ରେଲୱେରେ ଚାକିରି ପାଇଁ ଆସିଛି ବଡ଼ ସୁଯୋଗ: ଯୁକ୍ତ ୨ ପାସ୍ କରିଥିବା ପ୍ରାର୍ଥୀ କରନ୍ତୁ ଆବେଦନ
ନୂଆଦିଲ୍ଲୀ: ରେଲୱେରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ଖୁସିଖବର । ଭାରତୀୟ ରେଳବାଇର ଦକ୍ଷିଣ ପୂର୍ବ ରେଳବାଇ ଅଧିନରେ ଗ୍ରୁପ ସି ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଏହି ଭର୍ତ୍ତି ଅଧିନରେ ଯୋଗ୍ୟ…