ଦାନା ବାନ୍ଧୁଛି ଲଘୁଚାପ! ଆଜି ପାଇଁ ୨୨ ଜିଲ୍ଲା ସାବଧାନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଉତ୍ତର-ପଶ୍ଚିମ ତଥା ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବରେ ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟରେ…

ଆସୁଛି ଲଘୁଚାପ ! ଏହି ଜିଲ୍ଲାଗୁଡିକୁ ଦିଆଗଲା ସତର୍କ ସୂଚନା

ଭୁବନେଶ୍ୱର, (ଓଡିଶା ଭାସ୍କର): ଆସନ୍ତା ୩୦ ତାରିଖ ସୁଦ୍ଧା ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଗତ ୨୪ ଘଣ୍ଟା…

ବିନା କୌଣସି ଡକ୍ୟୁମେଣ୍ଟରେ ବି ବନାଇପାରିବେ ଆଧାର କାର୍ଡ଼, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା- ‘SCBରେ ଇକମୋ ଚିକିତ୍ସା ମାଗଣା’

ଭୁବନେଶ୍ୱର, (ଓଡିଶା ଭାସ୍କର): କଟକ ଏସସିବିରେ ଆଜି ଇକମୋ ଚିକିତ୍ସାର ଲୋକାପର୍ଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୯ଟି ଇକମୋ ମେସିନ୍ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ…

ସର୍ବଦଳୀୟ ବୈଠକରେ ନିଷ୍ପତ୍ତି- ‘ମନ୍ତ୍ରୀ-ବିଧାୟକଙ୍କ ହେବ ଆଣ୍ଟିବଡି ଟେଷ୍ଟ, କଟକଣାରେ ଚାଲିବ ମୌସୁମୀ ଅଧିବେଶନ’

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାକୁ ଦୃଷ୍ଟିରେ ରଖି ମୌସୁମୀ ଅଧିବେଶନ ପୂର୍ବରୁ ବସିଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସର୍ବଦଳୀୟ ବୈଠକରେ…

କରୋନାର ଅସମ୍ଭାଳ ସ୍ଥିତି: ଆଜି ଆଖିବୁଜିଲେ ରାଜ୍ୟର ୨ ଶିଶୁ, ଜଣେ ୧୨ ଦିନର ତ’ ଆଉ ଜଣେ…

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାର ସମ୍ଭାବ୍ୟ ୩ୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବେ ବୋଲି କୁହାଯାଉଥିବା ବେଳେ ଏବେଠାରୁ ରାଜ୍ୟରେ ଦୈନିକ ୧୦୦ ପାଖାପାଖି ଶିଶୁ ପଜିଟିଭ୍ ହେଉଛନ୍ତି । ଏହାରି ମଧ୍ୟରେ ଆଜି…

ଜେସାକୁ ତେସା! ବିସ୍ଫୋରଣର ଶିକାର ହେଲା ଖୋଦ୍ ତାଲିବାନ୍, ୨୮ ଯୁବକ ମଲେ

କାବୁଲ: କଥାରେ ଅଛି ଜେସାକୁ ତେସା । ଅନ୍ୟ ପାଇଁ ଖୋଳିଥିବା ଗାତରେ ନିଜେ ପଡିଛି ତାଲିବାନ୍ । ଆଫଗାନିସ୍ତାନର କାବୁଲ ଏୟାରପୋର୍ଟରେ ଗୁରୁବାର ଦିନ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଥିବା…

ଅନଲାଇନ୍ ଟିକେଟ୍ ବୁକିଂ କରୁଥିଲେ ଧ୍ୟାନ୍ ଦିଅନ୍ତୁ, IRCTC ବଦଳାଇଲା ଏହି ନିୟମ

ନୂଆଦିଲ୍ଲୀ: ଯଦି ଆପଣ ଅଧିକ ସମୟ ଧରି ଟ୍ରେନ୍ ଟିକେଟ୍ ବୁକିଂ କରିନାହାନ୍ତି, ତେବେ IRCTCର ନୂଆ ନିୟମ ବିଷୟରେ ଜାଣିରଖନ୍ତୁ । IRCTC ପକ୍ଷରୁ ଅନଲାଇନ୍ ଟିକେଟକୁ ନେଇ କିଛି ନୂଆ ନିୟମ ଲାଗୁ ହୋଇଛି । IRCTC ତରଫରୁ…

AAPରେ ସାମିଲ ହେଲେ କି ସୋନୁ ସୁଦ୍? ଜାଣନ୍ତୁ କ’ଣ ଉତ୍ତର ଦେଲେ ଅଭିନେତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭେଟିଛନ୍ତି ଚର୍ଚ୍ଚିତ ଅଭିନେତା ସୋନୁ ସୁଦ । ଏହି ସାକ୍ଷାତ ପରେ ଆଜି ମୁଖ୍ୟମନ୍ତ୍ରୀ ଓ ସୋନୁ ସୁଦ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ ।…

ରାଜ୍ୟରେ ଆଜି ପୁଣି ଚାଲିଗଲା ୬୯ ଜୀବନ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…