୨୦୧୯ରୁ ବର୍ତ୍ତମାନ ଯାଏ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ ୨୩ କୋଟି
ନୂଆଦିଲ୍ଲୀ: ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶାସନ ଭାର ସମ୍ଭାଳିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ଥର ବିଦେଶ ଗସ୍ତ କରିଛନ୍ତି ଓ ଏଥିପାଇଁ ୨୨.୭୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ…