ନିର୍ବାଚନ ଆୟୋଗର ଘୋଷଣା: ୩ ଲୋକସଭା ଓ ୩୦ ବିଧାନସଭା ଆସନ ପାଇଁ ୩୦ ଅକ୍ଟୋବରରେ ହେବ ଉପ-ନିର୍ବାଚନ, ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଦେଶରେ ଖାଲିପଡ଼ିଥିବା ୩ ଲୋକସଭା ଆସନ ଓ ୩୦ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ନିର୍ବାଚନ ଆୟୋଗ ଆଜି ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି । ୩ ଲୋକସଭା ଓ ୩୦ ବିଧାନସଭା…

ବିଧାୟିକା କହିଲେ, ‘ଅଟାରେ ଲୁଣ ପରି ଲାଞ୍ଚ ତ ଚାଲିବ’

ନୂଆଦିଲ୍ଲୀ: ଦେଶରେ ଲାଞ୍ଚ ଏକ ସାଧାରଣ ସମସ୍ୟା । ଏଠାରେ ଛୋଟରୁ ଆରମ୍ଭ କରି ବଡ଼ କାମ ପଯ୍ୟନ୍ତ, ସବୁଥିରେ ଲାଞ୍ଚ ଦିଆଯାଏ । ଏହି ସମୟରେ ମଧ୍ୟପ୍ରଦେଶର ବିଏସପି ବିଧାୟିକା ରାମ ବାଇ ସିଂହ ଲାଞ୍ଚର ପରିମାଣ କ’ଣ ହେବା…

ମେସରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ(ଓଡ଼ିଶା ଭାସ୍କର): ଏକ ମହିଳା ମେସରୁ କଲେଜ ଛାତ୍ରୀଙ୍କ ମୃତଦେହକୁ ଆଜି ଉଦ୍ଧାର ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ସ୍ଥିତ ଏକ ଘରୋଇ ମେସରେ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ…

ଚୀନର ଉତ୍ତର-ପୂର୍ବ ଭାଗରେ ବିଦ୍ୟୁତ୍ ସଙ୍କଟ, ଫ୍ୟାକ୍ଟ୍ରି-ମଲ୍ ବନ୍ଦ

ନୂଆଦିଲ୍ଲୀ: ଚୀନର ଉତ୍ତର ପୂର୍ବ ଅଞ୍ଚଳରେ ବିଦ୍ୟୁତ୍ ସଙ୍କଟ ଏବେ ବଢ଼ିବାରେ ଲାଗିଛି । ଅବସ୍ଥା ଏପରି ହୋଇଛି ଯେ, ଅନେକ କାରଖାନା, ମଲ୍, ଦୋକାନ ବନ୍ଦ କରିବାକୁ ପଡୁଛି ଓ ସାଧାରଣ ଲୋକଙ୍କ ଘରେ ସମସ୍ୟା ସୃଷ୍ଟି ହେଉଛି ।…

‘ଭଗବାନ ଶିବ ଟିକା ନେବାକୁ ମନା କରିଛନ୍ତି’, ଟିକାକରଣ ପାଇଁ ଯାଇଥିବା ଟିମକୁ ଏପରି କହିଲେ ମହିଳା

ଦେଶରେ କରୋନା ସହ ଲଢ଼ିବାକୁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ପୂର୍ବ ଅପେକ୍ଷା ଏବେ ଟିକାକରଣ ଅଧିକ ତୀବ୍ର ହୋଇଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ପାଇଁ ଉଦମ୍ୟ କରାଯାଉଥିବା ବେଳେ କିଛି ସ୍ଥାନରେ ଟିକା ନେବାକୁ…

ଜଳପ୍ରପାତରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା(ଓଡ଼ିଶା ଭାସ୍କର): ନୂଆପଡ଼ା ଗୋଧଁସ ଜଳପ୍ରପାତରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଭୟ ମୃତକ ଛତିଶଗଡ଼ କରିଆବନ୍ଧ ଅଞ୍ଚଳର ବୋଲି ଜଣାପଡିଛି । ଜଳପ୍ରପାତରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ…

ସତସଙ୍ଗ ବିହାର ରାସ୍ତାରୁ ୩ ହାଇୱେ ଲୁଟେରା ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଲୁଟ୍ ମାମଲା ବଢ଼ିଚାଲିଥିବା ବେଳେ ଏହା ବିରୋଧରେ ଅଣ୍ଟା ଭିଡ଼ିଛି କମିଶନରେଟ୍ ପୋଲିସ । ଏହାରି ମଧ୍ୟରେ କମିଶନରେଟ୍ ପୋଲିସ ପଞ୍ଝାରେ ଫସିଛନ୍ତି ୩ ହାଇୱେ ଲୁଟେରା । ଭୁବନେଶ୍ୱର…

ମଡେଲିଂ ନାଁରେ ଯୁବତୀଙ୍କର କରାଇଲା ନଗ୍ନ ଫଟୋ ଶୁଟ୍, ପରେ ସୋସିଆଲ ମିଡିଆରେ ପୋଷ୍ଟ

ଲକ୍ଷନଉ: ଆଜିକାଲି ସମସ୍ତଙ୍କୁ ଘାରିଛି ଅଭିନୟର ନିଶା, ଯାହାର ଫାଇଦା ଉଠାଉଛନ୍ତି ଦଲାଲି  ମାନେ । ମଡେଲିଂ ବା ଅଭିନୟ କରିବାର ଲୋଭ ଦେଖାଇ  ନିରୀହ ଯୁବତୀଙ୍କୁ ଠକୁଛନ୍ତି । ସେହିପରି ଉତ୍ତରପ୍ରଦେଶ ଲଖନଉର ଗୋମତିନଗର…

ଅଚାନକ୍ କୁକୁରଙ୍କ ରଙ୍ଗ ହେଲା ନୀଳ, ୪ ବର୍ଷ ପୂର୍ବରୁ ଭାରତରେ ଘଟିଥିଲା ଏପରି ଘଟଣା

ଆପଣ କେବେ ନୀଳ ବା ସବୁଜ ରଙ୍ଗର କୁକୁର ଦେଖିଛନ୍ତି କି? କେବଳ ହୋଲି ଦିନକୁ ବାଦ୍ ଦେଇ ଆପଣ ଏହି ରଙ୍ଗର କୁକୁରକୁ କେବେବି ଦେଖିନଥିବେ । କୁକୁର ଏପରି ଏକ ଜୀବ, ଯାହାକୁ ସବୁଠାରୁ ଅଧିକ ପ୍ରେମ, ଗାଳି ଓ ଅପମାନ ମିଳିଥାଏ…

କରଞ୍ଜିଆ ଟ୍ରେଜେରୀ ଅଫିସରେ ଅଗ୍ନିକାଣ୍ଡ

କରଞ୍ଜିଆ(ଓଡ଼ିଶା ଭାସ୍କର): କରଞ୍ଜିଆ ଟ୍ରେଜେରୀ ଅଫିସରେ ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ଅଫିସର କାଗଜପତ୍ର ଓ କମ୍ପ୍ୟୁଟର ପୋଡ଼ି ନଷ୍ଟ ହୋଇଛି । ବିଦ୍ୟୁତ୍ ସର୍ଟସର୍କିଟରୁ ଅଗ୍ନିକାଣ୍ଡ…