ସରକାରୀ କର୍ମଚାରୀମାନଙ୍କୁ ମିଳିବ Uber ସର୍ଭିସ୍, ଟ୍ୟାକ୍ସି ସେବା ପାଇଁ GeM ପୋର୍ଟାଲ ସହିତ ଚୁକ୍ତିନାମା

ନୂଆଦିଲ୍ଲୀ: ଆପ୍ ଆଧାରିତ କ୍ୟାବ୍ ସେବା ପ୍ରଦାନକାରୀ ଉବର ଏକ ସରକାରୀ କ୍ରୟ ପୋର୍ଟାଲ୍ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ୍ (GeM) ସହିତ ସହଭାଗୀ ହୋଇଛି । ଏହା ଅଧୀନରେ ଖୁବ ଶୀଘ୍ର ମନ୍ତ୍ରଣାଳୟ, ସରକାରୀ ବିଭାଗ,…

ବର୍ଷର ଶେଷ ସୂର୍ଯ୍ୟପରାଗ ଏହି ଦିନ ଲାଗିବ, ଏହି ରାଶିର ଲୋକମାନେ ହେବେ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ: ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ଏକ ଜ୍ୟୋତିର୍ବିଜ୍ଞାନିକ ଘଟଣା । ଏହାର ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି । ହିନ୍ଦୁ ଧର୍ମ, ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହଣକୁ ଭଲ ବିବେଚନା କରାଯାଏ…

ପିଏମ ମୋଦୀ ୭୫ ଟଙ୍କା ମୁଦ୍ରା ଲଞ୍ଚ କରିଛନ୍ତି, କିନ୍ତୁ ସାଧାରଣ ଜନତା ଏଥିରେ କରିପାରିବେନି କାରବାର: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଉଦଘାଟନ ଉତ୍ସବରେ ୭୫ ଟଙ୍କିଆ ସ୍ମାରକ ମୁଦ୍ରା ଜାରି କରିବାର ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦର ଉଦଘାଟନ କରିବା ପରେ ୭୫ ଟଙ୍କା ମୂଲ୍ୟର…

୩ ବର୍ଷ ପରେ ୟୁପିଆଇରେ ହେବ ୯୦% ଡିଜିଟାଲ ପେମେଣ୍ଟ, ପ୍ରତିଦିନ କରାଯିବ କୋଟି କୋଟି କାରବାର

ନୂଆଦିଲ୍ଲୀ: ଆଜିର ସମୟରେ ୟୁପିଆଇ ମାଧ୍ୟମରେ କାରବାର ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଥିରେ ଡିଜିଟାଲ୍ ଟ୍ରାଞ୍ଜାକ୍ସନ ପ୍ରସଙ୍ଗରେ ଏହା ଭାରତକୁ ବିଶ୍ୱସ୍ତରୀୟ ଅଗ୍ରଣୀ କରିପାରିଛି । ବର୍ତ୍ତମାନ ଏହା ମାଧ୍ୟମରେ…

ପୁଣିଥରେ ତୁର୍କୀର ରାଷ୍ଟ୍ରପତି ହେଲେ Erdogan, ଲଗାତାର ୧୧ଥର ପିନ୍ଧିବେ ପାଇଁ ମୁକୁଟ

ନୂଆଦିଲ୍ଲୀ: ତୁର୍କୀ ରାଷ୍ଟ୍ରପତି ନିର୍ବାଚନରେ ରିସେପ୍ ତାଇପ ଏର୍ଦୋଗନ୍ ବାଜି ମାରିଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ଲଗାତାର ୧୧ ଥର ନିର୍ବାଚନ ଜିତିଛନ୍ତି । ଦୀର୍ଘ ଦିନ ଧରି କ୍ଷମତାରେ ଥିବା ରିସେପ୍ ତାଇପ…

ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ରାଜସ୍ୱ ବିଭାଗର ଚିଠି

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇଯାଇଛି । ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି । ସବୁ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖି…

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ଏହି ପ୍ରସ୍ତାବରେ ବାଜିପାରେ ମୋହର !

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦.୪୫ରେ ଏହି ବୈଠକ ବସିବ । ସୋମବାର ବିଜେଡିର ୫ମ ପାଳି ସରକାରକୁ ୪…

ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା, କିନ୍ତୁ ତାପମାତ୍ରାରେ ବିଶେଷ ହେବନି ପରିବର୍ତ୍ତନ

ଭୁବନେଶ୍ୱର: ଆଗାମୀ ୨ ଦିନରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ ସହ ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଛୁଇଁବା ନେଇ ପାଗ ଅନୁକୂଳ ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ…

ଅଖରୋଟକୁ ପ୍ରତିଦିନ ଖାଇଲେ ନିୟନ୍ତ୍ରଣରେ ରହିବ କୋଲେଷ୍ଟ୍ରଲ

ନିୟମିତ ଅଖରୋଟ ଖାଇଲେ ଏହା ଆମ ଶରୀରରେ ଅନେକ ଉପକାର କରିଥାଏ । ଅଖରୋଟରେ ଏଭଳି ତତ୍ତ୍ୱ ରହିଛି, ଯାହା କୋଲେଷ୍ଟ୍ରଲକୁ ଅନେକାଂଶରେ ନିୟନ୍ତ୍ରଣରେ ରଖିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଅଖରୋଟରେ ରହିଛି ଓମେଗା-୩…

ଅଯୋଧ୍ୟାର ରାମ ଜନ୍ମଭୂମି ନିକଟରେ ବିସ୍ଫୋରଣ: ଅଞ୍ଚଳରେ ହଇଚଇ, ଉଡିଲା ଶ୍ରମିକଙ୍କ ହାତ

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ନିକଟରେ ବିସ୍ଫୋରଣ । ରାମ ଜନ୍ମଭୂମି ପୋଲିସ ଷ୍ଟେସନର ଶୃଙ୍ଗାର ହାଟରେ ନିର୍ମାଣାଧୀନ ଏକ ଦୋକାନରେ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ହେତୁ ସେଠାରେ କାର୍ଯ୍ୟ…