ଓଡ଼ିଶାରେ ବ୍ଲାକ ଫଙ୍ଗସ: ଏଥିରୁ ସତର୍କ ରହିବାକୁ ଚାଁହୁଥିଲେ ଆପଣାନ୍ତୁ ଏହି ଟିପ୍ସ
ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): କରୋନା ମହାମାରୀ ସଙ୍କଟ ମଧ୍ୟରେ ରାଜ୍ୟରେ ଜଣେ ରୋଗୀଙ୍କଠାରେ ବ୍ଲାକ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ରୋଗୀ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ…