ଆଜି ରାଜ୍ୟରୁ ବାହାରିଲେ ୬୦୨ ପଜିଟିଭ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ପିପିଲି ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୭.୮% ମତଦାନ

ପିପିଲି(ଓଡ଼ିଶା ଭାସ୍କର): ଆଜି ପିପିଲି ଉପନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ପିପିଲି ପାଇଁ ନେତା ବାଛୁଛନ୍ତି ମତଦାତା । ସକାଳ ୯ଟା ସୁଦ୍ଧା ୭.୮ ପ୍ରତିଶତ ମତଦାନ ହୋଇଥିବା…

ମେଡିକାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଶ୍ୱେତା ତିୱାରୀ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କୁ ଦୁର୍ବଳତା ଓ ଲୋ ବ୍ଲଡ ପ୍ରେସର କାରଣରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ୱେତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ଅଭିନେତ୍ରୀ ଲଗାତାର ନିଜର ବ୍ୟସ୍ତବହୁଳ କାମରେ…

ପାର୍କିଂରେ ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ପହଞ୍ଚିଗଲା ସ୍ୱାମୀ, ଆଉ ତା’ପରେ…

ଆମେରିକାର ମେରିଲ୍ୟାଣ୍ଡର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଲଗାତାର ଅନେକ ବର୍ଷ ଧରି ମାଡ଼ ମାରୁଥିବାର ଅଭିଯୋଗ ହୋଇଛି । ରିପୋର୍ଟ ମୁତାବକ, ଅଭିଯୁକ୍ତ ବ୍ୟକ୍ତି ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ସମ୍ବନ୍ଧ…

ପିପିଲି ଉପନିର୍ବାଚନ: ଇଭିଏମ ଅଚଳ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଚାଲିବ ଭୋଟ୍ । ଏହାରି ମଧ୍ୟରେ ପିପିଲିର ଏକ ବୁଥରେ ଇଭିଏମ ଅଚଳ ହୋଇଛି, ଫଳରେ ମତଦାନ…

ବିପଦ ସଙ୍କେତ ଉପରେ ଜଳକା ନଦୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ଟପିଛି ଜଳକା ନଦୀ । ବସ୍ତାର ମଥାନି ନିକଟରେ ବିପଦ ସଙ୍କେତ ଟପିଛି ଜଳକା । ମଥାନିଠାରେ ବିପଦ ସଙ୍କେତ ୫.୫ ମିଟର ହୋଇଥିବା ବେଳେ ସେଠାରେ ୫.୮୧ ମିଟର ଜଳ…

ପିପିଲି ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଚାଲିବ ଭୋଟ୍ । ମତଦାନ ପାଇଁ ପିପିଲିରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଜେଡିରୁ…

ଭାରତ ସରକାରଙ୍କ ସହ ପ୍ରଥମଥର କଥା ହେଲା ତାଲିବାନ୍, ବିମାନ ସେବା ପାଇଁ ନିବେଦନ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ନିଜ କବଜାକୁ ନେବା ପରେ ତାଲିବାନ୍ ପ୍ରଥମଥର ପାଇଁ ଆନୁଷ୍ଠାନିକ ଭାବେ ଭାରତ ସହ କଥା ହୋଇଛି । ୨ ଦେଶ ମଧ୍ୟରେ ବିମାନ ସେବା ପୁଣି ଆରମ୍ଭ କରିବାକୁ ଭାରତ ସରକାରଙ୍କୁ…

ଆଧାର କାର୍ଡ ନିୟମରେ ହେଲା ପରିବର୍ତ୍ତନ! ଏଥର ଆପଣଙ୍କୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା…

ଏହି ବ୍ୟକ୍ତିଙ୍କ ପେଟର ଦାମ୍ ୪୨ ଲକ୍ଷ ଟଙ୍କା! ଏପରି କରିଥିଲେ କାରନାମା

ନୂଆଦିଲ୍ଲୀ: ଦୁନିଆରେ ଚୋରାଚାଲାଣ ବଢ଼ିବାରେ ଲାଗିଛି । ଯେଉଁ ଜିନିଷକୁ ବିକ୍ରି କରିବା ବେଆଇନ୍, କିମ୍ବା ଟ୍ୟାକ୍ସ ଦେବାକୁ ପଡିବ, ଯେହି ଜିନିଷକୁ ନେଇ ଚୋରା ଚାଲାଣକାରୀମାନେ ବ୍ୟବସାୟ କରୁଛନ୍ତି । ଲୋକମାନେ ବିଭିନ୍ନ…