ଟ୍ରେନରେ ବୟସ୍କ TTEଙ୍କ ସହ ଅସଦାଚରଣ ପୋଲିସକୁ ପଡ଼ିଲା ମହଙ୍ଗା: Video ଭାଇରାଲ ପରେ ରେଲୱେର ବଡ଼ ପଦକ୍ଷେପ

ପାଟନା: ଗୋପାଳପୁର ଇଣ୍ଟରସିଟି ଏକ୍ସପ୍ରେସରେ ଡ୍ୟୁଟି କରୁଥିବା ଜଣେ ବୟସ୍କ ଟିଟିଇଙ୍କୁ ଜିଆରପିର ଜଣେ ଏସଆଇ ଅତି ନିର୍ମମ ଭାବେ ମାଡ଼ ମାରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ପରେ କଡ଼ା…

ଓଡ଼ିଶାରେ ପୁଣି କରୋନାର ତାଣ୍ଡବ : ୫୦୦ ଟପିଲା ଦୈନିକ ସଂକ୍ରମଣ, ଜାଣନ୍ତୁ କେଉଁଠୁ କେତେ ବାହାରିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦୈନିକ କରୋନା ସଂକ୍ରମଣ ୫ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

ଏହି ମାରାତ୍ମକ ରୋଗରେ ସିଙ୍ଗିଲ ଲୋକଙ୍କର ମୃତ୍ୟୁର ସମ୍ଭାବନା ଅଧିକ: ରିସର୍ଚ୍ଚ

ନୂଆଦିଲ୍ଲୀ: ଏକ ରିସର୍ଚ୍ଚରେ ଖୁଲାସା ହୋଇଛି କି, ଅବିବାହିତ ଲୋକଙ୍କର ପେଟ କ୍ୟାନ୍ସରରେ ମୃତ୍ୟୁ ହେବାର ସମ୍ଭାବନା ଅଧିକ ଥାଏ । ଅନ୍ୟପଟେ ଯେଉଁ ଲୋକମାନେ ନିଜ ପାର୍ଟନରଙ୍କ ସହ ରହୁଛନ୍ତି, ସେମାନଙ୍କଠାରେ କ୍ୟାନ୍ସରରୁ…

୫ରୁ ୧୨ ବର୍ଷର ଶିଶୁଙ୍କ ପାଇଁ Corbevax ଓ Covaxin ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: କରୋନା ମହାମାରୀ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ସରକାରୀ ପରାମର୍ଶଦାତା ସଂସ୍ଥା ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ୍ (ଏନଟିଏଜିଆଇ)ର ଷ୍ଟାଣ୍ଡିଂ ଟେକ୍ନିକାଲ ସବ୍-କମିଟି(ଏସଟିଏସସି) ୫ରୁ ୧୨…

ବଡ଼ ଖବର: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ପରଲୋକ । ସିଞ୍ଜୋଙ୍କୁ ଆଜି ସକାଳେ ନାରା ସହରରେ ଗୁଳିମାଡ଼ ହୋଇଥିଲା । ଗୁଳି ଛାତିରେ ବାଜିଥିବା ପରେ ସିଞ୍ଜୋଙ୍କୁ ଆସିଥିଲା ହାର୍ଟ ଅଟୋକ୍ । ଏହା ପରେ…

ଭିଜିଲାନ୍ସ ଜାଲରେ ତହସିଲଦାର: ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଟିମ୍

କରଞ୍ଜିଆ(ଓଡ଼ିଶା ଭାସ୍କର): ଦିନକୁ ଦିନ ଦୁର୍ନୀତିଖୋର ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି କେହି ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ରରୁଆଁ…

ଲଗାତାର ବିଗୁଡ଼ୁଛି ସିଞ୍ଜୋ ଆବେଙ୍କ ଅବସ୍ଥା: ବାତିଲ ହୋଇପାରେ ନିର୍ବାଚନ

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ ହୋଇଛି । ଜାପାନ ମିଡିଆରୁ ମିଳିଥିବା ସୂଚନା ଅନୁସାରେ, ସିଞ୍ଜୋ ଆବେଙ୍କ ଅବସ୍ଥା ଧିରେ ଧିରେ ବିଗିଡ଼ିବାକୁ ଲାଗିଛି । ଡାକ୍ତର ତାଙ୍କୁ ବଞ୍ଚାଇବା…

ମନ୍ଦିରରେ ମିଠା କି ନଡ଼ିଆ ନୁହେଁ, ବରଂ ପାଣି ବୋତଲ ଅର୍ପଣ କରୁଛନ୍ତି ଭକ୍ତ: ଜାଣନ୍ତୁ ଏହାର କାରଣ

ପାଟଣା: ଗୁଜୁରାଟରେ ଏପରି ଏକ ମନ୍ଦିର ଅଛି, ଯେଉଁଠାରେ ମନୋକାମନା ପୂରଣ ହେଲେ ପାଣି ବୋତଲ ଅର୍ପଣ କରନ୍ତି ଭକ୍ତ । ଏହି ମନ୍ଦିର ଗୁଜୁରାଟର ପାଟନାରେ ରହିଛି । ପାଟନାରୁ ମୋଡେରା ଯାଉଥିବା ରାସ୍ତା କଡ଼ରେ କିଛି ଇଟା ରଖି…

ଅତିଥି ଭବନରୁ ଯାଇ ବିଧାନସଭାରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ: ଦେଖନ୍ତୁ ଫଟୋ ଓ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପହଞ୍ଚିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦର ନିକଟରେ ତାଙ୍କୁ ଭବ୍ୟ ସ୍ୱାଗତ ଆୟୋଜନ କରାଯାଇଥିଲା । ଦ୍ରୌପଦୀଙ୍କ ସ୍ୱାଗତ ପାଇଁ ବିମାନ…

ରାସ୍ତାରେ ଖାଲ ତ ବନ୍ଦ କରିପାରିବେ ନାହିଁ, କିନ୍ତୁ ଦୁର୍ଘଟଣାରେ ମୃତ୍ୟୁ ହେବନି ବୋଲି ସୁନିଶ୍ଚିତ କର: ହାଇକୋର୍ଟ

ନୂଆଦିଲ୍ଲୀ: ରାସ୍ତାରେ ଗାଢ଼ ବା ଖାଲକୁ ମରାମତି ନକରିବାକୁ ନେଇ ଥାନେ ନଗର ନିଗମ ସମେତ ମହାରାଷ୍ଟ୍ରର ସହରାଞ୍ଚଳ ସଂସ୍ଥାଗୁଡ଼ିକୁ କଟାକ୍ଷ କରିଛନ୍ତି ବମ୍ବେ ହାଇକୋର୍ଟ । ମହାରାଷ୍ଟ୍ରର ଥାନେରେ ମଙ୍ଗଳବାର ଦିନ ମୋହନିଶ…