ଟଙ୍କା ବାଣ୍ଟିବା ଅଭିଯୋଗ: ବଲାଙ୍ଗିରରେ ବିଧାୟକଙ୍କ ଭାଇକୁ ମାଡ଼

ବଲାଙ୍ଗିର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ଚାଲିଥିବା ପରେ ବଲାଙ୍ଗିରରେ ଘଟିଯାଇଛି ଏକ ଅଘଟଣ । ଟଙ୍କା ବାଣ୍ଟିବା ଅଭିଯୋଗରେ ବିଧାୟକଙ୍କ ଭାଇକୁ ହୋଇଛି ମାଡ଼ । ପାଟଣାଗଡ଼ ବିଧାୟକ ସରୋଜ ମୋହେରଙ୍କ ଭାଇ ପ୍ରଦୀପ…

ପୌର ନିର୍ବାଚନ: ୧୧ଟା ସୁଦ୍ଧା ୨୧% ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ୧୧ଟା ସୁଦ୍ଧା ୨୧% ମତଦାନ ହୋଇଛି । ୨୧% ମତଦାନ ନେଇ ଏସଇସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସକାଳ…

୧ ଏପ୍ରିଲରୁ ଘର କିଣିବା ମହଙ୍ଗା ପଡ଼ିବ: ୨୫ % ପର୍ଯ୍ୟନ୍ତ ବଢ଼ିବ ଦାମ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ନିଜ ସ୍ୱପ୍ନର ଘର କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ଖରାପ ଖବର । କାରଣ ଏପ୍ରିଲ ୧ରୁ ସେହି ଅଞ୍ଚଳରେ ଜାଗା କିଣିବା ମହଙ୍ଗା ହୋଇଯିବ, ଯେଉଁଠାରେ କଲେକ୍ଟରଙ୍କ…

୪,୫୬୩ ଟଙ୍କା ଶସ୍ତା ହେଲା ସୁନା: ଏବେ କେବଳ ୩୦,୨୦୮ ରେ କିଣି ଘରକୁ ନିଅନ୍ତୁ

ନୂଆଦିଲ୍ଲୀ: ଯଦି ଆପଣ ସୁନା ବା ସୁନାର ଗହଣା କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଜରୁରୀ ଖବର । ରୁଷ-ୟୁକ୍ରେନ ମଧ୍ୟରେ ଗତ ୨୮ ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ସମେତ ସାରା ବିଶ୍ୱରେ…

ପୌର ନିର୍ବାଚନ: ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ବିଏମସିର ୫୩ ନମ୍ବର ୱାର୍ଡରେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ବାହାରି ଭୋଟ କେନ୍ଦ୍ରକୁ ଚାଲି…

ପୌର ମତଦାନ ବେଳେ ଇଭିଏମ୍ ତ୍ରୁଟି: ମତଦାନ ବିଳମ୍ବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୂଆପଡ଼ାରେ ଭୋଟଦାନ ବିଳମ୍ବ ହୋଇଛି । ନୂଆପଡ଼ା ଏନଏସିର ୧୨ ନମ୍ବର…

ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ, ମୁଖ୍ୟମନ୍ତ୍ରୀ ଦେବେ ଭୋଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ୍ ଗ୍ରହଣ । ୩ଟି ମହାନଗର ନିଗମ, ୧୦୬ଟି ପୌର ପରିଷଦ ପାଇଁ ଚାଲିଛି ମତଦାନ । ମତଦାନ ସକାଳ ୮ଟାରୁ ଭୋଟଗ୍ରହର ଆରମ୍ଭ ହୋଇଥିବା ବେଳେ ଏହା…

‘ଗୋଟିଏ ରାତି ମୋ ସହ ଶୋଇଲେ ବିଜେପିରୁ ଟିକେଟ୍ ଦେବି’: BJP ନେତାଙ୍କ ଅଶ୍ଲୀଳ ଅଫର୍

ପନ୍ନା: ରାଜନୀତିର ଉପର ଦେଖିବା ଯେତେ ଭଲ, ଭିତର ସେତେ କଳୁଷିତ । ଦିନକୁ ଦିନ ରାଜନେତାଙ୍କର ଖରାପ କାର୍ଯ୍ୟକଳାପ ସାମ୍ନାକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏପରି ଏକ ଘଟଣା, ଯାହାକୁ ଶୁଣି…

୧୧% ବଢ଼ିଲା ମହଙ୍ଗା ଭତ୍ତା: ଜାଣନ୍ତୁ ଏପ୍ରିଲରେ କେତେ ଦରମା ପାଇବେ ସରକାରୀ କର୍ମଚାରୀ?

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସିଖବର । ମହଙ୍ଗା ଭତ୍ତାକୁ ୧୧ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର, ଯାହାକି ଏପ୍ରିଲ ୨୦୨୨ରୁ ମିଳିବ । ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ…

ଆଜି ପୌର ନିର୍ବାଚନ: ୬୪୧୧ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ପ୍ରତମଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପାଇଁ ହେଉଛି ପ୍ରତ୍ୟେକ୍ଷ ମତଦାନ । ୪୭ଟି…