ଗାଡ଼ି ଚଳାନ୍ତୁ ବା କାର୍, ସାଙ୍ଗରେ ନେଇଯାଆନ୍ତୁ ଏହି ସାର୍ଟିଫିକେଟ୍; ନହେଲେ ଗଣିବେ ୧୦,୦୦୦ ଟଙ୍କାର ଜୋରିମାନା

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀ, ଏନସିଆରର ଅବସ୍ଥା ବିପଦଜ୍ଜନକ ସ୍ଥିତିକୁ ଆସିଛି । ଦୀପାବଳିରେ ବାଣ ଫୁଟାଇବା ବ୍ୟାନ୍ ହେବା ପରେ ବି ଲୋକମାନେ ଅଧିକ ବାଣ ଫୁଟାଇଲେ, ଫଳରେ ଦିଲ୍ଲୀ-ଏନସିଆର ଧୂଆଁମୟ ହୋଇ ଏକ କଳା…

ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଏହି ସୁବିଧା କାଲିଠୁ ବନ୍ଦ, ଜାଣନ୍ତୁ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କଟକଣା ମଧ୍ୟ ଢ଼ିଲା ହୋଇଛି । କୋଭିଡ ସମୟରେ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ସୁବିଧା ଏବେ ବନ୍ଦ ହେବାକୁ ଯାଉଛି । ଏହି ସୁବିଧାଗୁଡ଼ିକ ୮ ନଭେମ୍ବର ଅର୍ଥାତ୍…

କାର୍ଯ୍ୟରେ ଅବହେଳା ଯୋଗୁଁ ରେଞ୍ଜର ନିଲମ୍ବିତ, ଡିଏଫଓଙ୍କ ସୂଚନା

କରଞ୍ଜିଆ(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ବଢ଼ିଚାଲିଥିବା ବେଳେ ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର । ଏହାରି ମଧ୍ୟରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଦୁଧିଆଳୀ ରେଞ୍ଜରଙ୍କୁ ନିଲମ୍ବିତ…

ଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ, ନିର୍ବାଚନକୁ ନେଇ ଚାଲିଛି ରଣନୀତି

ନୂଆଦିଲ୍ଲୀ: ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଏନଡିଏମସି କନଭେନସନ ସେଣ୍ଟରରେ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ୨୦୨୨ରେ ୫ ରାଜ୍ୟରେ ବେହାକୁ ଥିବା…

ଜିଓ ଗ୍ରାହକଙ୍କୁ ମାଗଣାରେ ମିଳିବ ୫ଜିବି ଡାଟା! ପାଇବାକୁ ଚାହୁଁଥିଲେ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଆଜିର ସମୟରେ ସମସ୍ତ କମ୍ପାନୀ ଅନେକ ପ୍ଲାନ ଯୋଗାଇଦେଉଛନ୍ତି, ଯାହାଫଳରେ ୟୁଜର୍ସମାନଙ୍କର ଫାଇଦା ହେବ । ରିଲାଏନ୍ସ ଜିଓ ମଧ୍ୟ ଏଭଳି ଏକ ପ୍ରାଇଭେଟ୍ ଟେଲିକମ୍ କମ୍ପାନୀ, ଯାହାକି ବହୁତ କମ୍ ସମୟରେ ଲୋକଙ୍କ…

୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୬ଟି ସହରର ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧିରେ ଧିରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ରାଜ୍ୟର ୬ଟି ସହରରର ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୯.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହର ହୋଇଛି ।…

ରାଜ୍ୟରୁ ପୁଣି ବାହାରିଲେ ୩୧୮ ପଜିଟିଭ୍, ୩ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀ…

ରେଲୱେର ନୂଆ ନିୟମ! ଟିକେଟ୍ ବୁକ୍ କରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍…

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଆସିଛି ଏକ ଜରୁରୀ ଖବର । ଏଣିକି ଟ୍ରେନ୍ ଟିକେଟ୍ ବୁକ୍ କରିବା ସମୟରେ ଆପଣଙ୍କୁ କିଛି ଖାସ୍ କୋଡ୍ ପ୍ରତି ଧ୍ୟାନ ଦେବାକୁ ପଡିବ । ନହେଲେ ପରେ ଆପଣ ଅବସୁବିଧାରେ ପଡିପାରନ୍ତି ।…

ପ୍ଲେନ୍ କ୍ରାସରେ ଲୋକପ୍ରିୟ ଗାୟିକା ମାରିଲିୟାଙ୍କ ମୃତ୍ୟୁ, ଦୁର୍ଘଟଣା ପୂର୍ବର ଭିଡିଓ ଏବେ ଭାଇରାଲ

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ବ୍ରାଜିଲର ଲୋକପ୍ରିୟ ଗାୟିକ ମାରିଲିଆ ମେଣ୍ଡୋଙ୍କାଙ୍କର ମୃତ୍ୟୁ ହୋଇଛି । ସେହି ବିମାନରେ ତାଙ୍କର ଜଣେ ମାମୁଁ, ମ୍ୟାନେଜର ଓ ସହକର୍ମୀ ମଧ୍ୟ ଉପସ୍ଥିତ ଥିଲେ ଓ ଦୁର୍ଘଟଣାରେ ସେମାନଙ୍କର…

ସାଧାରଣ ଲୋକଙ୍କ ପାଇଁ ଖୁସିଖବର: କମିଲା ବସ୍ ଭଡ଼ା, ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତେଲ ଦରକୁ ନେଇ ଚିନ୍ତା ଟିକେ କମିଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଆସିଛି ଆଉ ଏକ ଆଶ୍ୱସ୍ତିକର ଖବର । ତେଲ ଦର କମିବାରୁ ରାଜ୍ୟରେ ବସ୍ ଭଡ଼ା ମଧ୍ୟ କମିଛି । ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍…