fbpx

ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ ଧରଣର ବିସ୍ଫୋରଣ; ୨୩ ପାକ୍ ସୈନିକ ମୃତ

ନୂଆଦିଲ୍ଲୀ : (ଓଡ଼ିଶା ଭାସ୍କର) ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ ଧରଣର ବିସ୍ଫୋରଣ ସୂଚନା । ଉତ୍ତରପଶ୍ଚିମ ପାକିସ୍ତାନ ସେନା କ୍ୟାମ୍ପରେ ବଡ଼ ବିସ୍ଫୋରଣ ହୋଇଥିବା ନେଇ ଖବର ମିଳିଛି । ବିସ୍ଫୋରଣରେ ୨୩ ଜଣ…

‘ବିକଶିତ ଭାରତ ୨୦୪୭: ଭଏସ୍ ଅଫ୍ ୟୁଥ୍‌’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫେରେନ୍ସଂ ମାଧ୍ୟମରେ ‘ବିକଶିତ ଭାରତ ୨୦୪୭: ଭଏସ୍ ଅଫ୍ ୟୁଥ୍‌’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କ ମଧ୍ୟମରେ ଦେଶକୁ ଏକ…

ଚାହୁଁ ଚାହୁଁ ବିତି ଗଲା ୬ ବର୍ଷ, ଆଜି ଷ୍ଟାର ଜୋଡ଼ି ବିରୁଷ୍କାଙ୍କ ପାଇଁ ଖାସ ଦିନ…

ମୁମ୍ବାଇ: ଷ୍ଟାର ଜୋଡ଼ି ଅନୁଷ୍କା ଶର୍ମା ଏବଂ ବିରାଟ କୋହଲୀ ଆଜି ତାଙ୍କର ୬ଷ୍ଠତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ବିରାଟ ଏବଂ ଅନୁଷ୍କା ଏକ ଶାମ୍ପୁ ବିଜ୍ଞାପନ ମାଧ୍ୟମରେ ପରସ୍ପର ସହ ଭେଟି ଥିଲେ । ଏହି ଏହା ପରେ…

ଖୁବଶୀଘ୍ର ହ୍ୱାଟ୍ସଆପ୍‌ରେ କରିପାରିବେ ଟିକେଟ ବୁକିଂ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ଡିଟିସି ବସରେ ଯାତ୍ରା କରିବା ହେଲା ସହଜ । ଡିଜିଟାଲ ଟିକେଟ ବୁକିଂ ମାଧ୍ୟମରେ କରିପାରିବେ ଯାତ୍ରା । ଦିଲ୍ଲୀ ମେଟ୍ରୋ ଲାଇନରେ ଏହି ସୁବିଧା ଉପଲବ୍ଧ…

କର୍ଣ୍ଣାଟକରେ କଂଗ୍ରେସ ସରକାର ତିଷ୍ଟି ପାରିବ ନାହିଁ: ଏଚ୍‌ଡି କୁମାରସ୍ୱାମୀ

ଧରାଶାୟୀ ହେବ କି କର୍ଣ୍ଣାଟକର କଂଗ୍ରେସ ସରକାର ? ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଛି । କଂଗ୍ରେସ ସରକାର ମଧ୍ୟରେ ଦେଖାଦେଇଥିବା ବିବାଦ ଚରମ ସୀମାରେ । ରାଜ୍ୟର କଂଗ୍ରେସ ସରକାର ଯେକୌଣସି ସମୟରେ…

ଆଜିଠୁ ଶ୍ରୀମନ୍ଦିରରେ ଦେବଦୀପାବଳି ନୀତି, ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ଠାରୁ ଶ୍ରୀମନ୍ଦିରରେ ଦେବଦୀପାବଳି ନୀତି ଆରମ୍ଭ । ମାର୍ଗଶୀର ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରୁ ୩ ଦିନ ବ୍ୟାପି ପାଳନ ହୋଇଥାଏ ଦେବ ଦୀପାବଳି ଉତ୍ସବ । ଏହି ୩ ଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ…

ବଢ଼ିବ ଶୀତ…୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଆସନ୍ତା ୨ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ । ଫଳରେ ରାତିର ତାପମାତ୍ରାରେ ପରିବର୍ତ୍ତନ ଆସିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀର ନୂଆ ଚେହେରା କିଏ ହେବ?

ମଧ୍ୟପ୍ରଦେଶରେ କାହାର ଚାଲିବ ରାଜ୍‌? ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଲାଗି ରହିଛି ସସ୍‌ପେନ୍ସ୍ । ଭୋପାଲରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳ ବୈଠକରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା…

କେଉଁ ପରିସ୍ଥିତିରେ ଭଗବାନ ଶିବ ଖୋଲିଥିଲେ ତୃତୀୟ ନେତ୍ର ? କାହାର ହୋଇଥିଲା ବିନାଶ ?

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କୁ ଶଙ୍କର, ଭୋଳାନାଥ, ନୀଳକଣ୍ଠ, ତ୍ରୀଲୋଚନ, ଚନ୍ଦ୍ରଶେଖର ଆଦି ବିଭିନ୍ନ ନାଁରେ ଜଣାଯାଏ । ଏଥି ମଧ୍ୟରୁ ତ୍ରୀଲୋଚନ ନାଁ ସବୁଠାରୁ ରହସ୍ୟମୟ । ଶିବଙ୍କ ୩ଟି ନେତ୍ର ଥିବାରୁ ଏପରି ନାମକରଣ…

କ୍ରେଡ଼ିଟ୍ କାର୍ଡ଼ ନିୟମରେ ପରିବର୍ତ୍ତନ ଆଣିଲା HDFC ବ୍ୟାଙ୍କ

ଐଊୠଉ ବ୍ୟାଙ୍କ ତରଫରୁ ନୂଆ ନିୟମ ଜାରି କରାଯାଇଛି । HDFC ବ୍ୟାଙ୍କରେ ଆପଣଙ୍କ ଆକାଉଣ୍ଟ ଅଛି କି ? ଯଦି ହଁ ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ । HDFC ବ୍ୟାଙ୍କ ତରଫରରୁ ଡିସେମ୍ବର ପହିଲାରୁ କ୍ରେଡ଼ିଟ୍ କାର୍ଡ଼…