଚଷମା ପିନ୍ଧି ଆସିଲେ ଅଧିନାୟକ ହରମନପ୍ରୀତ: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପୁଣିଥରେ ନକଆଉଟ ମ୍ୟାଚରେ ପରାସ୍ତ ହୋଇ ବିଶ୍ୱକପରୁ ବାଦ ପଡିଛି ଟିମ ଇଣ୍ଡିଆ । ଶନିବାର ଅଷ୍ଟ୍ରେଲିଆ ଭାରତକୁ ୫ ରନରେ ମାତ ଦେଇ ଭାରତର ବିଶ୍ୱକପ ସ୍ୱପ୍ନକୁ ଭାଙ୍ଗି ଦେଇଛି । ବିଶ୍ୱକପରୁ ବାହାରିଯିବା ପରେ…

୩୩ ହଜାର କୋଟି ଟଙ୍କାର କମ୍ପାନୀ, ୧୩୫ ଦେଶରେ ବିଜନେସ: ମାତ୍ର ୧୨ ବର୍ଷରେ ମିଳିଲା ଏମିତି ସଫଳତା

ନୂଆଦିଲ୍ଲୀ: ଏକ ସକ୍ସେସଫୁଲ ଷ୍ଟାର୍ଟଅପ କରିବା ପାଇଁ ସମସ୍ତ ବ୍ୟବସାୟୀ ଇଚ୍ଛା କରିଥାନ୍ତି । କିନ୍ତୁ ଏହାକୁ ପାଇବା ପାଇଁ ଖୁବ ସଂଘର୍ଷ କରିବାକୁ ପଡିଥାଏ । ଏମିତି ଅନେକ ଉଦାହରଣ ରହିଛି ଯେଉଁ ବିଜନେସ ଶୂନରୁ ଆରମ୍ଭ…

PM Kisaan Yojnaର ୧୩ତମ କିସ୍ତିକୁ ନେଇ ଆସିଲା ବଡ ଅପଡେଟ: ଜାଣନ୍ତୁ କେବେ ଖାତାକୁ ଆସିବ ଟଙ୍କା

ନୂଆଦିଲ୍ଲୀ: ପିଏମ କିସାନ ଯୋଜନାର ଆଗାମୀ କିସ୍ତିକୁ ଏବେ ଅପେକ୍ଷା କରିଛନ୍ତି ଦେଶର ଲକ୍ଷ ଲକ୍ଷ କୃଷକ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କୁ ୧୨ଟି କିସ୍ତି ମିଳିସାରିଛି । ତେବେ ୧୩ତମ କିସ୍ତିର…

ବିପଦରେ କପିଳ ଦେବଙ୍କ ଏହି ରେକର୍ଡ: ଇନ୍ଦୋର ଟେଷ୍ଟରେ ‘ମହାରେକର୍ଡ’କୁ ଭାଙ୍ଗିପାରନ୍ତି ଅଶ୍ୱୀନ

ଇନ୍ଦୋର: ଆସନ୍ତା ୧ ତାରିଖରୁ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ । ଇନ୍ଦୋରରେ ହେବାକୁ ଥିବା ଏହି ମ୍ୟାଚରେ ଅଶ୍ୱୀନଙ୍କ ପାଖରେ ଇତିହାସ ରଚିବା ପାଇଁ ଏକ ବଡ ସୁଯୋଗ ରହିଛି । ଅନେକ…

୩ ଲକ୍ଷରୁ ଅଧିକ ଶିକ୍ଷକଙ୍କ ପାଇଁ ନିଯୁକ୍ତିର ବଡ ସୁଯୋଗ: ଘୋଷଣା କଲେ ଶିକ୍ଷାମନ୍ତ୍ରୀ

ବିହାର: ସାରା ଦେଶରେ ବେକାରୀ ସମସ୍ୟା ଏବଂ ବେରୋଜଗାରୀକୁ ନେଇ ସବୁବେଳେ ଆଲୋଚନା ଲାଗି ରହିଛି । କିନ୍ତୁ କୌଣସି ନିଷ୍କର୍ସ କିମ୍ବା ସ୍ଥାୟୀ ସମାଧାନ ବାହାରିବା ସମ୍ଭବ ହୋଇପାରିନାହିଁ । ତେବେ ଏହା ମଧ୍ୟରେ ପ୍ରାୟ ୩…

ଭାରତର ଶ୍ରେଷ୍ଠ ବୋଲର ହିଁ ପରାଜୟର ମୁଖ୍ୟ କାରଣ: ୨୦୦୩ ଭୁଲକୁ ୨୦୨୩ ଦୋହରାଇଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସେମିରେ ପରାଜୟ ଭାରତୀୟ ମହିଳା ଦଳର ବିଶ୍ୱକପ ସ୍ୱପ୍ନକୁ ଭାଙ୍ଗି ଦେଇଛି । ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ବେଳେ ସେମି ଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ କିଛିଟା…

ଆକ୍ରମଣ, ରକ୍ତପାତ ଆଉ ହାହାକାର: ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପରେ ବି ଥମୁନି ଗୋଳାବାରୁଦର ଶବ୍ଦ

ନୂଆଦିଲ୍ଲୀ: ଆଜି ଫେବୃଆରୀ ୨୪ ତାରିଖ । ଆଜିଠୁ ଠିକ ଏକ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଦୁଇ ଦେଶ ମଧ୍ୟରେ ଏକ ମହାଯୁଦ୍ଧର ଅୟମାରମ୍ଭ । ଯେଉଁ ଯୁଦ୍ଧରେ ଆଜି ବି ପଡନି ଯବନିକା, ଆଜି ଥମିନି ରକ୍ତପାତ ଆଉ ଆକ୍ରମଣରେ…

ଗାଈ ଦୁହିଁବା ପାଇଁ ଚେଷ୍ଟା କରୁଥିଲେ ବିଦେଶୀ ମହିଳା: କିନ୍ତୁ ଲାତ ମାରିଦେଲା ଗାଈ

ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆ ଯୁଗରେ କୌଣସି ଘଟଣା ଲୁଚି ରହୁନାହିଁ । ମାତ୍ର କେଇଟା ମୁହୂର୍ତ୍ତରେ ଇଣ୍ଟରନେଟରେ ଭାଇରାଲ ହୋଇଯାଉଛି ପ୍ରତ୍ୟେକ ଘଟଣା । ଠିକ ଯେମିତି ଏଇ ଘଟଣାଟି ଏବେ ସୋସିଆଲ ମିଡିଆରେ ଘୁରି…