ପ୍ରିୟଙ୍କା ଚୋପ୍ରା ଦେଖାଇଲେ ଝିଅର ପ୍ରଥମ ଝଲକ୍: ଜନ୍ମର ୧୦୦ ଦିନ ପରେ ମେଡିକାଲରୁ…

ନୂଆଦିଲ୍ଲୀ: ମଦର୍ସ ଡେ’ ସମସ୍ତ ମା ଓ ତାଙ୍କ ପିଲାଙ୍କ ପାଇଁ ଖାସ୍, କିନ୍ତୁ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସଙ୍କ ପାଇଁ ଏହି ଦିନ ସ୍ମରଣୀୟ ହୋଇଛି । ଏହି ଦିନ ସେ ନିଜ ଝିଅ ମାଲତିଙ୍କୁ ପ୍ରଥମଥର ପାଇଁ ଘରକୁ ଆଣିଛନ୍ତି…

ସ୍କୁଲ ଭ୍ୟାନରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ବିନିକା(ଓଡ଼ିଶା ଭାସ୍କର): ବିନିକାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲ ଭ୍ୟାନରେ ଅଚାନକ୍ ନିଆଁ ଲାଗିଯାଇଥିବା ବେଳେ ସେଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । ଭ୍ୟାନରେ ଥିବା ୧୨ ଛାତ୍ରଛାତ୍ରୀଙ୍କ ଉପରୁ…

ପାକିସ୍ତାନରୁ ଆସିଥିବା ବୋମାରେ ଦେଶର ଅନେକ ସ୍ଥାନରେ ହୋଇଥାନ୍ତା ବ୍ଲାଷ୍ଟ: ଖାଲିସ୍ତାନୀ ଆତଙ୍କବାଦୀର ଖୁଲାସା

ନୂଆଦିଲ୍ଲୀ : ପାକିସ୍ତାନରୁ ଆସିଥିବା ବିସ୍ଫୋରକ ସାମଗ୍ରୀ ଦେଶର ବିଭିନ୍ନ ସ୍ଥାନରେ ଲଗାଯିବା ସହ ଏକ ବଡ଼ ଆତଙ୍କବାଦୀ ଆକ୍ରମଣର ପ୍ରସ୍ତୁତି ଚାଲିଥିଲା । କର୍ଣ୍ଣାଲରୁ ଧରାପଡିଥିବା ଖାଲିସ୍ତାନୀ ଆତଙ୍କବାଦୀ ଏନେଇ ଖୁଲାସା…

କରୋନା କାଳରେ ଏଣ୍ଟ୍ରି ମାରିଲା ଆଉ ଏକ ମାରାତ୍ମକ ଭାଇରସ୍: ଜାଣନ୍ତୁ ନାଁ ଏବଂ କେଉଁଠାରୁ ହେଲା ଚିହ୍ନଟ?

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେବି କରୋନାକୁ ସମ୍ପୂର୍ଣ୍ଣ ଶେଷ କରିବାକୁ ଯୁଦ୍ଧ କରୁଛି । ଏହି ଭାଇରସ୍ ଚୀନରେ ପୁଣିଥରେ ହଇଚଇ ସୃଷ୍ଟି କରିଛି । ଏହି ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନଥିବା ବେଳେ ଆଉ ଏକ ଭାଇରସ୍ ଏଣ୍ଟ୍ରି…

ପୁରୀଠାରୁ ୭୪୦ କିମି ଦୂରରେ ବାତ୍ୟା ‘ଅସାନି’: ୧୦ରୁ ୧୨ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୀଷଣ ବାତ୍ୟାର ରୂପ ନେଇ ‘ଅସାନି’ ଉପକୂଳର ନିକଟତର ହେଉଛି । ପୁରୀଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ ୭୪୦ କିମି ଦୂରରେ ତାହା କେନ୍ଦ୍ରୀଭୂତ ହୋଇଛି । ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି…

