ଗୋଲାପ ଦେଇ ୧୦୦ ଜଣଙ୍କୁ ପ୍ରପୋଜ କଲେ ଯୁବତୀ: ଜାଣନ୍ତୁ କାହିଁକି କଲେ ଏମିତି କାଣ୍ଡ
ନୂଆଦିଲ୍ଲୀ: ଭାଲେଣ୍ଟାଇନ ଡେ ପାଳନ କରିବା ପାଇଁ ଏବଂ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଲୋକ ବିଭିନ୍ନ ଯୋଜନା କରିଥାନ୍ତି । କିନ୍ତୁ ରାଜଧାନୀ ଦିଲ୍ଲୀରେ ଜଣେ ମହିଳା କିଛି ଅଲଗା ଅନ୍ଦାଜରେ ଏହି ଦିନକୁ ସେଲିବ୍ରେଟ…