ପତି-ପତ୍ନୀଙ୍କ ମଧ୍ୟରେ କଳହର କାରଣ ସାଜିପାରେ ଦର୍ପଣ ! ଜାଣନ୍ତୁ ଏହାର ପ୍ରତିକାର
ପ୍ରାଚୀନ କାଳରୁ ହିଁ ମାନବ ସଭ୍ୟତାରେ ଦର୍ପଣ ବା ଆଇନାର ବ୍ୟବହାର ହୋଇଆସୁଛି। ଦର୍ପଣ ବ୍ୟକ୍ତିର ଜୀବନକୁ ଅନେକ ଢ଼ଙ୍ଗରେ ପ୍ରଭାବିତ କରିଥାଏ। ଗୋଟିଏ ପଟେ ଏହାର ବ୍ୟବହାର ସଜବାଜ ହେବା ପାଇଁ କରାଯାଉଥିବା ସମୟରେ ଅନ୍ୟପଟେ…