୬ରେ ଘୂର୍ଣ୍ଣିବଳୟ ! ୪୮ ଘଣ୍ଟାରେ ନେବ ଲଘୁଚାପର ରୂପ

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ୪୮ ଘଣ୍ଟା ଭିତରେ ଏହା ଲଘୁଚାପର ରୂପ ନେଇ ଘନୀଭୂତ ହେବା ସହ…

World Asthma Dayରେ ଜାଣନ୍ତୁ ଆସ୍ଥମା ରୋଗ କ’ଣ, ଏହାର ଲକ୍ଷଣ ଏବଂ ବର୍ତ୍ତିବାର ଉପାୟ

ଦୁନିଆରେ ମେ’ ମାସର ପ୍ରଥମ ମଙ୍ଗଳବାରରେ ବିଶ୍ୱ ଆସ୍ଥମା ଦିବସ ପାଳନ କରାଯାଏ । ଚଳିତ ବର୍ଷ 'ବିଶ୍ୱ ଆସ୍ଥମା ଦିବସ' ୨ ତାରିଖ ଅର୍ଥାତ ଆଜି ପାଳନ କରାଯିବ । ଲୋକମାନଙ୍କୁ ଶ୍ୱାସରୋଗରୁ ବଞ୍ଚାଇବା ଓ ଏହା ବିଷୟରେ ସଚେତନ…

ଜାଣିଛନ୍ତି କି, ପିଲାଙ୍କ ସ୍ମୃତି ଶକ୍ତିକୁ ପ୍ରଖର କରିଥାଏ କାର୍ଟୁନ ବହି: ରିପୋର୍ଟରୁ ଖୁଲାସା

ପିଲାଙ୍କ ସ୍କୁଲ ପରୀକ୍ଷା ପାଖେଇ ଆସେ ପିଲାଙ୍କ ସହ ମାତାପିତାଙ୍କର ବି ଚିନ୍ତା ବଢିଯାଏ । ପାଠପଢା ସହ ଖାଦ୍ୟପେୟର ବି ଧ୍ୟାନ ରଖିବାକୁ ପଡେ । ଛୋଟପିଲାଙ୍କ ମନ ଭାରି ଚଞ୍ଚଳ ହୋଇଥାଏ । କୌଣସି ଏକ ବସ୍ତୁରେ ତାଙ୍କ ମନକୁ…

ରେଲୱେରେ ଚାକିରି କରିବାକୁ ଚାହୁଁଛନ୍ତି କି ? ୧୦ମ ପାସ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ରେଲୱେରେ ଚାକିରି କରିବାକୁ ଚାହୁଁଥିବା ଯୁବକଯୁବତୀଙ୍କ ପାଇଁ ଆସିଛି ଖୁସିଖବର । ଏଥିପାଇଁ ଭାରତୀୟ ରେଳ ଉତ୍ତର ପଶ୍ଚିମ ରେଳବାଇ ଅଧୀନରେ ଥିବା 'ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍' ପଦବୀରେ ନିଯୁକ୍ତି ପାଇଁ…

ସ୍ମାର୍ଟଫୋନ୍ ଯୋଗୁଁ ବଢୁଛି ଡିପ୍ରେସନ ! ରିପୋର୍ଟରେ ପ୍ରକାଶ

ଆଜିକାଲି ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ଫୋନ ସହ ଜଡ଼ିତ ହୋଇଗଲେଣି । ଏହି ମୋବାଇଲ ବା ସ୍ମାର୍ଟ ଫୋନ ଆମ ଜୀବନର ଏକ ଅବିଛିନ୍ନ ଅଙ୍ଗ ଭାବେ ଉଭା ହେଲାଣି । ଏହାର ବ୍ୟବହାର ଆମ ଜୀବନକୁ ଯେତିକି ସରଳ ଓ ମଜାଦାର…

ହାଇ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି ? ମେଡ଼ିସିନ ବଦଳରେ କରନ୍ତୁ ଏହିସବୁ ବ୍ୟାୟାମ

ହାଇ ବ୍ଲଡ଼ ପ୍ରେସର ସମସ୍ୟା ଖୁବ୍ ଗମ୍ଭୀର ହୋଇଥିବା ବେଳେ ଏଥିଯୋଗୁଁ ହୃଦୟ ସମ୍ବନ୍ଧିତ ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ। ଅତ୍ୟଧିକ ଔଷଧ ସେବନ କରିବା ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। ଏହିକାରଣରୁ ଉଚ୍ଚ…

୨୮୩୬ ମିନି ଅଙ୍ଗନବାଡି ଉନ୍ନୀତ କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ପରିଣତ: ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ

ଭୁବନେଶ୍ୱର: ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହୋଇଛନ୍ତି ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର । ମିନି ଅଙ୍ଗନବାଡିକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ…

ରାହୁଲଙ୍କ ପରେ ଲୋକସଭା ପଦ ହରାଇଲେ ଆଉ ଜଣେ ସାଂସଦ: ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ

ନୂଆଦିଲ୍ଲୀ: ଗାଜିପୁରର ସାଂସଦ-ବିଧାୟକ କୋର୍ଟ ବିଏସପି ସାଂସଦ ଫଜାଲ ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଫଜଲ ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ଜେଲ୍ ସହ ଲକ୍ଷେ…

ନାକ୍ ଗ୍ରେଡ୍: A +ରୁ ‘A ’କୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ(ନାକ୍‌‌) ଗ୍ରେଡରେ ତଳକୁ ଖସିଯାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ମାନ୍ୟତାରେ A+ରୁ ଏକୁ ଖସିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ୩.୧୬ ସ୍କୋର ସହ ଉତ୍କଳ ବିଶ୍ୱବିଦ୍ୟାଳୟକୁ…

ପୁଣି ହେବ OSSC ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା, ଜାଣନ୍ତୁ କେବେ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତିଲ ହୋଇଥିବା ଓଏସଏସସି ପରିଚାଳିତ ପରୀକ୍ଷା ପୁଣିଥରେ ହେବ । ଜୁଲଶଇ ୩୦ରେ ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ଗୋଟିଏ ସିଟିଂରେ ଓଏମଆର ମୋଡରେ ପରୀକ୍ଷା…