(Video) ଗୋଟିଏ ପ୍ରେମିକ ପାଇଁ ୫ ଯୁବତୀଙ୍କ ଲଢ଼େଇ : ଲାତ –ଗୋଇଠା ସହ ଉପାଡିଦେଲେ ଚୁଟି

ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିବାକୁ ମିଳିଯାଉଛି, ଯେଉଁଟାରେ ପ୍ରେମିକ ବା ପ୍ରେମିକା ପାଇଁ ପୁଅ-ଝିଅ ପରସ୍ପର ମଧ୍ୟରେ ଲଢ଼େଇ ଲାଗୁଛନ୍ତି । ଏଥିପାଇଁ ହୋଇଥିବା ଲଢ଼େଇ ବହୁତ ଭୟଙ୍କର ହୋଇଥାଏ ଯାହାକୁ ଦେଖି…

ଖୁସି ଖବର: ମିଶନ ଶକ୍ତି ଋଣ ୫ ଲକ୍ଷକୁ ବୃଦ୍ଧି, ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଶନ ଶକ୍ତିରେ ଥିବା ମା’ମାନଙ୍କ ପାଇଁ ଆସିଛି ଖୁସିଖବର । ସ୍ୱୟଂ ସହାୟକ ଗୋଷ୍ଠୀ ନେଉଥିବା ବିନା ସୁଧରେ ଋଣ ପରିମାଣକୁ ବଢ଼ାଯାଇଛି । ମିଶନ ଶକ୍ତି ଋଣ ୪ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି…

ସାଧାରଣ ଲୋକଙ୍କ ପାଇଁ ଡିସେମ୍ବର ୧ରୁ ଲଞ୍ଚ ହେବ ଡିଜିଟାଲ ଟଙ୍କା ‘ଇ-ରୁପି’: RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ଡିଜିଟାଲ ମୁଦ୍ରା (e₹-R)କୁ ନେଇ ବଡ଼ ଘୋଷଣା କରିଛି । ଡିସେମ୍ବର ୧ ରେ ଖୁଚୁରା ଡିଜିଟାଲ ଟଙ୍କାର ଘୋଷଣା ହେବ । ରିଟେଲ ଡିଜିଟାଏ କରେନ୍ସି ପାଇଁ ଏହା…

ଶୀତଦିନେ ବଢ଼ିପାରେ ଆସ୍ଥମା ଆଟାକର ବିପଦ: ଜାଣନ୍ତୁ କିପରି ବର୍ତ୍ତିବେ

ଶୀତଦିନେ ଆସ୍ଥମା ରୋଗୀଙ୍କ ପାଇଁ ସମସ୍ୟା ବଢଯାଇିଥାଏ । ଆସ୍ଥମା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମ୍ପୂର୍ଣ୍ଣ ଚିକିତ୍ସା ନାହିଁ କିନ୍ତୁ ଏହି ରୋଗ ଡାଏଟ୍, ଇନହେଲର୍ ଏବଂ କିଛି ମେଡିସିନ୍ ଦ୍ୱାରା ନିୟନ୍ତ୍ରିତ…

ଏହି କମ୍ପାନୀରେ ଆରମ୍ଭ ହେଲା ୪ ଦିନ କାମ ଓ ୩ ଦିନ ଛୁଟି: ଘୋଷଣା ଶୁଣି ଖୁସିରେ ନାଚି ଉଠିଲେ କର୍ମଚାରୀ

ନୂଆଦିଲ୍ଲୀ: ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସପ୍ତାହରେ ୪ ଦିନ କାମ ଓ ୩ ଦିନ ଆରାମ କରିବାର ପଲିସି ଉପରେ କାମ ଚାଲିଛି । ଚାକିରି କରୁଥିବା ଲୋକଙ୍କ ପାଇଁ ଏହା କୌଣସି ବରଦାନଠାରୁ କମ୍ ନୁହେଁ । କେବଳ ଏତିକି ନୁହେଁ, କାମ…

ପେଟ କାଟୁଛି କହି ମେଡିକାଲରେ ପହଞ୍ଚିଲା ରୋଗୀ: ଅପରେସନରେ ବାହାରିଲା ୧.୨ କେଜିର ୧୮୭ଟି କଏନ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ବ୍ୟକ୍ତିର ପେଟରୁ ବାହାରିଛି ୧୮୭ଟି କଏନ୍ । ସେହି ବ୍ୟକ୍ତି ଜଣକ ମେଡିକାଲରେ ପେଟ ଯନ୍ତ୍ରଣା ଓ ବାନ୍ତି ହେବାର ଅଭିଯୋଗ ନେଇ ପହଞ୍ଚିଥିଲେ । ଡାକ୍ତରମାନେ ସେମାନଙ୍କର ଅଲଗା ଅଲଗା ଟେଷ୍ଟ…

ଭୁଲରେ ବି ଉଧାରରେ ନିଅନ୍ତୁ ନାହିଁ ଏହି ୫ଟି ଜିନିଷ: ଲାଭ ବଦଳରେ ହୋଇଯିବ କ୍ଷତି !

ଲୋକମାନେ ଅତି ସହଜରେ ଜିନିଷକୁ ପରସ୍ପର ସହିତ ବାଣ୍ଟିଦିଅନ୍ତି । ଅନ୍ୟଙ୍କୁ ଜିନିଷ ଉଧାରରେ ଦେଇ ଆପଣ ପ୍ରେମର ଭାବନା ଦେଖାନ୍ତି । କିନ୍ତୁ ଏପରି ଅନେକ କାରଣ ରହିଛି, ଯାହା ଶରୀରର ଶକ୍ତି ଉପରେ ପ୍ରଭାବ ପକାଇପାରେ ।…

କୋରାପୁଟରେ ଓଲଟିଲା ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର

କୋରାପୁଟ(ଓଡ଼ିଶା ଭାସ୍କର): ସୁଙ୍କି-ପଟାଙ୍ଗି ରାସ୍ତାରେ ଓଲଟିପଡ଼ିଛି ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର । ଘାଟି ରାସ୍ତାରେ ରାଜଗୁଡ଼ା ନିକଟରେ ଟ୍ୟାଙ୍କରଟି ଓଲଟି ପଡ଼ିଥିବା ଜଣାପଡିଛି । ବିଶାଖାପାଟଣାରୁ ରାୟପୁର ଯିବା ବାଟରେ…

(Video) ମହିଳାଙ୍କ ଉପରେ ଚାଲିଗଲା ଟ୍ରେନ୍: କିନ୍ତୁ ମୋବାଇଲ ଫୋନରେ କଥା ହେବା ଛାଡ଼ିଲେନି, ଦେଖନ୍ତୁ Video

ସୋସିଆଲ ମିଡିଆରେ ବେଳେବେଳେ କିଛି ଛାତିଥରା ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ୟୁଜର୍ସଙ୍କର ବି ଲୋମ ଟାଙ୍କୁରି ଯାଏ । ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ସୋସିଆଲ ମିଡିଆ ୟୁଜର୍ସଙ୍କୁ ଦୋହଲାଇ…

ଅଜଣା ଗାଡ଼ି ଧକ୍କାରେ ୩ ସାମ୍ବାଦିକଙ୍କ ମୃତ୍ୟୁ: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଦିଶାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପ୍ରେସ୍ କ୍ଲବ୍ ସଭାପତିଙ୍କ ସମେତ ୩ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଦୁଃଖ ପ୍ରକାଶ…