୩୦ ବର୍ଷରୁ କମ୍ ଚାକିରିରେ ତୃତୀୟ ପଦୋନ୍ନତିର କୌଣସି ଅଧିକାର ନାହିଁ: ହାଇକୋର୍ଟଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣିରେ କହିଛନ୍ତି ଯେ, ୩୦ ବର୍ଷରୁ କମ୍ ସେବାରେ ଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ତୃତୀୟ ଏମଏସିପି ଅର୍ଥାତ୍ ଅର୍ଥାତ୍ ଆର୍ôଥକ ଅଗ୍ରଗତିର ସୁବିଧା…