ସ୍କୁଲରେ ଝିଟିପିଟି ପଡ଼ିଥିବା କ୍ଷୀର ପିଇଲେ ପିଲା: ଜଣଙ୍କ ପରେ ଜଣେ ଅସୁସ୍ଥ

ନୂଆଦିଲ୍ଲୀ: ସୀତାପୁର ଜିଲ୍ଲାର ଗୋନ୍ଦଲାମାଉ ବିକାଶଖଣ୍ଡର କମ୍ପୋଜିଟ ବିଦ୍ୟାଳୟ ଗୋପାଳପୁର ପଶ୍ଚିମୀ ସ୍କୁଲରେ ବଡ଼ ଅବହେଳା ହୋଇଥିବା ଦେଖିବାକୁ ମିଳିଛି । ଲଞ୍ଚ ସମୟରେ ଛୋଟଛୁଆଙ୍କୁ ଝିଟିପିଟି ପଡ଼ିଥିବା କ୍ଷୀର ପିଇବାକୁ…

ବୈବାହିକ ଜୀବନରେ ସୁଖ ଚାହାଁନ୍ତି କି ? ପତି-ପତ୍ନୀଙ୍କୁ କରିବାକୁ ପଡିବ ଏହି କାମ

ବିବାହିତ ଦମ୍ପତି ଓ ପ୍ରେମୀଯୁଗଳ ସେମାନଙ୍କ ସମ୍ପର୍କକୁ ମଜବୁତ କରିବା ପାଇଁ ଅନେକ ପଦକ୍ଷେପ ନିଅନ୍ତି । ବିବାହ ଉଭୟ ପତି ଓ ପତ୍ନୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ବେଳେବେଳେ ସାମାନ୍ୟ କାରଣକୁ ନେଇ ଉଭୟଙ୍କ…

ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସ ହେଲେ BJD ପ୍ରାର୍ଥୀ

ଧାମନଗର(ଓଡ଼ିଶା ଭାସ୍କର): ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗର ନିର୍ବାଚନୀ ମଣ୍ଡଳ ପାଇଁ ପୁଣି ଆରମ୍ଭ ହୋଇଛି ରାଜନୀତି । ଧାମନଗର ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା…

ପିଏନବି ଗ୍ରାହକଙ୍କ ପାଇଁ ଖୁସିଖବର: ବ୍ୟାଙ୍କ ମାଗଣାରେ ଦେଉଛି ୮ ଲକ୍ଷ ଟଙ୍କାର ଫାଇଦା, ଜାଣନ୍ତୁ କିପରି?

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ବଡ଼ ଫାଇଦା ଦେଉଛି । ଯଦି ଆପଣ ମଧ୍ୟ ପିଏନବି ବ୍ୟାଙ୍କର ଗ୍ରାହକ, ତେବେ ଜରୁରୀକାଳୀନ ପରିସ୍ଥିତିରେ…

ଖୁସିଖବର: ଲୁହାପଥର ଦାମରେ ବଡ଼ ହ୍ରାସ, ୪ ହଜାର ଟଙ୍କା ପର୍ଯ୍ୟନ୍ତ ହେଲା ଶସ୍ତା

ନୂଆଦିଲ୍ଲୀ: ଲୁହାପଥର ଉପରେ ରପ୍ତାନି ଶୁଳ୍କ ଲାଗିବା ପରେ ପରେ ବର୍ତ୍ତମାନ ଏହାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଗତ ୬ ମାସ ମଧ୍ୟରେ ଲୁହାପଥର ମୂଲ୍ୟ ଟନ୍ ପିଛା ୪,୦୦୦ ଟଙ୍କା ହ୍ରାସ ପାଇଛି । କୁହାଯାଇଛି ଯେ…

WHOର ଚେତାବନୀ ପରେ କଫ୍ ସିରପ୍ ଉତ୍ପାଦନ ଉପରେ କଟକଣା: ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର କଫ୍ ସିରପ୍ ଉତ୍ପାଦନ ଉପରେ ହରିୟାଣା ସରକାର କଟକଣା ଲଗାଇଛନ୍ତି । ଏହି କମ୍ପାନୀର କଫ୍ ସିରପକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଜାରି ହୋଇଥିବା ଆଲର୍ଟ ପରେ…

ସମୁଦ୍ରରେ ଥିବା ମୃତ ଜୀବଙ୍କ ଯୋଗୁଁ ଆସିବ ସବୁଠାରୁ ବଡ଼ ଭୂକମ୍ପ ! ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ବଡ଼ ଖୁଲାସା ହୋଇଛି କି ଲକ୍ଷ ଲକ୍ଷ ବର୍ଷ ପୁରୁଣା ଛୋଟ ଜୀବ, ହିକୁରଙ୍ଗି ସବଡୁକେସନ ଜୋନରେ ପରବର୍ତ୍ତୀ ଭୟଙ୍କର ଭୂକମ୍ପର କାରଣ ହୋଇପାରେ । ନ୍ୟୁଜଲ୍ୟାଣ୍ଡର ସବୁଠାରୁ ବଡ଼…

ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି: ମିଳିବ ୭୮ ଦିନର ବୋନସ୍, କେନ୍ଦ୍ର ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର । କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ଏଣିକି ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍ । କର୍ମଚାରୀଙ୍କୁ ଏହି ବୋନସ୍ ଦେବାକୁ…

ଧାମନଗର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ବାଛିଲା ଦଳ ?

ଧାମନଗର: ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଧାମନଗର ନିର୍ବାଚନୀ ମଣ୍ଡଳ ପାଇଁ ପୁଣି ଆରମ୍ଭ ହୋଇଛି ରାଜନୀତି । ଧାମନଗର ଉପନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ପ୍ରାର୍ଥୀ…

କ୍ୟାବିନେଟ ବୈଠକରେ ସରକାରୀ ତୈଳ କମ୍ପାନୀକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି! ସାଧାରଣ ଲୋକଙ୍କୁ ମିଳିବ ଜବରଦସ୍ତ ଫାଇଦା

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ କ୍ଷତିରେ ଚାଲୁଥିବା ଅଏଲ ମାର୍କେଟିଂ କମ୍ପାନୀ ପାଇଁ ଆସିଛି ଖୁସି ଖବର । କମ୍ପାନୀଗୁନିକ ପାଇଁ ଏହାକୁ ଦୀପାବଳି ଉପହାର ବୋଲି କୁହାଯାଉଛି । ସହଯୋଗୀ ଚ୍ୟାନେଲ ଜି ବିଜନେସ୍ ଦାବି କରିଛି…