fbpx
BSKY
BJD MC SKY
BJD YOUTH SKY

କରୋନା ମୃତ୍ୟୁସଂଖ୍ୟା ୩୫ ଲକ୍ଷ ୧୧ ହଜାର ଟପିଲା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫ ଲକ୍ଷ ୧୧ ହଜାର ୭୩୯ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୯୦ ଲକ୍ଷ ୬୭…

IPL-୧୪ର ଅବଶିଷ୍ଟ ମ୍ୟାଚ୍ ପାଇଁ ତାରିଖ ଘୋଷଣା! ୧୦ ଅକ୍ଟୋବରରେ ଫାଇନାଲ, ଜାଣନ୍ତୁ କେବେ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ ବା IPLର ପ୍ରଶଂସକମାନଙ୍କ ଆସିଛି ଖୁସି ଖବର । ଖବର ମିଳିଛି କି, କରୋନା ପାଇଁ ବନ୍ଦ ହୋଇଥିବା ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚଗୁଡିକ ୟୁଏଇରେ ଖେଳାଯିବ । ପୂର୍ବରୁ ଖବର ମିଳିଥିଲା…

ବେଡ୍ ନମିଳିବାରୁ ମା’ଙ୍କ ମୃତ୍ୟୁ: ପିଏମ କେୟାରରେ ୨.୫ ଲକ୍ଷ ଦାନ କରିଥିବା ବ୍ୟକ୍ତି ପଚାରିଲେ- ‘ବେଡ୍ ପାଇଁ ମୋତେ ଆଉ କେତେ ଦେବାକୁ ପଡିବ?’

ଅହମ୍ମଦାବାଦ: ସମଗ୍ର ଦେଶରେ କରୋନା ସଙ୍କଟ କାଳରେ ବେଡ, ଅକ୍ସିଜେନ୍ ଓ ଔଷଧ ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଛି । ଦେଶକୁ ସଙ୍କଟରୁ ଉଦ୍ଧାର କରିବା ପାଇଁ ଲୋକମାନେ ପିଏମ ଫଣ୍ଡରେ ଦାନ କରିବାରେ ଲାଗିଛନ୍ତି । ସେହିପରି…

ଖୁସି ଖବର: ଓଡ଼ିଶାରୁ ଆଜି ୧୧, ୭୬୯ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୭୬୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

କେଉଁଠି ଲ୍ୟାଣ୍ଡଫଲ କରିବ ବାତ୍ୟା ‘ୟଶ’? ଜାଣନ୍ତୁ କ’ଣ କହିଲେ ଏସଆରସି

ଭୁବନେଶ୍ୱର(ଓଡିଶା ଭାସ୍କର): ଆଗାମୀ ୬ ଘଣ୍ଟାରେ ଅତି ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବାକୁ ଯାଉଛି ‘ୟଶ’ । କାଲି ଭୋର ସମୟରେ ବାତ୍ୟା ‘ୟଶ’ ଧାମରା ବନ୍ଦର ନିକଟତର ହେବ ବୋଲି ଆଶଙ୍କା କରାଯାଉଛି । ବାତ୍ୟା ନେଇ…

କାଲି ଭୋରରେ ଲ୍ୟାଣ୍ଡଫଲ କରିପାରେ ‘ୟଶ’, ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ଭୁବନେଶ୍ୱର(ଓଡିଶା ଭାସ୍କର): ଆଗାମୀ ୬ ଘଣ୍ଟାରେ ଅତି ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବାକୁ ଯାଉଛି ‘ୟଶ’ । କାଲି ଭୋର ସମୟରେ ବାତ୍ୟା ‘ୟଶ’ ଧାମରା ବନ୍ଦର ନିକଟତର ହେବ ବୋଲି ଆଶଙ୍କା କରାଯାଉଛି । ଆସନ୍ତାକାଲି ଭୋରରୁ…

ଭୁବନେଶ୍ୱରରୁ ଆଜି ୧୦୬୨ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ଆଜି ୧୦୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୨ ଜଣ…

ଓଡିଶାରେ କରୋନା ନେଲା ୩୩ ଜୀବନ, ଜାଣନ୍ତୁ କେଉଁଠୁ?

ଭୁବନେଶ୍ୱର(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଦ୍ୱିତୀୟ ଲହରର ଏହା ସର୍ବକାଳୀନ ରେକର୍ଡ…

ଓଡିଶାରେ ଆଜି ୧୦,୯୩୯ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୦ ହଜାର ୯୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୧୭୮ ଜଣ ଓ…

ଆସିଲା କି କରୋନାର ତୃତୀୟ ଲହର? କେବଳ ଜୟପୁରରେ ୧୦ ହଜାରରୁ ଅଧିକ ଶିଶୁ ପଜିଟିଭ୍‌

ଜୟପୁର: କରୋନାର ତୃତୀୟ ଲହରରେ ପିଲାମାନେ ପ୍ରଭାବିତ ହେବେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି କି, କ’ଣ କରୋନାର ତୃତୀୟ ଲହର ଆସିଗଲାଣି କି? କାରଣ ରାଜସ୍ଥାନରେ ଅପ୍ରେଲ ଓ ମେ’ ମାସରେ ବହୁ…