ରାଜ୍ୟରେ ଆଜି ପୁଣି ୬୫ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…

ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ତାଲିବାନ୍ ଦେଖାଇଲା ଅସଲି ରଙ୍ଗ, ମହିଳାଙ୍କୁ ନେଇ କହିଲା ଏପରି

କାବୁଲ: ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ନିଜ ଅଧିନକୁ ଆଣିଛି ତାଲିବାନ୍ । ଏହା ପରେ ପ୍ରଥମଥର ପାଇଁ ତାଲିବାନ୍ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିଶୃତି କହିଛି । ଆଫଗାନିସ୍ତାନର ରାଜଧାନୀ କାବୁଲରେ ତାଲିବାନର…

କାଲିଠୁ ଲଗାତାର ୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଯଦି ଏହି ସପ୍ତାହରେ ଆପଣଙ୍କର ବ୍ୟାଙ୍କ ସହ ଜଡ଼ିତ କିଛି କାମ ରହିଛି, ତେବେ ତୁରନ୍ତ କରିନିଅନ୍ତୁ । କାରଣ କାଲିଠାରୁ ଲଗାତାର ୫ ଦିନ ପାଇଁ ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ । ଏହି ସପ୍ତାହରେ ଗୁରୁବାର…

ପାକିସ୍ତାନର କ୍ରୂରତା: ଲାହୋରରେ ଭାଙ୍ଗିଦେଲେ ମହାରାଜା ରଣଜୀତ ସିଂହଙ୍କ ପ୍ରତିମୂର୍ତ୍ତି

ଲାହୋର: ପାକିସ୍ତାନରେ ଭାରତୀୟ ଇତିହାସ ସହ ଜଡ଼ିତ ପ୍ରତୀକ ପ୍ରତି ଘୃଣାଭାବର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଲାହୋରରେ ମହାରାଜା ରଣଜୀତ ସିଂହଙ୍କ ପ୍ରତିମୂର୍ତ୍ତିକୁ ପୁଣି ଥରେ ଭଙ୍ଗାଯାଇଛି । ଏଭଳି ଘୃଣ୍ୟ କାର୍ଯ୍ୟ…

ଆଫଗାନରେ ଥିବା ଭାରତୀୟଙ୍କୁ ଧରି ଫେରିଲା ବିମାନ, ଲୋକ କହିଲେ-‘ଭାରତ ମାତା କି ଜୟ’

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀଙ୍କୁ ନେଇ କାବୁଲରୁ ଉଡ଼ାଣ ଭରିବା ପରେ ଭାରତୀୟ ବାୟୁସେନାର ସି-୧୭ ମିବା ଗୁଜରାଟର ଜାମନଗରୀରେ ପହଞ୍ଚିଛି । ବିମାନରେ ପ୍ରାୟତଃ ୧୨୦ ଯାତ୍ରୀ ଉପସ୍ଥିତ…

ଆସିଲା ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି, ୨୦ରୁ +୩ ନାମଲେଖା ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ବିଜ୍ଞପ୍ତି ଅନୁସାରେ, +୩ ନାମଲେଖା ପାଇଁ ଅଗଷ୍ଟ ୨୦ରୁ ସେପ୍ଟମ୍ବର ୪ ତାରିଖ ଯାଏଁ ଅନଲାଇନରେ…

ତାଲିବାନର ଘୋଷଣା – ‘ସରକାରୀ କର୍ମଚାରୀଙ୍କୁ କ୍ଷମା କରୁଛୁ, ବିନା ଭୟରେ କାମକୁ ଫେରିଯାଅ’

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସମସ୍ତ ସରକାରୀ କର୍ମଚାରୀ କାମକୁ ଫେରିଯିବାକୁ ତାଲିବାନ୍ ନିର୍ଦ୍ଦେଶ ଦେଇଛି । ମଙ୍ଗଳବାର ଦିନ ସମସ୍ତ ସରକାରୀ କର୍ମଚାରୀଙ୍କୁ କ୍ଷମା କରାଯାଇଛି ବୋଲି ତାଲିବାନ୍ ଘୋଷଣା…

ଓଡ଼ିଶାରେ ପହଞ୍ଚିବା ପରେ ହକି ଖେଳାଳିଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳି । ବିମାନବନ୍ଦରରେ ଉଭୟ ପୁରୁଷ ଓ ମହିଳା ଟିମ୍ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା…

ସର୍ଜରୀ କରି ଅଭିନେତ୍ରୀରୁ ହୋଇଗଲେ ଯୁବକ, ଭାଇରାଲ ହେଉଛି shirtless photos

କ୍ରିଷ୍ଟ୍ରୋଫର ନୋଲନ ଭଳି ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ସୁପରିହିଟ୍ ଫିଲ୍ମ ଇନସେପସନରେ କାମ କରିଥିବା ଅଭିନେତ୍ରୀ ଅଭିନେତ୍ରୀ ଏଲନ ପେଜ୍ ଟ୍ରାନ୍ସଜେଣ୍ଡର ସର୍ଜରୀ କରିବା ପରେ ପୁଅ ହୋଇଛନ୍ତି । ସେ ଏବେ ଏଲର୍ଟ ପେଜ୍…

କାବୁଲରୁ IAFର ବିମାନରେ ବାହାରିଲେ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ କାବୁଲ ଏୟାରପୋର୍ଟରେ ଦେଖାଯାଉଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନାର ସି-୧୭ ବିମାନ ଭାରତ ଅଭିମୁଖେ ଉଡାଣ ଭରିଛି । ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀଙ୍କୁ…