୧୦୭୫ ବର୍ଷ ପରେ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ: ଖାଲି ଆଖିରେ ବି ଦେଖିପାରିବେ

ନୂଆଦିଲ୍ଲୀ: ଏହି ସପ୍ତାହରେ ବ୍ରହ୍ମାଣ୍ଡରେ ଅତ୍ୟନ୍ତ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି । ଯାହାକୁ ଖୋଲା ଆଖିରେ ଦେଖା ଯାଇପାରିବ । ଏହି ସପ୍ତାହରେ ଶନି, ମଙ୍ଗଳ, ଶୁକ୍ର ଏବଂ ବୃହସ୍ପତି କ୍ରମାଗତ ଭାବରେ ରହିବେ । ଏହା…

IPS ସ୍ତରରେ ଅଦଳବଦଳ: ଭୁବନେଶ୍ୱର ଡିସିପି ହେଲେ ପ୍ରତୀକ ସିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଇପିଏସ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହା ସହ ବଦଳିଯାଇଛନ୍ତି କଟକ ଓ ଭୁବନେଶ୍ୱର ଡିସିପି । କଟକର ନୂଆ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ…

ପ୍ରେମିକ ଆକାଉଣ୍ଟକୁ ୯୭ ଲକ୍ଷ ପଠାଇ ଯୁବତୀ ଗିରଫ: କଲେଜ ଟଙ୍କାକୁ ଫୋନ ପେ’ ଜରିଆରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୟଫ୍ରେଣ୍ଡ ପାଇଁ ୯୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଯୁବତୀ । ରାଜଧାନୀ ଉପକଣ୍ଠ ତମାଣ୍ଡେ ସ୍ଥିତ ଇଞ୍ଜିନିୟରିଂ କଲେଜର ଲେଡି ଆକାଉଣ୍ଟାଣ୍ଟଙ୍କୁ ଗିରଫ କରାଯାଇଛି ।…

ଭୁବନେଶ୍ୱରରେ ଅଘଟଣ: ଦିନ ଦ୍ୱିପହରେ ଯୁବତୀଙ୍କୁ ଅପହରଣ ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ଓ ଅପହରଣ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପହରରେ ଯୁବତୀଙ୍କୁ ଅପହରଣ କରିଥିବା ମାମଲା ସାମ୍ନାକୁ ଆସିଛି । ନୟାପଲ୍ଲୀ…

୫ରେ ଲଘୁଚାପ! କାଲି ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା: IMD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାରି ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର, ଯାହାଫଳରେ ତାତିରୁ ମିଳିପାରିବ ନିସ୍ତାର । ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ…

ତାତିରେ ସିଝୁଛି ଓଡ଼ିଶା: ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୩୯ ଡିଗ୍ରୀ ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ବି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ସର୍ବାଧିକ ୪୦.୪ ଡିଗ୍ରୀ…

ପ୍ରତିବର୍ଷ କୁଆଁରୀ ଝିଅଙ୍କୁ ବାହାହେଉଛନ୍ତି ଏହି ଦେଶର ରାଜା: ବିନା ପୋଷାକରେ ସମସ୍ତ ସାମ୍ନାରେ ନାଚନ୍ତି ଯୁବତୀ

ଦୁନିଆର ଅଧିକାଂଶ ଦେଶରେ ଗଣତନ୍ତ୍ର ସ୍ଥାପିତ ହୋଇଛି, କିନ୍ତୁ ଏବେ ବି କିଛି ଦେଶ ଅଛି ଯେଉଁଠାରେ ଆଜି ବି ରାଜତନ୍ତ୍ର ଅଛି ଓ ରାଜାମାନେ ଶାସନ କରୁଛନ୍ତି । ଏହି ରାଜାମାନେ ପ୍ରତିଟି କାମ ନିଜ ଇଛାରେ କରନ୍ତି ଓ…

ମେ’ ମାସରେ ଅଧାଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଆରବିଆଇର ଛୁଟି ଲିଷ୍ଟ୍

ନୂଆଦିଲ୍ଲୀ: ଏପ୍ରିଲ ମାସ ଶେଷ ହେବାକୁ ଯାଉଛି ଓ ଆଉ ଗୋଟିଏ ଦିନ ପରେ ମେ’ ମାସ ଆରମ୍ଭ ହୋଇଯିବ । ମେ’ ମାସରେ ଯଦି ଆପଣଙ୍କର ବ୍ୟାଙ୍କ ସହ ଜଡ଼ିତ କିଛି କାମ ଅଛି, ତେବେ ଛୁଟି ଲିଷ୍ଟ ଅବଶ୍ୟ ଦେଖନ୍ତୁ । ଫଳରେ ଆପଣଙ୍କୁ…

ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟ! ଫଟୋ ସେୟାର କଲା ନାସା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟ, ଏହା ବିଶ୍ୱାସ ନହେଲେ ବି ସତ । ନିକଟରେ ନାସା ଦ୍ୱାରା ଏମିତି ଏକ ଫଟୋ ସେୟାର କରାଯାଇଛି । ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି । ନାସା ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ…

ପୁଣି ମହଙ୍ଗା ହେଲା ସିଏନଜି: ଏହି ସହରରେ ୨୪ ଦିନରେ ୪ଥର ବଢ଼ିଲା ରେଟ୍, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଗତ କିଛିଦିନ ହେବ ସ୍ଥିର ଥିବା ବେଳେ ସିଏନଜି ରେଟ୍ ଲଗାତାର ବଢ଼ିବାରେ ଲାଗିଛି । ଫଳରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ବୋଝ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ରର ପୁଣେ ସହରରେ ସିଏନଜି…