ରାଜ୍ୟରୁ ଆଉ ୯ ପ୍ରକାର ନକଲି ଔଷଧ ଠାବ

ଭୁବନେଶ୍ୱର (ଓଡିଶା ଭାସ୍କର): କଟକର ଏକ ଫାର୍ମରୁ ନକଲି ଫାଭିପିରାଭିର ଜବତ ହେବା ଘଟଣାରେ ସମ୍ପୃକ୍ତ ସଂସ୍ଥା ଆଉ ୯ ପ୍ରକାର ବେନାମୀ ଔଷଧ ବିତରଣ କରିଥିବା ସୂଚନା ମିଳିଛି । ୯ ପ୍ରକାର ବେନାମୀ ଔଷଧ ବିତରଣ ସୁରାକ ପରେ…

୮୧୫ ଟଙ୍କାର ଏଲପିଜି ଗ୍ୟାସ ସିଲିଣ୍ଡର କେବଳ ୧୫ ଟଙ୍କାରେ, ଜାଣନ୍ତୁ କେଉଁଠି ମିଳିଛି ଏହି ଅଫର

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ଗତ ୬ ମାସ ହେବ ବଢିଚାଲିଛି । ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ଏବେ ଦିଲ୍ଲୀରେ ୮୧୫ ଟଙ୍କା ରହିଥିବା ବେଳେ ଅନ୍ୟ ସହରରେ ଦାମ ଏହାର ପାଖାପାଖି…

ଖୁସି ଖବର: ଓଡ଼ିଶାରୁ ଆଜି ୭,୫୭୮ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭ ହଜାର ୫୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭…

ଭୁବନେଶ୍ୱରରୁ ଆଜି ୪୩୯ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୪୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

କଟକରେ ସେକ୍ସ ରାକେଟ୍ ଠାବ, ୩ ଅଟକ

କଟକ(ଓଡିଶା ଭାସ୍କର): କରୋନା କାଳରେ ବି ଜାରି ରହିଛି ଦେହ ବ୍ୟବସାୟ । ଏହାରି ମଧ୍ୟରେ କଟକର ଏକ ହୋଟେଲରେ ଚାଲିଥିବା ସେକ୍ସ ରାକେଟ ଉପରେ ଚଢାଉ କରିଛି ପୋଲିସ । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରହିଛି । ପିଲଗ୍ରିମ…

ବୟସ୍କଙ୍କୁ ଟିକା ବ୍ୟବସ୍ଥା ନେଇ କ’ଣ କହିଲେ ସିଏମସି କମିଶନର ଅନନ୍ୟା

କଟକ(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ କୋଭିଡ ସଂକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ସେ…

ବ୍ଲାକ ଫଙ୍ଗସର ଔଷଧ ହେଲା ଟ୍ୟାକ୍ସ ଫ୍ରୀ, କରୋନା ଟିକା ଉପରେ ୫% ଜିଏସଟି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ୪୪ତମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଏସଟି କାଉନସିଲ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।…

କରୋନା କାଳରେ କେନ୍ଦ୍ରୀୟ କର୍ମଚାରୀଙ୍କ ଭତ୍ତାରେ ବି କଷ୍ଟ୍ କଟିଙ୍ଗ୍, ୨୦% ପର୍ଯ୍ୟନ୍ତ କଟିବ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରରେ ସରକାରଙ୍କ ଆର୍ଥିକ ଅବସ୍ଥା ବେଶ ପ୍ରଭାବିତ ହୋଇଛି । ଶିଳ୍ପ ଓ କାରଖାନା ସମେତ ଘରୋଇ ଅନୁଷ୍ଠାନରେ ହେଉଥିବା ବେରୋଜଗାରୀ ଓ କଷ୍ଟ୍ କଟିଙ୍ଗ୍ ଏବେ କେନ୍ଦ୍ର କର୍ମଚାରୀଙ୍କ…

ଓଡିଶାରେ ଅନଲକ ନେଇ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅନଲକ୍ ନେଇ ଚର୍ଚ୍ଚା ଜୋର ଧରିଛି । ଏବେବି ବିପଦ ଟଳିନଥିବା ବେଳେ ଅନଲକ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ଗୁଟଖା ଯୋଗୁଁ ବାହାଘର ଭାଙ୍ଗିଲା କନ୍ୟା : ଶିଶୁପାଳ ହେଲା ବର, ଜାଣନ୍ତୁ ପୁରା କାହାଣୀ

ଲଖନଉ: ଉତ୍ତରପ୍ରଦେଶର ପ୍ରତାପଗଡରେ ଜଣେ ବର ମଦନିଶାରେ ଆସିବାରୁ କନ୍ୟା ବାହାଘର ପାଇଁ ମନା କରିବା ପରେ ୟୁପିର ବାଲିଆ ଜିଲ୍ଲାରେ ପୁଣି ଜଣେ କନ୍ୟା ବରକୁ ବାହାହେବାକୁ ସିଧାସଳଖ ମନା କରିଥିବା ଘଟଣା ସାମ୍ନାକୁ ଆସିଛି ।…