(Video) ଭଗବାନ ଶିବଙ୍କର କାହିଁକି ରହିଛି ୩ ନେତ୍ର ଓ ସେ ନିଜ ଶରୀରରେ କାହିଁକି ଲଗାନ୍ତି ପାଉଁଶ ? ଜାଣନ୍ତୁ ଏହାର କାହାଣୀ
ଇଶ୍ୱରଙ୍କ ତ୍ରିମୂର୍ତ୍ତି ମଧ୍ୟରେ ଜଣେ ହେଉଛନ୍ତି ମହାଦେବ, ଯାହାଙ୍କୁ ଆଦିଦେବ କୁହାଯାଏ । ଭକ୍ତମାନେ ମହାଦେବଙ୍କୁ ତାଙ୍କ ନାମ ନେଇ ଡାକନ୍ତି । ମହାଦେବ ଯେତିକି ରହସ୍ୟମୟ, ତାଙ୍କ ବେଶଭୂଷା ସହ ଜଡ଼ିତ ତଥ୍ୟ ମଧ୍ୟ…