(Video) ଜନଗହଳି ରାସ୍ତାରେ ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ: ‘ହିରୋ’ ପରି ସାମ୍ନା କଲେ ସବ୍ ଇନ୍ସପେକ୍ଟର

ନୂଆଦିଲ୍ଲୀ: କେରଳ ପୋଲିସ ଉପରେ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଆକ୍ରମଣର ଏକ ଭିଡିଓ ଜାରି ହୋଇଛି, ଯେଉଁଥିରେ ଆକ୍ରମଣକାରୀକୁ ଜଣେ ପୋଲିସ ଅଧିକାରୀ…

ରଥଯାତ୍ରା ପୂର୍ବରୁ ଦୁର୍ଘଟଣା: ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ପିଟିହେଲା ପିକଅପ୍, ୨ ପର୍ଯ୍ୟଟକ ଗୁରୁତର

ପୁରୀ(ଓଡ଼ିଶା ଭାସ୍କର): ପୁରୀ ରଥାଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଘଟିଛି ଦୁର୍ଘଟଣା । ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ପିଟି ହୋଇଛି ପିକଅପ୍ । ପୁରୀ ରଥଖଳା ନିକଟରେ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେବା ପରେ ଏହି…

୧୬ ବର୍ଷରୁ ଅଧିକ ବୟସର ମୁସଲିମ୍ ଯୁବତୀ ନିଜ ପସନ୍ଦରେ କରିପାରିବେ ବିବାହ: ହାଇକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ-ହରିଆଣା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ବଡ଼ ରାୟ ଦେଇଛନ୍ତି । ହାଇକୋର୍ଟଙ୍କ କହିବା ମୁତାବକ, ୧୬ ବର୍ଷରୁ ଅଧିକ ବୟସର ମୁସଲିମ୍ ଯୁବତୀ ନିଜ ପସନ୍ଦର ପୁଅର ସହ ବିବାହ କରିପାରିବେ । ଏହା ସହ ୧୬…

ହଟ୍ ଗାର୍ଲମାନଙ୍କ ସହ ନାଇଟ୍ ପାର୍ଟୀରେ ଅଭିନେତା ସୈଫଙ୍କ ପୁଅ: ସାମ୍ନାକୁ ଆସିଲା Video

ମୁମ୍ବାଇ: ବି-ଟାଉନ୍ ପାର୍ଟୀଗୁଡିକ ପ୍ରସିଦ୍ଧ ହୋଇଥିବା ବେଳେ ସେଲିବ୍ରିଟଙ୍କ ସହ ସେମାନଙ୍କ ପିଲାମାନେ ମଧ୍ୟ ଏହାର ଉପଭୋଗ କରୁଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସୈଫ…

ସରକାରୀ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଖୁସିଖବର: ୪୨୦୦୦ ନିଯୁକ୍ତି କରିବ SSC, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ସରକାରୀ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖୁସିଖବର । କର୍ମଚାରୀ ଚୟନ ଆୟୋଗ ବା ଏସଏସସି ଖୁବଶୀଘ୍ର ୧୫,୨୪୭ ପଦବୀ ପାଇଁ ନିଯୁକ୍ତି ପତ୍ର ଜାରି କରିବାର ପ୍ରକ୍ରିୟା ସମାପ୍ତ କରିବ ।…

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏ ଅଫିସର: ୫ଟି ଘରେ ଚାଲିଛି ରେଡ୍

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏ ଅଫିସର । ସୂଚନା ମୁତାବକ, ସିଭିଲ ସପ୍ଲାଏ ଅଫିସର ବା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ରାଜ୍ୟ ମୁଖ୍ୟାଳୟରେ…

ଆସାମରେ ବନ୍ୟା ସ୍ଥିତି ସାଂଘାତିକ: ୪୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୨୪ ଘଣ୍ଟାରେ ୯ ମୃତ

ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ରବିବାର ଦିନ ଆହୁରି ବିଗିଡ଼ିଯାଇଛି, ଫଳରେ ୩୩ ଜିଲ୍ଲାରେ ପ୍ରାୟ ୪୨.୨୮ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ସବୁଆଡ଼େ ହାହାକାର ପଡ଼ିଯାଇଛି । ସାରା ରାଜ୍ୟକୁ ବର୍ଷା ଓ ବନ୍ୟା…

ଡିଏଲରୁ ମିଳିଲା ଛୁଟି: ଯୁଆଡେ ବୁଲୁଛ ବୁଲ, ଲାଗିବନି ଫାଇନ୍!

ନୂଆଦିଲ୍ଲୀ: କାର ଓ ବାଇକ୍ ଚାଳକଙ୍କ ପାଇଁ ବଡ଼ ଖବର । ଏଣିକି ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲେ ବି କାର୍ ବା ବାଇକ୍ ଚଳାଇପାରିବେ । ଡିଏଲ ନଥିଲେ ବି ପୋଲିସ ଚାଲାଣ କାଟିବ ନାହିଁ । ତେବେ ଅନେକଥର ଆପଣଙ୍କର…

ଜୁଲାଇ ୧ରୁ ପେମେଣ୍ଟ ପାଇଁ ଦେବାକୁ ପଡ଼ିବନି ଡେବିଟ ଓ କ୍ରେଡିଟ କାର୍ଡର ନମ୍ବର: ଜାଣନ୍ତୁ କଣ ରହିଛି ନୂଆ ନିୟମ

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଡେବିଟ କାର୍ଡ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟ ପାଇଁ ନୂଆ ନିୟମ ଆଣିଛି। ଅସନ୍ତା ଜୁଲାଇ ପହିଲାରୁ ଏହି ନୂଆ ନିୟମ ଲାଗୁ କରିବାକୁ…

ଶେଷରେ ବନ୍ଧାହେଲେ କୋଟିପତି ଜଳେଶ୍ଵର BDO: ପତ୍ନୀ ଓ ସଂପର୍କୀୟଙ୍କୁ ଜେରା

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଥିବା ଜଳେଶ୍ବର BDO ଅଶ୍ୱିନୀ ଦାସ ଶେଷରେ ଗିରଫ ହୋଇଛନ୍ତି। ଏହା ସହ ତାଙ୍କ ପତ୍ନୀ ଓ ସଂପର୍କୀୟଙ୍କୁ ଜେରା କରାଯାଉଛି ବୋଲି ସୂଚନା ମିଳିଛି। ତେବେ ବିଡିଓ ଅଶ୍ୱିନୀ ଦାସଙ୍କ…