(Video) ପୁଅ ସାମ୍ନାରେ ୭୯ ଦିନ ଧରି ଦୁଷ୍କର୍ମ କଲା ଭଣ୍ଡ ତାନ୍ତ୍ରିକ: କ୍ୟାମେରା ଆଗରେ ଦୁଃଖ ବଖାଣିଲେ ପୀଡିତ ମହିଳା

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲାରୁ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ମାକୁ ଆସିଛି, ଯାହାକୁ ଶୁଣି ଆପଣଙ୍କର ବି ହୋସ୍ ଉଡିଯିବ । ଅଢ଼େଇ ବର୍ଷର ପୁଅ ସାମ୍ନାରେ ଜଣେ ବିବାହିତ ମହିଳାଙ୍କ ସହ ଦୁଷ୍କର୍ମ କରିଛି…

ବ୍ରିଜ୍ ଉପରେ ହେଲା ଚେନ୍ ପୁଲିଂ: ଜୀବନକୁ ବାଜି ଲଗାଇ ଟ୍ରେନକୁ ରିସେଟ୍ କଲେ ରେଳକର୍ମୀ, ଦେଖନ୍ତୁ Video

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନକୁ ବିନା କାରଣରେ ଚେନ୍ ଟାଣି ଅଟକାଇବା ହେଉଛି ଆଇନଗତ ଅପରାଧ । ରେଲୱେ ପକ୍ଷରୁ ସମୟ ସମୟରେ ଏନେଇ ଲୋକଙ୍କୁ ସଚେତନ କରାଯାଉଛି । ହେଲେବି ଏଭଳି ଘଟଣା ବନ୍ଦ ହେଉନାହିଁ । ଏପରି ଏକ ଘଟଣା…

ଗଞ୍ଜାମର ଅତିରିକ୍ତ ତହସିଲଦାର ଓ ୩ ଆରଆଇଙ୍କୁ ଆକ୍ରମଣ: ଲୁହା ରଡ଼ରେ ପିଟି ପିଟି….

ଗଞ୍ଜାମ(ଓଡ଼ିଶା ଭସ୍କର): ଗଞ୍ଜାମର ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ଜେନାଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ଏହା ସହ ୩ ଜଣ ଆରଆଇଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡିଛି । ସେମାନଙ୍କୁ ବାଲି ମାଫିଆମାନେ ଆକ୍ରମଣ କରିଥିବା…

ବ୍ରଜରାଜନଗର ଉପନିର୍ବାଚନ: ବିଧାୟକ ପ୍ରାର୍ଥୀ ଘୋଷଣା କଲା ବିଜେପି, ଜାଣନ୍ତୁ କିଏ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତି । ପ୍ରତ୍ୟେକ ଦଳ ନିଜ ନିଜର ବିଧାୟକ ପ୍ରାର୍ଥୀ ଚୟନ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ବ୍ରଜରାଜନଗର…

ଟଏଲେଟର ‘ସିକ୍ରେଟ୍ କବାଟ’ ପଛରେ ଚାଲିଥିଲା ସେକ୍ସ ରାକେଟ୍: ଏପରି ଧରିଲା ପୋଲିସ, ଦେଖନ୍ତୁ VIDEO

ଚିତ୍ରଦୁର୍ଗ: ଟଏଲେଟର ଭିତରେ ଥିଲା ସିକ୍ରେଟ ଡୋର୍, ଯାହା ପଛରେ ଚାଲିଥିଲା ସେକ୍ସ ରାକେଟ୍ । ଏହାର ପର୍ଦ୍ଦାଫାସ କରିଛି ପୋଲିସ । ସୂଚନା ଅନୁସାରେ, କର୍ଣ୍ଣାଟକରେ ଚିତ୍ରଦୁର୍ଗ ପୋଲିସ ଏକ ବେଶ୍ୟାବୃତ୍ତି ରାକେଟର…