fbpx
BSKY
BJD SHG SKY
BJD YOUTH SKY

ହାଇଦ୍ରାବାଦର ଏହି ଯୁବତୀଙ୍କୁ ମାଇକ୍ରୋସଫ୍ଟରୁ ମିଳିଲା ୨ କୋଟିର ପ୍ୟାକେଜ୍‌, ପଢା ଶେଷ ହେବା ମାତ୍ରେ ଚାକିରି

ହାଇଦ୍ରାବାଦ: ହାଇଦ୍ରାବାଦର ନରକୁତି ଦୀପ୍ତି ମାଇକ୍ରୋସଫ୍ଟରେ ବାର୍ଷିକ ୨ କୋଟି ଟଙ୍କା ଦରମାରେ ଚାକିରି ପାଇଛନ୍ତି । ହାଇଦ୍ରାବାଦର ଦୀପ୍ତି ନିକଟରେ ମଲ୍ଟିନ୍ୟାସନାଲ ଟେକ ଦିଗଜ୍ଜ ମାଇକୋସଫ୍ଟରେ ଏକ ଇଞ୍ଜିନିୟର ଭାବେ…

ଭୁଲବଶତଃ ଦୋଷୀ ସାବ୍ୟସ୍ତ ହୋଇ ୩୧ ବର୍ଷ ଜେଲଦଣ୍ଡ ଭୋଗିଲେ US ବ୍ରଦର୍ସ, ଏବେ ପାଇଲେ ୭୫ ମିଲିୟନ ପୁରସ୍କାର

ୱାଶିଂଟନ୍‌: ଉତ୍ତର କାରୋଲିନା ଫେଡେରାଲ ନାଗରିକ ଅଧିକାର ମାମଲାର ଏକ ଖଣ୍ଡପୀଠ ଦୁଇ ୟୁଏସ ବ୍ରଦର୍ସଙ୍କୁ ୭୫ ମିଲିୟନ ଡଲାର ପ୍ରଦାନ କରିଛି । କୁହାଯାଉଛି ଯେ, ସେମାନଙ୍କୁ ଭୁଲବଶତଃ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।…

ଓଡିଶାରେ କୋଭିଡ ସମୀକ୍ଷା ପରେ କ’ଣ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ…

ଗରିବ ଲୋକଙ୍କୁ ୧୦ କିଲୋ ମାଗଣା ରାସନ ସହ ୪ଟି ବଡ ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: କରୋନାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୪ଟି ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, କରୋନା ଯୋଗୁଁ ସାଧାରଣ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି ।…

ଖୁସି ଖବର : ଓଡ଼ିଶାରେ ଆଜି ୧୦,୨୪୨ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୮।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦,୨୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଭୁବନେଶ୍ୱରରୁ ଆଜି ୧୧୫୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୮ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୫୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ଓଡ଼ିଶାରେ ଆଜି ୧୦, ୩୨୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୧୮ ।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ତାଣ୍ଡବ ଜାରି ରହିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଲକଡାଉନ, ସଟଡାଉନ୍,…

ଆଇଏମଏର ପୂର୍ବତନ ସଭାପତି ଡାକ୍ତର କେକେ ଅଗ୍ରୱାଲଙ୍କ କରୋନାରେ ପରଲୋକ

ନୂଆଦିଲ୍ଲୀ: କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଥିବା ବେଳେ ମୃତ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ହାର୍ଟ କେୟାର୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି ଓ ଆଏମଏର ପୂର୍ବତନ ସଭାପତି ପଦ୍ମଶ୍ରୀ ଡାକ୍ତର କେକେ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୪ ଲକ୍ଷ ୩ ହଜାର ପାର

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୩ ହଜାର ୯୯୪ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୪୨ ଲକ୍ଷ ୬୨…

ପଞ୍ଚାୟତ ନିର୍ବାଚନ ଡ୍ୟୁଟି ବେଳେ କରୋନା ନେଲା ୧୬୨୧ ଶିକ୍ଷା କର୍ମଚାରୀଙ୍କ ଜୀବନ, ଲିଷ୍ଟ ଜାରି

ଲକ୍ଷ୍ନୌ : କରୋନା ମହାମାରୀ ହୁ ହୁ ହୋଇ ମାଡିଚାଲିଥିବା ବେଳେ ଅନେକ ଲୋକଙ୍କର ଜୀବନ ଯାଉଛି । ଏହାରି ମଧ୍ୟରେ ଉତ୍ତର ପ୍ରଦେଶର ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରୁଥିବା ବେଳେ କରୋନାରେ ସଂକ୍ରମିତ ଶିକ୍ଷା କର୍ମଚାରୀଙ୍କ…