“Sorry Girls, ମୋ ସ୍ତ୍ରୀ ବହୁତ…”: ପତ୍ନୀ ପ୍ରେମରେ ଗାଡିରେ ଏମିତି ଲେଖିଦେଲେ ଅଟୋ ଡ୍ରାଇଭର
ନୂଆଦିଲ୍ଲୀ: ରାସ୍ତାରେ ଯିବା ଆସିବା ସମୟରେ ଅନେକ ଗାଡିରେ କିଛି ନା କିଛି ଲେଖାଥିବାର ଆପଣ ଦେଖିଥିବେ । କିଛି ଲେଶକ ମଜାଦାର କଥା ଲେଖିଥାନ୍ତି ତ ଆଉ କିଛି ଲୋକ ସମାଜକୁ ସଚେତନତା ବାର୍ତ୍ତା ଦେବା ପାଇଁ କିଛି କଥା…