ଶୀତଦିନେ ଖାଆନ୍ତୁ ଫୁଲକୋବି, ଜାଣନ୍ତୁ ଫାଇଦା

ଫୁଲକୋବି ଖାଇବା ଯେମିତି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ଶୀତଦିନେ ଫୁଲକୋବି ଖାଇବା ନିହାତି ଦରକାର । କାରଣ ଏହା ଖାଇବା ଦ୍ୱାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ । ଆସନ୍ତୁ…

ଦକ୍ଷିଣ ଆଫ୍ରିକାରୁ ଆସିଥିବା ୨ ବ୍ୟକ୍ତି କରୋନା ପଜିଟିଭ୍, ବଢ଼ିଲା ନୂଆ ଭାରିଆଣ୍ଟର ବିପଦ

କର୍ଣ୍ଣାଟକ: କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରୋନ’ ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୯୪ ଲୋକଙ୍କର କୋଭିଡ ଯାଞ୍ଚ ହୋଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ରିପୋର୍ଟ ପଜିଟିଭ…

ଶସ୍ତା ହୋଇପାରେ ଏଲପିଜି ସିଲିଣ୍ଡର, ୧ ଡିସେମ୍ବରରୁ ବଦଳିଯିବ ଏହି ନିୟମ

ନୂଆଦିଲ୍ଲୀ : ନଭେମ୍ବର ମାସ ଶେଷ ହେବାକୁ ଯାଉଛି, ଯାହା ସହିତ ସାଧାରଣ ଲୋକଙ୍କ ଜୀବନ ସହିତ ଜଡିତ କିଛି ନିୟମ ମଧ୍ୟ ବଦଳିଯିବ । ନୂଆ ମାସରେ ଏଲପିଜି ସିଲିଣ୍ଡର ମୂଲ୍ୟ ବଦଳିପାରେ । ଏହା ବ୍ୟତୀତ ବ୍ୟାଙ୍କିଙ୍ଗ୍ ଓ…

ଆପଣଙ୍କୁ କମ୍ ରାସନ ଦେଉଛନ୍ତି କି ଡିଲର୍? ତେବେ ଏହି ନମ୍ବରରେ କରନ୍ତୁ ଅଭିଯୋଗ

ନୂଆଦିଲ୍ଲୀ : ରାସନ କାର୍ଡ ଏପରି ଏକ ଡକ୍ୟୁମେଣ୍ଟ, ଯାହା ଜରିଆରେ ଆପଣଙ୍କୁ ଶସ୍ତାରେ ରାସନ ମିଳିଯାଏ । କିନ୍ତୁ ଅନେକଥର ଦେଖିବାକୁ ମିଳିଥାଏ କି, ଡିଲରମାନେ ରାସନକାର୍ଡଧାରୀଙ୍କୁ ରାସନ ଦେବାକୁ ମନା କରନ୍ତି ବା…

ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲୁଗାଁରେ ପିକନିକ ଗାଡ଼ି ଦୁର୍ଘଟଣାରେ ରଙ୍ଗେଇଲୁଣ୍ଡାର ୩ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଶୋକପ୍ରକାଶ କରିବା ସହିତ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

‘ଓମିକ୍ରନ’ ଭାରିଆଣ୍ଟ ଆଶଙ୍କାରେ ଓଡ଼ିଶା ସରକାରଙ୍କ ଚିନ୍ତା, ଆସୁଛି ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ଟିକେ କମି ଆସିଲା ବେଳକୁ ପୁଣି ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇଛି । ଏହି ନୂଆ ଭାରିଆଣ୍ଟକୁ ‘ଓମିକ୍ରନ’ ନାଁରେ ନାମିତ କରାଯାଇଛି । କୋଭିଡର ଓମିକ୍ରନ ଭାରିଆଣ୍ଟ ନେଇ ଚିନ୍ତା…

ସମବାୟ ସମିତି ସମ୍ପାଦକ ନିଲମ୍ବିତ, ଜାଣନ୍ତୁ କାରଣ

ଜୟପାଟଣା(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ଜୟପାଟଣାର ରଣମାଲ ସମବାୟ ସମିତି ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଛି । ସମ୍ପାଦକ ଯୁବରାଜ ବାଗଙ୍କୁ ନିଲମ୍ବନ କରିଛନ୍ତି ଧର୍ମଗଡ଼ ଏଆରସିଏସ । ଯୁବରାଜଙ୍କ ଦାୟିତ୍ୱହୀତନା…

ସ୍ମାର୍ଟ ସେବାରେ ଆଜିଠୁ ଯୋଡ଼ିହେଲା କୋରାପୁଟ

କୋରାପୁଟ(ଓଡ଼ିଶା ଭାସ୍କର): ବିଏସକେୟାର ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଆଜିଠାରୁ ଯୋଡ଼ି ହୋଇଛି କୋରାପୁଟ ଜିଲ୍ଲା । ଭିସି ଜରିଆରେ ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଏବେ ବିନା ଟିକେଟରେ ବି କରିପାରିବେ ଟ୍ରେନ୍ ଯାତ୍ରା, ଜାଣନ୍ତୁ ରେଲୱେର ଖାସ୍ ନିୟମ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ରହିଛି ବଡ଼ ଖବର । ଏବେ ଆପଣ ଟ୍ରେନରେ ବିନା ରିଜର୍ଭେସନରେ ବି ଯାତ୍ରା କରିପାରିବେ । ଏବେ ଯଦି ଆପଣଙ୍କୁ ଅଚାନକ୍ ଯାତ୍ରା କରିବାକୁ ପଡୁଛି, ତେବେ ଚିନ୍ତା କରିବାର…

ରାଜ୍ୟରୁ ପୁଣି ୨୬୪ ପଜିଟିଭ୍ ଚିହ୍ନଟ, ୩ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…