୨ ଛାତ୍ରଙ୍କ ଆକାଉଣ୍ଟକୁ ୯୦୦ କୋଟି ଆସିବା ଘଟଣାରେ ନୂଆ ମୋଡ଼! ଡିଏମଙ୍କୁ ଏପରି ରିପୋର୍ଟ ଦେଲା ବ୍ୟାଙ୍କ

ନୂଆଦିଲ୍ଲୀ: ରାତାରାତି କାଗଜରେ କୋଟିପତି ହୋଇଥିବା ୨ ଛାତ୍ର ଗୁରୁଚରଣ ଓ ଅସିତ କୁମାରଙ୍କ ମାମଲାରେ ଆସିଛି ନୂଆ ମୋଡ଼ । ୨ ଛାତ୍ରଙ୍କ ଆକାଉଣ୍ଟକୁ ପ୍ରାୟ ୯୦୦ କୋଟି ଟଙ୍କା ଆସିବା ପରେ ବିହାର କୋଟିହାର, ପସ୍ତିଆ ଗାଁ ଖୁବ…

ହୀରାକୁଦର ଆଉ ୬ଟି ଗେଟ୍ ବନ୍ଦ

ସମ୍ବଲପୁର(ଓଡ଼ିଶା ଭାସ୍କର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମୁଥିବାରୁ ଧିରେ ଧିରେ ଡ୍ୟାମର ଗେଟ୍ କରାଯାଉଛି । ଖୋଲାଥିବା ୨୪ଟି ଗେଟରୁ ପୁଣି ୬ଟି ଗେଟକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ୧୮ଟି ଗେଟ୍ ଦେଇ ଜଳ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆସନ୍ତା ୧୨ ଘଣ୍ଟାରେ ଉତ୍ତର ଓଡ଼ିଶା ଛୁଇଁବା ସମ୍ଭାବନା: ୧୯ ଓ ୨୦ ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଚିଠି…

ଭୁବନେଶ୍ୱର,(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ଓ ଏହାର ସଂଲଗ୍ନ ଉତ୍ତର ପୂର୍ବାଞ୍ଚଳରେ ରହିଛି । ସମୁଦ୍ର ପତନଠାରୁ ଏହାର ୫.୮ କିଲୋମିଟର ଉପରେ ରହିଛି । ଏହି…

ବାହାଘର ପରେ କାହିଁକି ବଢ଼ିଥାଏ ପାର୍ଟନରର ଓଜନ, ଜାଣନ୍ତୁ କାରଣ!

ବାହାଘର ପରେ ସାଧାରଣତଃ ଲୋକଙ୍କ ଶାରୀରିକ ରୂପରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ । ପ୍ରାୟତଃ ୧୦ ଜଣଙ୍କ ମଧ୍ୟରୁ ୭ ଦମ୍ପତିଙ୍କଠାରେ ଏପରି ସମସ୍ୟା ଦେଖାଦେଇଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ବାହାଘରରୁ ପ୍ରଥମ…

ରାଜ୍ୟରେ ପୁଣି ୬୯୫ ପଜିଟିଭ, ୮୩ ଶିଶୁ ସଂକ୍ରମିତ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ସ୍କିନ୍ ସମସ୍ୟା ପାଇଁ ‘ଫିଟିକିରି’ ହେଉଛି ରାମବାଣ ସଦୃଶ୍ୟ, ଜାଣନ୍ତୁ ଏହାର ଫାଇଦା

ପ୍ରାୟତଃ ପ୍ରତ୍ୟେକ ଘରେ ଫିଟକରୀ ବ୍ୟବହୃତ ହୋଇଥାଏ । ଫିଟିକିରିର ୨ଟି ରଙ୍ଗ ରହିଛି, ଗୋଟିଏ ଲାଲ ତ ଅନ୍ୟ ଟି ଧଳା । ଏହାକୁ ଏକ ପ୍ରକାର ଆଣ୍ଟି-ବ୍ୟାକ୍ଟେରିଆଲ୍ କୁହାଯାଏ । ଏହାକୁ ଅନେକ ପ୍ରକାରର ସମସ୍ୟାର ସମାଧାନ…

ଏହି ଦେଶରେ ଟ୍ରକ୍ ଚାଳକଙ୍କ ଦରମା ୭୨ ଲକ୍ଷରୁ ଅଧିକ, ୨ ଦିନର ଛୁଟି ସହିତ ଦିଆଯାଉଛି ବୋନସ୍

ଲଣ୍ଡନ: ଭାରତରେ ପାଠପଢ଼ି ଡାକ୍ତର ବା ଇଞ୍ଜିନିୟର ମାନେ ଯେତିକି ଟଙ୍କା ରୋଜଗାର କରୁନାହାନ୍ତି, ତାଠାରୁ ଅଧିକ ଏକ ଦେଶର ଡ୍ରାଇଭରମାନେ ରୋଜଗାର କରୁଛନ୍ତି । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ବ୍ରିଟେନର…

ପୁଣି ବଢ଼ିଲା ପାନ୍-ଆଧାର ଲିଙ୍କ କରିବାର ଅବଧି, ଜାଣନ୍ତୁ କେତେ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି?

ନୂଆଦିଲ୍ଲୀ: ଆଧାର କାର୍ଡକୁ ପାନ୍ କାର୍ଡ ସହିତ ଲିଙ୍କ କରିବାର ଅବଧିକୁ ସରକାର ପୁଣି ଥରେ ବଢ଼ାଇଦେଇଛନ୍ତି । ଏବେ ଆପଣ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଆଧାରକୁ ପାନ୍ ସହିତ ଲିଙ୍କ କରିପାରିବେ । ଆୟଗର ବିଭାଗ ପକ୍ଷରୁ…

ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଧିରେ ଧିରେ କମିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର କମୁଥିବାରୁ ହୀରାକୁଦ ଡ୍ୟାମର ୪ଟି ଗେଟକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ…

କନ୍ୟା ରାଶିରେ ଆଜି ସୂର୍ଯ୍ୟଙ୍କ ପ୍ରବେଶ, ଜାଣନ୍ତୁ ଅନ୍ୟ ରାଶିରେ କିପରି ରହିବ ପ୍ରଭାବ

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ସୂର୍ଯ୍ୟ ଆଜି ରାଶି ପରିବର୍ତ୍ତନ କରି କନ୍ୟା ରାଶିରେ ପ୍ରବେଶ କରିବେ । କନ୍ୟା ସୂର୍ଯ୍ୟଙ୍କ ମିତ୍ର ରାଶି ହୋଇଥିବାରୁ ଏହାର ପ୍ରଭାବ ଅନ୍ୟ ରାଶି…