ମଣିଷର ଉଚ୍ଚତାରୁ ଜଣାପଡିବ କ୍ୟାନ୍ସର ହେବାର ବିପଦ ? ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ
କ୍ୟାନ୍ସରର ରୋଗ ଲୋକଙ୍କ ଶରୀରକୁ ବିଭିନ୍ନ ଉପାୟରେ ପ୍ରଭାବିତ କରିଥାଏ । ଶରୀରର କୋଷିକାଗୁଡ଼ିକରେ ଅନିୟନ୍ତ୍ରିତ ବୃଦ୍ଧି ଦ୍ୱାରା କ୍ୟାନ୍ସର ହୋଇଥାଏ । ଧୀରେ ଧୀରେ ଏହା ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିବା ଆରମ୍ଭ କରିଥାଏ ।…