ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର, ଟଳିଲେ ୬ ମାଓବାଦୀ

ମାଲକାନଗିରି(ଓଡ଼ିଶା ଭାସ୍କର): ମାଲକାନଗିରି ସୀମାନ୍ତରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରୁ ଗୋଟିଏ ୭ଟି ବନ୍ଧୁକ ସହ…

ନୟାଗଡ଼ରେ ପରୀ ଘଟଣାର ପୁନରାବୃତ୍ତି, ମିଳୁନି ୭ ବର୍ଷୀୟା ଶିଶୁର ପତ୍ତା

ନୟାଗଡ଼(ଓଡ଼ିଶା ଭାସ୍କର): ନୟାଗଡ଼ରୁ ପୁଣି ଜଣେ ନାବାଳିକା ନିଖୋଜ ଘଟଣା ସାମ୍ନାକୁ ଆସିଛି, ଯାହାକୁ ପରୀ ଘଟଣା ପୁନରାବୃତ୍ତି କହିଲେ ଅତ୍ୟୁକ୍ତି ହେବନି । ଏହି ନିଖୋଜ ଘଟଣା ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ଧୁଣ୍ଡୁଗାଡିଆ…

ପିସ୍ତଲ ଦେଖାଇ ଦେଉଥିଲେ ହତ୍ୟା ଧମକ, କାବୁ କଲା ପୋଲିସ୍

ବଲାଙ୍ଗିର(ଓଡ଼ିଶା ଭାସ୍କର): ବଲାଙ୍ଗିର ଟାଉନ ଥାନା ଅଞ୍ଚଳରେ ଜଣେ ଉନ୍ମତ୍ତ ଯୁବକଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଶାନ୍ତିପଡାରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଯୁବକ ଜଣକ ଆତଙ୍କ ଚଳାଉଥିବା ଘଟଣାରେ ପୋଲିସକୁ ମିଳିଛି…

ଶୁଣିବା ଓ କହିବା ଶକ୍ତି ନଥିବା ମହିଳାଙ୍କ ସହ ୨ ଥର ଦୁଷ୍କର୍ମ, ନାବାଳକ ଦ୍ୱାରା କରାଗଲା ଭିଡିଓ

ହାଇଦ୍ରାବାଦ: ସମାଜରେ ନାରୀମାନଙ୍କୁ ସବୁକ୍ଷେତ୍ରରେ ଅଗ୍ରାଧୀକାର ଦିଆଯାଉଥିଲେ ବି ଅନେକ ଦୃର୍ବୁତ୍ତ ସେମାନଙ୍କ କାର୍ଯ୍ୟକଳାପରୁ ବିରତ ହେଉନାହାନ୍ତି । ସେହିପରି ତେଲେଙ୍ଗାନାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ…

ଉନ୍ମତ୍ତ ଯୁବକଙ୍କ ଆତଙ୍କରାଜ: ପିସ୍ତଲ ଦେଖାଇ ପରିବାରକୁ ରଖିଥିଲା ବନ୍ଧକ, ତା’ପରେ…

ବଲାଙ୍ଗିର(ଓଡ଼ିଶା ଭାସ୍କର): ବଲାଙ୍ଗିର ଟାଉନ ଥାନା ଅଞ୍ଚଳରେ ଜଣେ ଉନ୍ମତ୍ତ ଯୁବକଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଶାନ୍ତିପଡ଼ାରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଯୁବକ ଜଣକ ଆତଙ୍କ ଚଳାଉଥିବା ଦେଖି ସ୍ଥାନୀୟ ଅଞ୍ଚଳରେ…

ନେତାଙ୍କୁ ମହଙ୍ଗା ପଡିଲା ଜନ୍ମଦିନ ପାଳିବା, ଲାଗିଗଲା ଜୋରିମାନା

ନୂଆଦିଲ୍ଲୀ: କରୋନାକୁ ନେଇ ସରକାର ଯେତେ କଟକଣା ଲାଗୁ କଲେ ବି ଲୋକମାନେ ଏହାକୁ ଫୁ’ କରି ଉଡାଇଦେଇଛନ୍ତି । ସେହପରି ମଧ୍ୟପ୍ରଦେଶର କଟନୀରେ ବିଜେପିର ଯୁବ ସଙ୍ଗଠନ ଭାରତୀୟ ଜନତା ମୋର୍ଚ୍ଚାର ଜଣେ ନେତାଙ୍କୁ ଜନ୍ମଦିନ…

ଦେଶରେ ଆଜି ୨ ହଜାର ୭୨୬ ଜଣଙ୍କର ଜୀବନ ନେଲା କରୋନା

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨ ହଜାର ୭୨୬ ଜଣଙ୍କ…

ଓଡିଶାରେ କମୁନି ମୃତ୍ୟୁସଂଖ୍ୟା: ଆଜି ୪୨ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ?

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁସଂଖ୍ୟାରେ କିଛି ଫରକ୍ ପଡୁନି । ଯେତେ କଟକଣା ଲାଗୁ ହେଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ଲାଗି ପାରୁନି ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ…

ରାଜ୍ୟରେ ଆଜି ୩,୪୦୫ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…

ଆତଙ୍କ ସୃଷ୍ଟି କରିବ କି କରୋନାର ନୂଆ ରୂପ ! ‘ଡେଲ୍ଟା ପ୍ଲସ’କୁ ନେଇ ଏପରି କହିଲେ ବୈଜ୍ଞାନିକ…

ନୂଆଦିଲ୍ଲୀ: କରୋନା ମହାମାରୀ ଲଗାତାର ଭାବେ ନିଜର ରୂପ ବଦଳାଇବାରେ ଲାଗିଛି । ଏବେ କରୋନାର ନୂଆ ଭାରିଏଣ୍ଟ ମିଳିଛି, ଯାହାର ନାଁ ‘ଡେଲ୍ଟା ପ୍ଲସ’ ବା ‘AY 1’ । ଏହି ଭାଇରସ୍ କରୋନାର ଡେଲ୍ଟା ଭାରିଏଣ୍ଟରୁ ହୋଇଛି,…