fbpx

ରାଜ୍ୟରେ ତୃଣମୂଳ ସ୍ତରରେ ଲୋକଙ୍କ ଭରସା ଜିତୁଛି BJD; ମିଶ୍ରଣ ପର୍ବରେ ସାମିଲ ହେଉଛନ୍ତି ଅନ୍ୟ ଦଳର ବରିଷ୍ଠ ନେତା

ବାଲେଶ୍ବର: (ଓଡ଼ିଶା ଭାସ୍କର) ରାଜ୍ୟରେ ତୃଣମୂଳ ସ୍ତରରେ ଲୋକଙ୍କ ଭରସା ଜିତୁଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ଆରମ୍ଭ ହୋଇଯାଇଛି ମିଶ୍ରଣ ପର୍ବ । ଅନ୍ୟ ଦଳରୁ ବରିଷ୍ଠ ନେତୃବୃନ୍ଦ ହେଉଛନ୍ତି…

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାମ; ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନାଁରେ ହେବ ପରିଚିତ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ନାମରେ ନାମିତ କରାଯାଇଛି। ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନାଁରେ ହେବ ପରିଚିତ, ଭବାନୀପାଟଣା…

ପ୍ରକାଶ ପାଇଲା +୨ ପରୀକ୍ଷା ଟାଇମ୍ ଟେବୁଲ୍; ଜାନୁଆରୀ ୨ରୁ ଆରମ୍ଭ ହେବ ପ୍ରାକ୍ଟିକାଲ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ପରୀକ୍ଷା ୨୦୨୪ ତାରିଖ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ chseodisha.nic.in ସିଏଚ୍ଏସ୍ଇ ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍ ଜରିଆରେ…

ଓଡ଼ିଶାରେ ବଢ଼ୁଛି କୋରୋନା ସଂକ୍ରମଣ; ଆଜି ୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାରା ନୂଆ ସବ୍-ଭାରିଆଣ୍ଟ ଜେଏନ.୧କୁ ନେଇ ଦେଶରେ ଆଶଙ୍କା ବଢ଼ି ଚାଲିଥିବା ବେଳେ ଆଜି ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ସହିତ ୬୯୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏହା…

ଆରବ ସାଗରରେ ପାଟ୍ରୋଲିଂ ଜାରି କଲା ଭାରତ

ନୂଆଦିଲ୍ଲୀ: କମୁନି ହାମାସ-ଇସ୍ରାଏଲ ଯୁଦ୍ଧ, ଯ଼ାହାକୁ ନେଇ ଲୋହିତ ସାଗର ଓ ଆରବ ସାଗରରେ ବାଣିଜ୍ୟିକ ଜାହାଜ ଚଳାଚଳକୁ ଟାର୍ଗେଟ କରୁଛି ଇରାନୀ ପ୍ରୋକ୍ସି। ଏହି ଇରାନୀ ପ୍ରୋକ୍ସି ଗୁଡ଼ିକୁ ଲକ୍ଷ ରଖାଯ଼ାଇ ସମୁଦ୍ରରେ…

କତାରରେ ଫାଶୀ ଦଣ୍ଡାଦେଶରୁ ବର୍ତ୍ତିଯାଇଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀ କିପରି ଫେରିବେ ଭାରତ ?

ନୂଆଦିଲ୍ଲୀ: କାତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛି କତାର। ଏହି ପ୍ରସଙ୍ଗରେ ଭାରତ ସରକାର କହିଛନ୍ତି ଯେ ଆମେ ସବୁବେଳେ ସେହି ୮ ଜଣ…

ବଡ଼ି ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ମହିଳା

ପିପିଲି: (ଓଡ଼ିଶା ଭାସ୍କର) ସ୍ୱାବିଲମ୍ବୀ ହେଉଛନ୍ତି ମହିଳା, ବଡି ଦେଉଛି ରୋଜଗାର । ଘରର ସବୁ  କାମ ସାରି ଲାଗି ପଡନ୍ତି ନିଜର ରୋଜଗାରରେ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ଗାଁର ସହ ସହ ମହିଳା ଏ ଦୃଶ୍ୟ ହେଉଛି ପିପିଲି…

ଭାରତ ସରକାରଙ୍କ ପାକିସ୍ତାନକୁ ଦାବି; ୨୬-୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌କୁ ଆମକୁ ଶୀଘ୍ର ହସ୍ତାନ୍ତର କର

ନୂଆଦିଲ୍ଲୀ: ଲସ୍କର-ଇ-ତୋଏବା ମୁଖ୍ୟ ତଥା ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ଭାରତ ଆଣିବା ପାଇଁ ଭାରତ ସରକାର ପାକିସ୍ତାନ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ପ୍ରତ୍ୟର୍ପଣ…

ଇଲେକ୍ଟ୍ରି ଅଫିସ ଆଗରେ ଅଳିଆ ଗଦେଇ ଦେଲା BMC; ଧାରଣାରେ କର୍ମଚାରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଇଲେକ୍ଟ୍ରି ଅଫିସ ଆଗରେ ଅଳିଆ ଗଦେଇଲା BMC। ଧାରଣାରେ ବସିଛନ୍ତି କର୍ମଚାରୀ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ସୂଚନା ମୁତାବକ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟସ୍ଥ…

(Video) ଦକ୍ଷିଣ ଆଫ୍ରିକାର ୱିକେଟ ଯାଉ ନଥିଲା, କଳା ଯାଦୁ କଲେ କୋହଲି… ସଙ୍ଗେ ସଙ୍ଗେ ପଡ଼ିଲା ୱିକେଟ୍‌

ଓଡ଼ିଶା ଭାସ୍କର: ଭାରତୀୟ ବୋଲର ବୋଲିଂ କରି କରି ହାଲିଆ ହୋଇ ଯାଇଥିଲେ । ବିଲକୁଲ ବି ୱିକେଟ ପଡ଼ୁ ନଥିଲା । ହେଲେ ବିରାଟ ଏମିତି କିଛି କରି ଦେଲେ ଯାହାପର ବଲରେ ପଡ଼ିଗଲା ୱିକେଟ । ଏବେ ଖେଳ ପ୍ରେମି ମାନେ କହୁଛନ୍ତି…