ବିୟର ପିଇବାର ରହିଛି ଅନେକ ଫାଇଦା, ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ପାରାସିଟାମଲ ଅପେକ୍ଷା ଯନ୍ତ୍ରଣାରେ ବିୟରର ୨୫ ପ୍ରତିଶତ ଅଧିକ ଆରାମ ଦେଇଥାଏ ବୋଲି ଏକ ଅଧ୍ୟୟନରେ କୁହାଯାଇଛି । ବିୟରକୁ ପସନ୍ଦ କରୁଥିବା ଲୋକଙ୍କୁ ଏହି ଖବର ଖୁସି କରିପାରେ । ତେବେ ମୁଣ୍ଡବିନ୍ଧା ହେଉଥିବା ବେଳେ ଔଷଧ…

ମନୀଷ ମୃତ୍ୟୁ ମାମଲା: କନ୍ଧମାଳରେ ୨ ଯୁବକଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ଘଟଣାରେ କନ୍ଧମାଳରେ ୨ ଜଣ ଯୁବକ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ପୂର୍ବରୁ ଅନ୍ୟ ୨ ସହଯୋଗୀଙ୍କୁ ପୋଲିସ…

ଦୁର୍ଗାଷ୍ଟମୀରେ ମା’ଙ୍କ କୃପା ପାଇବାକୁ ଚାହାଁନ୍ତି କି? ତେବେ କରନ୍ତୁ ଏହି ଉପାୟ

ଶାରଦୀୟ ଦୁର୍ଗାପୂଜାର ଆଜି ଅଷ୍ଟମୀର ତିଥିରେ ମା’ ଦୁର୍ଗାଙ୍କ ୮ମ ସ୍ୱରୂପ ତଥା ମା' ମହାଗୌରୀଙ୍କ ପୂଜା କରାଯାଉଛି । କୁହାଯାଏ ଯେ, ମା ମହାଗୌରୀ ପ୍ରସନ୍ନ ହେଲେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ କରିବା ସହିତ ପାପର…

କରୋନା ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କାର ସହାୟତା, ଚନ୍ନିଙ୍କ ନିଷ୍ପତ୍ତି

ଚଣ୍ଡିଗଡ଼: ଦେଶରେ ଏବେ କରୋନାର ପ୍ରଭାବ ଜାରି ରହିଥିବା ବେଳେ ପଞ୍ଜାବରେ ବର୍ତ୍ତମାନ ସୁଦ୍ଧା ୧୬,୫୩୧ ଜଣଙ୍କର ମୃତ୍ୟୁ ହୋଇଛି । ଦ୍ୱିତୀୟ ଲହର ଯୋଗୁଁ ଅନେକ ଲୋକେ କମ୍ ସମୟରେ ହିଁ ଜୀବନ ହରାଇଛନ୍ତି । ଏବେ କରୋନା…

ବଡ଼ ନିଷ୍ପତ୍ତି: ୧୮ରୁ ପୂର୍ଣ୍ଣ କ୍ଷମତାରେ ଉଡ଼ିବ ବିମାନ

ନୂଆଦିଲ୍ଲୀ: କରୋନା ମାମଲା ହ୍ରାସ ପାଉଥିବା ବେଳେ ବିମାନ ଉଡ଼ାଣର କ୍ଷମତାକୁ ନେଇ ନିଆଯାଇଛି ବଡ଼ ନିଷ୍ପତ୍ତି । ଏଣିକି ସମ୍ପୂର୍ଣ୍ଣ କ୍ଷମତା ସହିତ ଉଡ଼ିବ ବିମାନ । ଅକ୍ଟୋବର ୧୮ ତାରିଖରୁ ସବୁ ଯାତ୍ରୀବାହୀ ବିମାନ ଚଳାଚଳ…

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସରେ ଲାଗିଗଲା ନିଆଁ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ରେ ଆଜି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ସଚିବାଳୟର ୧୪ ତମ ମହଲାରେ ନିଆଁ ଲାଗିଯିବା ପରେ ତାହାକୁ ଏବେ ବନ୍ଦ କରାଯାଇଛି । ୧୪ତମ…

୬ ବର୍ଷର ପିଲାକୁ ଝାମ୍ପିନେଲା କଲରାପତରିଆ ବାଘ

ରାଇଘର(ଓଡ଼ିଶା ଭାସ୍କର) : କଲାରାପତରିଆ ବାଘ ଆକ୍ରମଣରେ ୬ ବର୍ଷର ଜଣେ ପିଲାର ମୃତ୍ୟୁ ହୋଇଛି । ସେ ପରିବାର ସହିତ ନବରଙ୍ଗପୁର ରାଇଘର ବ୍ଲକ ରାଇଘର ତୁରୁଡିହି ଗାଁରୁ ଛତିଶଗଡ଼ ଯାଇଥିବା ବେଳେ ଘଟିଥିଲା ଏଭଳି ଏକ ଅଭାବନୀୟ…

ଶନିଦୋଷରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ନବରାତ୍ରିର ସପ୍ତମୀରେ କରନ୍ତୁ କାଳରାତ୍ରୀଙ୍କ ପୂଜା

ହିନ୍ଦୁଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଛି । ଶାରଦୀୟ ନବରାତ୍ରିର ବ୍ରତର ପର୍ବ ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷର ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ । ନବରାତ୍ରୀର ୯ ଦିନ ମଧ୍ୟରେ ମା ଦୁର୍ଗାଙ୍କ ଅଲଗା…

ସାମ୍ନାକୁ ଆସିଲା ମନୀଷଙ୍କ ପୋଷ୍ଟମର୍ଟମ ରିପୋର୍ଟ; ଜଣେ ଅଟକ, କାର୍ ଠାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ମୃତ୍ୟୁ ହୋଇଥିବା…

ବଡ଼ ଖବର: ୨ରୁ ୧୮ ବର୍ଷର ପିଲାଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: କରୋନାର ମୁକାବିଲା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଟିକାକରଣକୁ ନେଇ ଆସିଛି ବଡ଼ ଖବର । ଏଣିକି ୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯିବ କରୋନା ଟିକା । ପିଲାଙ୍କୁ କରୋନା…