Breaking News ହିମାଚଳ ପ୍ରଦେଶର କିନ୍ନୌରରେ ଭୂମିକମ୍ପ ଝଟକା, ତୀବ୍ରତା ୩.୦ Sunil Kumar Jan 21, 2024 କିନ୍ନୌର: ଶନିବାର ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲା ସମେତ ଶିମଲା ଓ କୁଲୁର ଉପର ଭାଗରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା କିନ୍ନୌର ଜିଲ୍ଲାର ମୁରାଙ୍ଗ ଲିପ୍ପା ଖାସ୍ଠା। ରିକ୍ଟର…
Breaking News Breaking…କାର୍ ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର, SCBରେ ଭର୍ତ୍ତି Sunil Kumar Jan 21, 2024 କଟକ: (ଓଡ଼ିଶା ଭାସ୍କର) ଦୁର୍ଘଟଣାରେ ଗୁରୁତର ହେଲେ ଓଡ଼ିଶାର ଚର୍ଚ୍ଚିତ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ । ମଙ୍ଗୁଳି ଛକରେ ଟ୍ରକ୍କୁ ପଛରୁ ପିଟିଲା ସୁଧାକର ବସନ୍ତଙ୍କ କାର୍ । ଚଣ୍ଡୀଖୋଲ ପଟୁ କଟକ ଆଡ଼କୁ…
Breaking News ବାବର ରୋଡ ସାଇନ୍ ବୋର୍ଡରେ ‘ଅଯୋଧ୍ୟା ମାର୍ଗ’ ପୋଷ୍ଟର ଲଗାଇଲା ହିନ୍ଦୁ ସେନା, ହଟାଇଲା ପ୍ରଶାସନ Sunil Kumar Jan 20, 2024 ନୂଆଦିଲ୍ଲୀ: ହିନ୍ଦୁ ସେନାର କର୍ମକର୍ତ୍ତାମାନେ ନୂଆଦିଲ୍ଲୀର ବାବର ରୋଡରେ ଥିବା ଏକ ସାଇନ୍ ବୋର୍ଡରେ 'ଅଯୋଧ୍ୟା ମାର୍ଗ' ନାମରେ ଏକ ପୋଷ୍ଟର ଲଗାଇଛନ୍ତି। କିନ୍ତୁ ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ହଟାଇ ଦିଆଯାଇଥିଲା।…
Breaking News ପୁଣି କାଳ ସାଜିଲା ଗୁଡ଼ି ସୂତା; କାଠଯୋଡ଼ି ବ୍ରିଜ୍ ଉପରେ ବେକରେ ଗୁଡ଼ିସୂତା ଲାଗି ବ୍ୟକ୍ତି ଗୁରୁତର Sunil Kumar Jan 20, 2024 କଟକ: ମାଞ୍ଜା ସୂତାରେ ଗୁଡ଼ି ଉଡାଇବା ପାଇଁ ସରକାର ବ୍ୟାନ କରିଥିଲେ ବି ଏହି ନିୟମକୁ ପାଳନ କରାଯାଉ ନଥିବା ଦେଖାଯାଇଛି। ଯାହାର ପରିଣାମସ୍ବରୂପ ଅକାରଣରେ ଲୋକଙ୍କ ଜୀବନପ୍ରତି ବିପଦ ସୃଷ୍ଟି ହେଉଛି। ପୁଣି ଗୁଡ଼ି ସୂତା…
Breaking News (Video) ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାରା ଦେଶରେ ଉତ୍ସାହ; ବାଦ ପଡିଲାନି ସ୍କୁଲ ପରିସର Sunil Kumar Jan 20, 2024 ମୁମ୍ଵାଇ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସମଗ୍ର ଦେଶ ରାମ ଭକ୍ତିରେ ଲିପ୍ତ । ଦେଶର ବିଭିନ୍ନ ରାଜ୍ୟରେ ଭଗବାନ ରାମଙ୍କ ଉପରେ ଆସ୍ଥାର…
Breaking News ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ବିରୋଧରେ ଆସାମରେ ଏତଲା ରୁଜୁ Sunil Kumar Jan 20, 2024 ନୂଆଦିଲ୍ଲୀ: ଆସାମରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏବଂ ଏହାର ମୁଖ୍ୟ ଆୟୋଜକ କେବି ବାଇଜୁଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ଏତଲା ରୁଜୁ ହେବା ନିଶ୍ଚିତ କରି ଜୋରହାଟ ଆରକ୍ଷୀ ଅଧୀକ୍ଷକ ମୋହନ ଲାଲ…
Breaking News ଇସ୍ତଫା ଦେଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ; କହିଲେ କାମ କରିବା ଆଉ ସମ୍ଭବ ନୁହେଁ Sunil Kumar Jan 20, 2024 ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡର ଅନ୍ତରୀଣ ଅଧ୍ୟକ୍ଷ ଜାକା ଅଶରଫ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଲାହୋରରେ ପିସିବି ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ଜାକା ଅଶରଫ୍…
Breaking News ପୂର୍ବତନ ପୋଲିସ ଅଧିକାରୀ ଅନାଦି ସାହୁଙ୍କ ପରଲୋକ Sunil Kumar Jan 20, 2024 କଟକ: ପୂର୍ବତନ ପୋଲିସ ଅଧିକାରୀ ଅନାଦି ସାହୁଙ୍କ ପରଲୋକ। କଟକ ସ୍ଥିତ ସିଡିଏ-୬ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ଅନାଦିଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ଅନାଦି ସାହୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ୨ ରୁ…
Breaking News ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶ୍ରଦ୍ଧାଳୁଙ୍କ ହୃଦୟରେ ବସି ସାରିଲେଣି ରାମଲଲା Sunil Kumar Jan 20, 2024 ନୂଆଦିଲ୍ଲୀ: ଆସୁଛନ୍ତି ରାମଲଲା, ଫୁଲରେ ସଜାଯାଇଛି ରାସ୍ତା ଘାଟ ଓ ଗେଟ୍। ଗର୍ଭଗୃହ ସମେତ ମନ୍ଦିରକୁ ମଧ୍ୟ ସଜେଇ ଦିଆଯାଇଛି। ଦେଶ ବିଦେଶରୁ ଆସିଲେଣି ଅଗଣିତ ଭକ୍ତ। ସମସ୍ତଙ୍କ ଆଖି ସେହି ମୁହୂର୍ତ୍ତକୁ ଦେଖିବାକୁ,…
Breaking News ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ କ’ଣ ଲେଖୁଛନ୍ତି ବିଦେଶୀ ଗଣମାଧ୍ୟମ? Sunil Kumar Jan 20, 2024 ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ଶିଳାନ୍ୟାସ ଜାନୁଆରୀ ୨୨ରେ ହେବ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମ ଉପରେ ସାରା ବିଶ୍ୱର ନଜର ରହିଛି । ଅନେକ…