SBI ଗ୍ରାହକ ଏଣିକି ମିସ୍ କଲରୁ ଚେକ୍ କରିପାରିବେ ବ୍ୟାଙ୍କ ବାଲାନ୍ସ: ଜାଣନ୍ତୁ ଆଉ କ’ଣ ମିଳିବ ସୁବିଧା
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ମିସ୍ କଲ ଏବଂ ଏସଏମଏସ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କ ସେବା ଯୋଗାଉଛି । ଏସବିଆଇ ଗ୍ରାହକମାନେ ସେମାନଙ୍କ ମୋବାଇଲରୁ ମିୀସ୍…