ଦେଶରେ ୩୦ ହଜାର ତଳକୁ ଖସିଲା ସଂକ୍ରମଣ୍, ଆଜି ୪୧୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

୧୬୦ ଫୁଟ ଉଚ୍ଚରେ ଭିଡିଓ କରୁଥିଲେ ମହିଳା, ଖସିଗଲା ଗୋଡ଼

ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବାକୁ ଲୋକମାନେ କିଛି ଅଲଗା କରିବାକୁ ଚେଷ୍ଟା କରୁଛନ୍ତି । ଏହି ଚେଷ୍ଟାରେ ସେମାନେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି । ଏପରି କିଛି ଚୀନରେ ରହୁଥିବା ଜଣେ ଟିକ୍…

ପଣସ ମଞ୍ଜି ବଢ଼ାଏ ଇମ୍ୟୁନିଟି, ଏହାର ଜବରଦସ୍ତ ଫାଇଦା ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଅନେକ ଲୋକ ପଣସ ଖାଇବା ପସନ୍ଦ କରିଥାନ୍ତି । ପଣସକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖିଆଯାଏ । ପଣସ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ଅନେକ ଲାଭଦାୟକ । ଅନେକ ଲୋକ ପଣସ ଖାଇବା ପରେ ମଞ୍ଜିକୁ ଫୋପାଡିଦିଅନ୍ତି…

ଓଡ଼ିଶାରୁ ୬୦ ଜୀବନ ନେଲା ଘାତକ କରୋନା, ଆଜି ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ଯୁବକଙ୍କୁ ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଗୋବିନ୍ଦତଲା ଅଞ୍ଚଳରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।…

କାଲି ଆସୁଛି ଲଘୁଚାପ! ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ପ୍ରବଳ ଛେଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗୋପସାଗର ଓ ତାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ପ୍ରଭାବରେ ଆସନ୍ତାକାଲି ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ରାଜ୍ୟର ୬ଟି ଜିଲ୍ଲାରେ ବର୍ଷା ହେବାର…

ଆଜି ରାଜ୍ୟର ୨୯ ଜିଲ୍ଲାରେ ଟିକାଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଆଜି ରାଜ୍ୟର ୨୯ଟି ଜିଲ୍ଲାର ପ୍ରାୟ ୧୧୯୭ଟି କେନ୍ଦ୍ରରେ ଟିକାଦାନ ହେବ । କୋରାପୁଟ ଜିଲ୍ଲାରେ ଆଜି…

ହରିୟାଣାର ଯୁବକ କରିଦେଖାଇଲେ କମାଲ୍, ଗୁଗଲ ଦେଲା ୧.୮ କୋଟିର ଚାକିରି

ହରିୟାଣାର ଚରଖୀ ଜିଲ୍ଲାର ସମସପୁର ଗ୍ରାମର ଜିତେନ୍ଦ୍ର ଫୋଗାଟ(ଜିତୁ)ଙ୍କୁ ଗୁଗଲ ୧.୮ କୋଟି ପ୍ରତିବର୍ଷ ପ୍ୟାକେଜର ଚାକିରି ଦେଇଛି । ଯାହାକୁ ନେଇ ଖୁବ୍ ଖୁସି ଅଛନ୍ତି ଜିତେନ୍ଦ୍ର ଏବଂ ତାଙ୍କ ପରିବାର ଲୋକେ ।…

ପେଗାସସ୍ ସ୍ୱାଏଓୟାରର ଅନୁସନ୍ଧାନ କରିବାକୁ ପ୍ୟାନେଲ୍ ଗଠନ କଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ: ପେଗାସସ୍ ସହାୟତାରେ ଜାସୁସି ଅଭିଯୋଗର ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ସରକାର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ ଦୁଇ ସଦସ୍ୟ ବିଶିଷ୍ଟ ପ୍ୟାନେଲ୍ ଗଠନ କରିଛନ୍ତି । ସୋମବାର ସରକାରଙ୍କ ଦ୍ୱାରା କମିଶନ ଗଠନ…

ଆର୍ଥିକ ସଂକଟରୁ ବାହାରିବା ପାଇଁ ଛପା ଯିବନି ନୋଟ୍: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ କହିଛନ୍ତି ଯେ କୋଭିଡ-୧୯ ମହାମାରୀ କାରଣରୁ ଉପୁଜିଥିବା ଆର୍ଥିକ ସଂକଟରୁ ବାହାରିବା ପାଇଁ ସରକାରଙ୍କର ମୁଦ୍ରା ନୋଟ୍ ଛାପିବାର କୌଣସି ଯୋଜନା ନାହିଁ ।…