Breaking News ଭିଜିଲାନ୍ସ ଜାଲରେ ABEO Sushreejyoti Routray Jun 30, 2021 କେନ୍ଦୁଝର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ABEO । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ABEO ଅଭିମନ୍ୟୁ ସାହୁଙ୍କ ଘରେ ଚଢାଉ ହୋଇଛି । ସୂଚନା ମୁତାବକ, ଜଣେ ଶିକ୍ଷକଙ୍କଠୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଅଭିମନ୍ୟୁ ।…
Breaking News ପୁଣି ବଢିଗଲା ସଂକ୍ରମଣ ! ଭୁବନେଶ୍ୱରରୁ ଆଜି ୪୧୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ? Sushreejyoti Routray Jun 30, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଗତ କିଛିଦିନ ହେବ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ପୁଣି ବଢ଼ିଛି । ଭୁବନେଶ୍ୱରରୁ ଆଜି ୪୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…
Breaking News ଫସିଗଲେ ରସିକିଆ ସାର୍: ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ବାନ୍ଧିନେଲା ପୋଲିସ Sushreejyoti Routray Jun 30, 2021 ପାଟଣା(ଓଡ଼ିଶା ଭାସ୍କର) : ଗୁରୁ-ଶିଷ୍ୟଙ୍କ ସମ୍ପର୍କକୁ ଅତି ପବିତ୍ର କୁହାଯାଉଥିବା ବେଳେ କିଛି ଅସଭ୍ୟ ଲୋକଙ୍କ ପାଇଁ ଏହା କଳୁଷିତ ହେବାରେ ଲାଗିଛି । ସେହିପରି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରୁ ଏଭଳି ଏକ…
Breaking News ସାଧାରଣ ଲୋକଙ୍କୁ ବଡ଼ ଝଟକା: ବଢ଼ିଲା ଅମୁଲ କ୍ଷୀରର ଦାମ, ଜାଣନ୍ତୁ କେତେ Sushreejyoti Routray Jun 30, 2021 ନୂଆଦିଲ୍ଲୀ: କରୋନା କାଳରେ ପେଟ୍ରୋଲ-ଡିଜେଲ, ଖାଇବା ତେଲ ଦର ମହଙ୍ଗା ହେଉଥିବା ବେଳେ ଏବେ ସାଧାରଣ ଲୋକଙ୍କୁ ଲାଗିଛି ବଡ଼ ଝଟକା । ଏଣିକି ଲୋକମାନଙ୍କୁ ମହଙ୍ଗା ଦରରେ କ୍ଷୀର କିଣିବାକୁ ପଡ଼ିବ । ଅମୁଲ କମ୍ପାନୀ କ୍ଷୀରର…
Breaking News ପୁରୀ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍, ଜାଣନ୍ତୁ କ’ଣ Sushreejyoti Routray Jun 30, 2021 ପୁରୀ(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ତୃତୀୟ ଲହରକୁ ନେଇ ଏବେବି ଚିନ୍ତା ଘାରିଛି । ଏହାରି ମଧ୍ୟରେ ପୁରୀ ପାଇଁ ଆସିଛି ସ୍ୱତନ୍ତ୍ର ଗାଇଡଲାଇନ୍ । ପୁରୀ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି…
Breaking News ସୋସିଆଲ ମିଡିଆ ପାଇଁ ଗାଇଡଲାଇନ୍ ଜାରି, ନମାନିଲେ… Sushreejyoti Routray Jun 30, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି କ୍ରାଇମବ୍ରାଞ୍ଚ । ଆକାଉଣ୍ଟ ଖୋଲିବା ବେଳେ ଗୋପନୀୟତା ନୀତି ଭଲ ଭାବରେ ପଢ଼ିବାକୁ ଗାଇଡଲାଇନରେ କୁହାଯାଇଛି । ଏହା ସହିତ…
Breaking News ଓଡ଼ିଶାରେ ଜୁଲାଇ ୧୬ ଯାଏ ବଢିଲା ଲକଡାଉନ୍ Sushreejyoti Routray Jun 30, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଏବେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା ହୋଇଛି । ଜୁଲାଇ ୧୬ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ୍…
Breaking News ବିଶ୍ୱ ମାନ୍ୟତା ଆଧାରରେ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କଲେ ଦୂତୀ Sushreejyoti Routray Jun 30, 2021 ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକକୁ ନେଇ ଓଡ଼ିଶା ପାଇଁ ଆସିଛି ଖୁସି ଖବର ଆସିଛି । ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସ୍ପ୍ରିିଣ୍ଟର ଦୂତୀ ଚାନ୍ଦ । ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ ବର୍ଗରେ ଦୂତୀ ଯୋଗ୍ୟତା…
Breaking News ଯାତ୍ରୀଙ୍କ ପାଇଁ ବଡ଼ ଖବର: ଜୁଲାଇ ୩୧ ପର୍ଯ୍ୟନ୍ତ ବଢ଼ିଲା ଉଡ଼ାଣ କଟକଣା Sushreejyoti Routray Jun 30, 2021 ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ପୁଣି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କୋଭିଡ ଯୋଗୁଁ ଉଭୟ ଭାରତକୁ ଓ ଭାରତରୁ ଉଡ଼ାଣ ଉପରେ କଟକଣା…
Breaking News ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ପରଲୋକ Sushreejyoti Routray Jun 30, 2021 ମୁମ୍ବାଇ: ଜଣାଶୁଣା ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ପରିବାରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ବଲିଉଡ ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜ କୌଶଲଙ୍କ ପରଲୋକ ହୋଇଛି । ୪୯ ବର୍ଷ…