ଆନ୍ଧ୍ରରେ ଟ୍ରେନ୍ ଦୁର୍ଘଟଣା: ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ସୂଚନା

ଅମରାବତୀ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲାମ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ କୋଣାର୍କ ଏକ୍ସପ୍ରେସ ଦୁର୍ଘଟଣାରେ ୬ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟରାର ମୃତକଙ୍କ ମଧ୍ୟରୁ ୩ ଜଣଙ୍କର ପରିଚୟ ମିଳିଛି ବୋଲି…

ଭାରତରେ XE ଭାରିଆଣ୍ଟ ଆଣିପାରେ ଚତୁର୍ଥ ଲହର! ଏହି ଲକ୍ଷଣକୁ କରନ୍ତୁ ଚିହ୍ନଟ

ନୂଆଦିଲ୍ଲୀ: ଅନେକ ଦେଶରେ କରୋନାର ନୂଆ ଭାରିଆଣ୍ଟ XE ହଇଚଇ ସୃଷ୍ଟି କରିଛି । ଏବେ ଏହି ଭାରିଆଣ୍ଟର ରୋଗୀ ଆମ ଦେଶର ଗୁଜରାଟ ଓ ମୁମ୍ବାଇରେ ବି ଦେଖିବାକୁ ମିଳିଛି । କାହିଁକି ନା ମୁମ୍ବାଇରେ ପୁଣିଥରେ XE ଭାରିଆଣ୍ଟରେ…

ଦେଶରେ ପ୍ରଥମ ଘଟଣା: ବିଚ୍ ରାସ୍ତାରେ ୨୦ଟି ଇଲେକ୍ଟ୍ରିକ ସ୍କୁଟିରେ ଲାଗିଲା ନିଆଁ

ନାସିକ: ଦେଶରେ ଆଜିକାଳି ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି । ଏପରି ପରିସ୍ଥିତିରେ ଲୋକମାନେ ଇଲେକ୍ଟ୍ରିକ୍ ଗାଡ଼ି ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି । ଏଥିରେ ଇଲେକ୍ଟ୍ରିକ ସ୍କୁଟି ବି ସାମିଲ ରହିଛି ।…

ଜଗିଥିଲା କାଳ: ଟ୍ରେନରୁ ଓହ୍ଲାଇ ଦୌଡ଼ୁଥିବା ବେଳେ ମାଡ଼ିଗଲା କୋଣାର୍କ ଏକ୍ସପ୍ରେସ, ୬ ମୃତ

ଅମରାବତୀ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲାମ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ କୋଣାର୍କ ଏକ୍ସପ୍ରେସ ଧକ୍କାରେ ୬ ଲୋକଙ୍କର ମୃତ୍ୟୁ ଘଟିଛି । ପୋଲିସ ସୂତ୍ରରୁ ଏହାର ସୂଚନା ମିଳିଛି । ପୋଲିସର କହିବା ମୁତାବକ, ଗାଆହାଟି…

ଫେରିଲା କରୋନା! ଭାଇରସ୍ କବଜାରେ ଛାତ୍ରଛାତ୍ରୀ: ୪ଟି ସ୍କୁଲରେ ୧୯ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଏନସିଆର ୩ଟି ସ୍କୁଲରେ କରୋନା ପଜିଟିଭ ମାମଲା ଚିହ୍ନଟ ପରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ଗାଜିଆବାଦ ଓ ନୋଏଡ଼ାର ୨-୨ଟି ସ୍କୁଲରେ କରୋନାର ପ୍ରାୟ ୧୯ଟି କେସ୍ ମିଳିଛି । ଏଥିରେ ଅଧିକାଂଶ ମାମଲା…

କେନ୍ଦୁଝରରେ ସମସ୍ତ ଇଣ୍ଟରନେଟ୍ ସେବା ବନ୍ଦ, ଜାଣନ୍ତୁ କାହିଁକି

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝରରେ ସମସ୍ତ ନେଟୱର୍କର ଇଣ୍ଟରନେଟ ସେବା ବନ୍ଦ ରହିଛି । ଯୋଡ଼ାରେ ୨ ଗୋଷ୍ଠୀ ଗଣ୍ଡଗୋଳରୁ ଉତ୍ତେଜନା ଜାରି ରହିଛି, ଯାହାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଥିବା…

ଭୁବନେଶ୍ୱରରେ ଛାତ୍ରଙ୍କୁ ଯୌନ ନିର୍ଯ୍ୟାତନା, ୩ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ୩ ଅଭିଯୁକ୍ତଙ୍କୂ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ସେହି…

ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଲେ ଓଡ଼ିଶା ସରକାର: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆଇପିଏସ ଲଳିତ ଦାସଙ୍କର ଆଜି ବଦଳି କରିଛନ୍ତି ଓଡ଼ିଶା ରାଜ୍ୟ ସରକାର । ଏଡିଜି ଆର.ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।…

ରେପ୍ ପରେ ନାବାଳିକାର ହତ୍ୟା, ପୋଷ୍ଟମର୍ଟମ ନକରି ଜବରଦସ୍ତ କରାଇଲେ ଅନ୍ତିମ ସଂସ୍କାର

କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଜଣେ ନାବାଳିକାଙ୍କର ଗଣଦୁର୍ଷ୍କମ ପରେ ମୃତ୍ୟୁ ଘଟିଛି । ପୋଲସିସର କହିବା ମୁତାବକ, ଅଭିଯୋଗ ହୋଇଛି କି ହଂସଖାଳୀ ନାମକ ସ୍ଥାନରେ ଏକ ଜନ୍ମଦିନ ଉତ୍ସବ ସମୟରେ ନାବାଳିକା ସହ…

ଉଠବସ୍ କରିବାରୁ ୭ଛାତ୍ରୀ ଅସୁସ୍ଥ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଟଣାଗଡ଼ର ଏକ ସ୍କୁଲରେ ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ଛାତ୍ରୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ…